Daily Archives

ଭାରତ-ଫିନଲ୍ୟାଣ୍ଡ ଭର୍ଚୁଆଲ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗର ବ୍ୟାପକ ଦିଗ ସମେତ ଆପୋସ ହିତ ସମ୍ବଳିତ
Read More...

ପ୍ରାୟ ୫ ବର୍ଷ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଅଙ୍ଗନବାଡ଼ି କେନ୍ଦ୍ର

ତୁରେକେଲା, (କୈଳାଶ ସଗ୍ରିଆ) : ଘୁନେଶ ଗ୍ରା.ପ. ଅନ୍ତର୍ଗତ ବର୍ଲା ଗାଁର ଅଙ୍ଗନବାଡ଼ି କେନ୍ଦ୍ର ପ୍ରାୟ ୫ ବର୍ଷ ହେବ ତିଆରି ଚାଲିଛି । କେବେ ସଂପୂର୍ଣ୍ଣ ହେବ ତାହା ଭଗବାନଙ୍କୁ ଜଣା । ଏନେଇ ଗ୍ରାମବାସୀ କହିଛନ୍ତି ଯେ ଅନେକ ଥର ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାମ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୧ରୁ ଜଣେ, ପୁଇଁନ୍ତଲା ବ୍ଲକ ରଣ୍ଡା ଗ୍ରା.ପ.ରୁ ଜଣେ ଏବଂ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ରୁ ୨
Read More...

ଭାରତୀୟ ହସ୍ତକଳା ଓ ହସ୍ତତନ୍ତ ରପ୍ତାନୀ ନିଗମ ଲିମିଟେଡକୁ ବନ୍ଦ୍‍ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟଙ୍କ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ହସ୍ତକଳା ଓ ହସ୍ତତନ୍ତ ରପ୍ତାନୀ ନିଗମ ଲିମିଟେଡ (ଏଚଏଚଇଏସ୍‍) କୁ ବନ୍ଦ୍‍ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ନିଗମରେ ମୋଟ ୫୯ ଜଣ
Read More...

ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଗାନ୍ଧୀ ଭବନରୁ ଗନ୍ଧରେଲ ପର୍ଯ୍ୟନ୍ତ ପରିବେଶ ସଚେତନତା ସାଇକେଲ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁଲାଗି ଜଙ୍ଗଲ ସଂପଦ, ବନ୍ୟଜନ୍ତୁ, ସରୀସୃପ ଇତ୍ୟାଦି ପୋଡି ଯାଉଥିବା ବେଳେ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ତେଣୁ ଏହାର ନିରାକରଣ ପାଇଁ ସମସ୍ତଙ୍କ ଦାୟୀତ୍ୱ ରହିଛି । କେବଳ ଜଙ୍ଗଲ ବିଭାଗ ନୁହେଁ
Read More...

ଓସିଏ ଭିଜନ ୨୦୨୪ : ନବକିଶୋର ଓ ପାଟଣାଗଡ କିକ୍ରେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଥିଲା । ବଲାଙ୍ଗିର ଗାନ୍ଧୀ ଷ୍ଟାଡିଅମରେ ଆୟୋଜିତ ମ୍ୟାଚରେ ନବକିଶୋର ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଠାରେ ଆୟୋଜିତ ମ୍ୟାଚରେ ପାଟଣାଗଡ ଦଳ ବିଜୟ ଲାଭ
Read More...

ସଇଁନ୍ତଲାରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ନବୀନ ଛକ ଠାରୁ ବ୍ଳକକୁ ସଂଯୋଗ କରୁଥିବା ରାସ୍ତା ଦେଇ ଏକ ରେଳ ଲାଇନ ରହିଥିବା ବେଳେ ଯାତାୟାତ ପାଇଁ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେକ, ବ୍ଳକ ପ୍ରଶାସନ ସମେତ ଡାକ୍ତରଖାନା ପାଇଁ
Read More...

ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ

ନୂଆଦିଲ୍ଲୀ : ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ । ବୁଧବାର ସକାଳ ୩ ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ମୃତ୍ୟୁ ବେଳକୁ ତା‌ଙ୍କୁ ୭୦
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୩୮ : ଆଜି ୮୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୩୮ ରହିଛି । ଆଜି ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଚଳିତ ବର୍ଷ ଏପ୍ରିଲ ୯ରେ ହେବ ଓଟିଇଟି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଟିଇଟି(ଓଡ଼ିଶା ଶିକ୍ଷକ ଯୋଗ୍ୟତା) ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ୯ରେ ଅଫଲାଇନ ମାଧ୍ୟମରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ପରୀକ୍ଷା ପାଇଁ ରାଜ୍ୟରେ ୪୯୧ ସେଣ୍ଟର ସ୍ଥିର କରାଯାଇଥିବା ବେଳେ ଗୋଟିଏ ଦିନରେ ପେପର-୧
Read More...