ଦକ୍ଷିଣ ରାଉରକେଲାରେ କୋଭିଡ-୧୯ର ଟୀକାକରଣ କେନ୍ଦ୍ର ଖୋଲିବାକୁ ଦାବୀ
ରାଉରକେଲା, (ଗୌରାଙ୍ଗ ଚନ୍ଦ୍ର ଦାଶ) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ୍ କର୍ମଚାରୀ ସଂଘର ୩୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଉପ ସଭାପତି ସୁଧାକର ମଲ୍ଲିକ, ଚାନ୍ଦମଣି ନାୟକ, ସାଧାରଣ ସଂପାଦକ!-->…
Read More...
Read More...