Daily Archives

ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଧର୍ମଘଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଧର୍ମଘଟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ ପକ୍ଷରୁ ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ବ୍ୟାଙ୍କ
Read More...

୧୯୯୬-୯୮ ସିଟି ବ୍ୟାଚ ବନ୍ଧୁ ମିଳନ

ପାଟଣାଗଡ, (କ୍ରିଷ୍ଣା ସେଠୀ) : ପାଟଣାଗଡ ମାରୱାଡି ଧର୍ମଶାଳା ଠାରେ ଦୀର୍ଘ ୨୨ ବର୍ଷ ପରେ ୯୬-୯୮ ସିଟି ବ୍ୟାଚ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍‌ସ୍ୱର୍ଗାରୋହଣ କରିଥିବା ଲୋକନାଥ ଭୋଇ, ପବିତ୍ର ମିଶ୍ର, ସୁରେନ୍ଦ୍ର ବରିହା ଓ ତୁଳସୀରାମ ପଧାନଙ୍କ ଅମର ଆତ୍ମାର ସଦାଗତି
Read More...

ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ସହ ବାଡେ଼ଇ ହେଲା ବସ୍‌, ୧ ମୃତ, ୫ ଗୁରୁତର

ନବରଙ୍ଗପୁର : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା ସାମ୍‌ନାକୁ ଆସିଛି । ନବରଙ୍ଗପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣାର ସ‌ମ୍ମୁଖୀନ ହୋଇଛି । ଦୁର୍ଘଟଣାରେ ବସ ହେଲ୍‌ପରର ମୃତ୍ୟୁ ହୋଇଥିବା ଖବର
Read More...

ଆମେରିକାକୁ ଉତ୍ତର ଫେରାଉନାହିଁ ଉତ୍ତର କୋରିଆ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କହିଛି ଯେ, ଫେବୃଆରୀରେ ଉତ୍ତର କୋରିଆ ସରକାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏପର୍ୟ୍ୟନ୍ତ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅଧିକାରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ହ୍ରାସ
Read More...

ଓସିଏ ଭିଜନ ୨୦୨୪ : ସିନିଅର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀତାକୁ ବିଦ୍ଧିବଦ୍ଧ
Read More...

ଥଣ୍ଡା ପାନୀୟ ପ୍ରକଳ୍ପ ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ପଞ୍ଚାୟତ ଗୌରୀଶଙ୍କର ଆଶ୍ରମ ଠାରେ ପ୍ରତି ଶନିବାର ଓ ମାସର ପ୍ରତେକ ସଂକ୍ରାନ୍ତି ଦିନ ଆଶ୍ରମରେ ପ୍ରବଚକ ମାନେ ଆସି ପ୍ରବଚନ, ଭାଗବତ ଚର୍ଚ୍ଚା ଚାଲିଥାଏ । ଏଥିରେ ଗୌରୀଶଙ୍କର ମିଶ୍ରଙ୍କ ଶିଷ୍ୟ ଓ ବହୁ ବୟସ୍କ ବୃଦ୍ଧ
Read More...

ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ପରଲୋକ

ରାଉରକେଲା, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟା ୮ଟା ସମୟରେ ବନେଇକଳା ହାଇସ୍କୁଲର ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ପୂର୍ବତନ ସେନା କର୍ମଚାରୀ, କ୍ରୀଡାପ୍ରେମୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ତଥା ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ଜନ୍ମ
Read More...

ବିଜେପି ଏକ ମୁସଲମାନ ବିରୋଧୀ ଦଳ ନୁହେଁ, କିନ୍ତୁ ଦେଶର ଶତ୍ରୁମାନଙ୍କୁ ଚିହ୍ନିବା ଗୁରୁତ୍ୱପୂର୍ଣ୍ଣ : ଆସାମ…

ଦିଶପୁର : ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ବିଜେପି ମୁସଲମାନ ବିରୋଧୀ ଦଳ - ଏହା ଏକ ମିଥ୍‌ ମାତ୍ର । ସେ କହିଛନ୍ତି ଯେ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଲୋଗାନ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ' ଅନୁସରଣ କରୁଛି ଏବଂ ରାଜ୍ୟର ଯେକୌଣସି ସ୍ଥାନରେ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି ବଲାଙ୍ଗିର ସହରରେ, ସେ ସଂପର୍କରେ ଜାଣିବା ଆସନ୍ତୁ । ମୁକ୍ତାକେଶୀ ବାଇଗଣ – ୨୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୫ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୨୪ ଟଙ୍କା, ଗୁଆଁର – ୪୦
Read More...

କାମ୍ ଥି ଜଏନ୍ ନାଇଁ କରବାର୍ ଡାକ୍ତର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର୍ ସରକାରୀ ଡାକ୍ତରଖାନା ଥି ଡାକ୍ତର୍ ଜଏନ୍ ନାଇଁ କରବାର୍ । ଡାକ୍ତର୍ ନିଯୁକ୍ତିର ଗୁଟେ ମାସ୍ ହେଇ ଯାଇଥିଲେ ବି ଡାକ୍ତର୍ ଜଏନ୍ ନାଇଁ କରବାର୍ ଯୁଗୁଁ ରୋଗୀ ମାନେ ବହୁତ୍ ଅସବିଧା ଥି ପଡୁଛନ୍ । ଲାଠୋର୍ ଥି କାମ୍
Read More...