tur
Daily Archives

ଚାଳିଶି ଗୋଟି ସ୍ଥାନରୁ ମୂର୍ତ୍ତିକା ନମୂନା ସଂଗ୍ରହ ଓ ପରୀକ୍ଷା

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ଼୍‌ଡ଼ୀ) : ସୋରଡ଼ା ବ୍ଲକ ଅନ୍ତର୍ଗତ ହିଂଜଳିକୁଦା ପଞ୍ଚାୟତରେ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାର ଗଂଜାମ ତରଫରୁ ଚାଳିଶି ଗୋଟି ସ୍ଥାନରୁ ମୂର୍ତ୍ତିକା ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାରର ମୂର୍ତ୍ତିକା
Read More...

ବଲାଙ୍ଗିର ଜିଲ୍ଲାରେ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବେଲପଡ଼ା ବ୍ଲକରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୭ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ଜଣେ ଓ
Read More...

ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ପ୍ରଥମ ଦିନ ଅପରା‌ହ୍ନରେ ଆରମ୍ଭ ହୋଇଥିବା ଖେଳରେ ୪- ୩ ଗୋଲରେ କୋରାପୁଟ ଟିମ ବିଜୟୀ ହୋଇଛି । ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ଆଜି ସକାଳ ୮ ଘଂଟାରେ ଆରମ୍ଭ ହୋଇଥିବା ଏହି ଫୁଟବଲ ମ୍ୟାଚଚରେ ଭଞ୍ଜନଗର ସହ ଭୁବନେଶ୍ୱର ଟିମ ମଧ୍ୟରେ ଖେଳ ହୋଇଥିଲା
Read More...

ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧିଷ୍ଟାଡିୟମଠାରେ ଆୟେଜିତ ଓସିଏ ଭିଜନ ୨୦୨୪ର ସିନିଅର ଇଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗତାରେ ଆଜିର ମ୍ୟାଚ ନାଏକ କ୍ରିକେଟ ଏକାଡେମୀ ଓ ବୁଡାବାହାଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଏକାଡେମୀ ଟସ୍‌ ଜିତିବା ପରେ ପ୍ରଥମେ
Read More...

ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଏନଏଚ ଉପରେ ୨ ବାଇକ ମୁହାଁମୁହିଁ : ୨ ପୋଷ୍ଟ ମାଷ୍ଟର ବନ୍ଧୁଙ୍କ ଶୋଚନୀୟ ମୃତ୍ୟୁ,…

ବୌଦ୍ଧ, (ବଂଶୀଧର ମାଝୀ) : ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା
Read More...

ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସଫଳତା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଗତ ୩ ବର୍ଷ ଧରି ଭାରତ ସରକାରଙ୍କ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଓଡିଶା ଦେଶରେ ୧ମ ସ୍ଥାନ ହାସଲ କରିଆସୁଛି। ଦେଶର ୧୨୧୬୦ଟି ଆଇଟିଆଇର ତାଲିକାରେ ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ଓଡିଶାର ୧୧ଟି ଆଇଟିଆଇ ସ୍ଥାନିତ । ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଭାରତ
Read More...

ଝାରବନ୍ଧ ବିଡିଓ ରୁନୁ ଲାକ୍ରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଡ଼ିଓ ଭାବେ କାର୍ୟ୍ୟରତ ରୁନୁ ଲାକ୍ରାଙ୍କ ଆଜି ତାଙ୍କ ବାସଭବନ ସମ୍ବଲପୁରରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟ‌କ୍ତି ଥିଲେ । ତାଙ୍କ ବିୟୋଗରେ ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଞ୍ଚଳରେ ଶୋକର
Read More...

ରାତି ତମାମ ଶବ ସହ : ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ଗୋପୀ ବେନୁଆ (୮୦) ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକା ରହୁଥୁଲେ । କେହି କିଛି ଖାଇବାକୁ ଦେଲେ ସେ ଖାଉଥୁଲେ ନହେଲେ ଭୋକ ଉପାସରେ ମଧ୍ୟ ଦିନ କାଟୁଥୁଲେ । ତେବେ ଗତକାଲି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଥିଲା ।
Read More...

କେଳୁଚରଣ ପରିଡାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗତକାଲି ରାତି ୩ ଘଟିକା ସମୟରେ ହୁମର ଗ୍ରାମର କେଳୁଚରଣ ପରିଡାଙ୍କର ତାଙ୍କ ଡେଲାଙ୍ଗ ବଜାର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସେ ୨୨-୪-୧୯୫୯ରେ ହୁମର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ବାନାମ୍ବର ମ.ଇ.ସ୍କୁଲ ପ୍ରହରାଜପୁରରୁ ୪ର୍ଥ
Read More...

କଳାହାଣ୍ଡି ଯୁବକ ସଂଘ ଓ କୋଶଳ ସେନା ମିଳିତ ବୈଠକ

କଳାହାଣ୍ଡି, (ଭାରତ ବିଶି) : କଳାହାଣ୍ଡି ଯୁବକ ସଂଘ ଓ କୋଶଲ ସେନା ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ ଏପ୍ରିଲ ୧କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିବା ବେଳେ ଏପ୍ରିଲ ୧କୁ
Read More...