tur
Daily Archives

କୃଷି ଆଇନକୁ ବିରୋଧ କରି ଆସ‌ନ୍ତା ମାର୍ଚ୍ଚ ୨୬ରେ ପୁଣି ଚାଷୀ‌ଙ୍କର ଭାରତ ବନ୍ଦ

ନୂଆଦି‌ଲ୍ଲୀ : ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବନ୍ଦକୁ ଦେଶବ୍ୟାପୀ
Read More...

ଅଭାବନୀୟ ଘଟଣା : ଯାତ୍ରାବାହୀ ବସ୍ ନାୟକ‌କୁ ଜାଳିଦେଲେ ଦୁର୍ବୃତ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡ଼ା ଫେରୀ ଘାଟ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ନାୟକ ନାମକ ଯାତ୍ରାବାହୀ ବସ୍‌ଟି ପ୍ରତ୍ୟହ ଭୁବନେଶ୍ୱରରୁ ଚାନ୍ଦବାଲି ଦେଇ ବାଂଶଡ଼ା ଫେରି ଘାଟ ନିକଟରେ ରାତ୍ରୀ ଯାପନ କରିଥାଏ । ତେବେ ବୁଧବାର ଦିନ ସବୁଦିନ ଭଳି ନିଜର ଯାତ୍ରା ସାରି ଫେରି ଘାଟି
Read More...

ଆଜି ରାଜ୍ୟରେ ୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୦ ରହିଛି । ଆଜି ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ମାଟିରେ ମିଶିଲା ବେଆଇନ ଇଟାଭାଟି : ଜେସିବ ଚଳାଇଲା ପ୍ରଶାସ

ପାଟଣାଗଡ, (ଅଜିତ ପୁରୋହିତ) : ବେଆଇନ ଇଟାଭାଟିର ହବ୍‌ ସାଜିଛି ପାଟଣାଗଡ ଉପଖଣ୍ଡ । ମାଟି ମାଫିଆଙ୍କ ପ୍ରଶାସନିକ କଟକଣା ଏବଂ ସରକାରୀ ନୀୟମ କାନୁନକୁ ସତେ ଯେମିତି ଖାତିର ନାହିଁ । ମନଇଚ୍ଛା ପ୍ରାକୃତିକ ବନରାଜିକୁ ନଷ୍ଟ କରି ଇଟାଭାଟି ମାଲିକମାନେ ଶହଶହ ଗଛ କାଟି ପକାଉଛନ୍ତି । ଏପରିକି
Read More...

ଶିବରାତ୍ରୀ ହେଲା ଯୁବକଙ୍କ ପାଇଁ କାଳରାତ୍ରୀ : ପାରିବାରିକ କଳହରୁ ଟାୱାରକୁ ଚଢି କଲେ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତଗର୍ତ ଭଦ୍ରା ପଞ୍ଚାୟତ ସ୍ଥିତ ଚିତାମରା ଗ୍ରାମରେ ଆଜି ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଯୁବକ ଜଣକ ୧୦୦ଫୁଟ ବିଶିଷ୍ଟ ଏକ ବିଦ୍ୟୁତ ଟାୱାର ଖମ୍ବକୁ ଚଢି ପାରବାରିକ କଳହରୁ ଆତ୍ମହତ୍ୟା
Read More...

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଶାହା ଓ ରାଜନାଥ ସିଂହ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ

ନୂଆଦିଲ୍ଲୀ : ପବିତ୍ର ମହାଶିବରାତ୍ରୀ ଆଜି । ଦେବ ଦେବ ମହାଦେବ‌ଙ୍କ ପୂଜନୋ‌ତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବ ପୀଠ । ମହାଦେବଙ୍କ ଜାଗର ଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ
Read More...

ଆଜି ମହାଶିବତ୍ରୀରେ ମହାକୁ‌ମ୍ଭର ପ୍ରଥମ ରାଜ ସ୍ନାନ : ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ବୁଡ଼ ପକାଇଲେ

ହରିଦ୍ୱାର : ମହାଶିବରାତ୍ରୀ ଅବସରରେ ଭକ୍ତମାନେ ହରିଦ୍ୱାରର ପବିତ୍ର ଗଙ୍ଗା ନଦୀରେ ମହାକୁ‌ମ୍ଭର ପ୍ରଥମ ରାଜ ସ୍ନାନରେ ଲକ୍ଷ ଲକ୍ଷବୁଡ଼ ପକାଇଲେ । ଆଇଜି କୁ‌ମ୍ଭ ମେଳା ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି ଯେ, ଏପର୍ୟ୍ୟନ୍ତ ୨୨ ଲକ୍ଷରୁ ଅଧିକ ଭକ୍ତ ସ୍ନାନ କରିଛନ୍ତି । ଏହା ପୂର୍ବରୁ ବୁଧବାର ଦିନ
Read More...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ମମତା ଦିଦି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ନବୀନ କାମନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ଆଶା କରିଛନ୍ତି
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୮୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦ ଟଙ୍କା,
Read More...

ବିକାଶ ନର୍ସିଂ କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ‘ଅଭ୍ୟୁଦୟ’ ଶୀର୍ଷକ ଇଣ୍ଡକ୍ସନ ଏଣ୍ଡ ଓରିଏଣ୍ଟେସନ୍‌…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷା ସମୂହରେ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ପ୍ରଥମ କରି ଆରମ୍ଭ ହୋଇଥିବା ବିକାଶ ନର୍ସିଂ କଲେଜର ବି.ଏସ୍‌ଏସ୍‌(ନର୍ସିଂ) ଏବଂ ଏ.ଏନ୍‌.ଏମ୍‌. ପାଠ୍ୟକ୍ରମ
Read More...