Daily Archives

ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ରକ୍ତକୁ ବ୍ୟବସାୟୀକରଣ କରୁଥିବା ଅନୁଷ୍ଠାନ ଓ ଘରୋଇ ରକ୍ତ ଭଣ୍ଡାର ବିରୋଧରେ…

ବରଗଡ଼/ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସରକାରୀ ଡାକ୍ତରଖାନାରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ରକ୍ତଦାନ ଶିବିର ଆୟୋଜନ କରି ଯୁବପୀଢ଼ିଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ । ଲୋକେ ସ୍ୱଇଚ୍ଛାରେ ରକ୍ତଦାନ ମଧ୍ୟ କରୁଥିଲେ । ମାତ୍ର
Read More...

ରେଳ ଉଡନ୍ତା ସେତୁ : ଠିକ୍ ସେ ଦେଖିକି ଉଡ଼ିବେ…..

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଲାଗିଥିବା ଏହି ବୋର୍ଡଟିକୁ ଦେଖନ୍ତୁ । ନିଶ୍ଚୟ ଯିବା ଆସିବା ସମୟରେ ଆଖିରେ ପଡ଼ିବ ଏହି ବୋର୍ଡ । ନବ ନିର୍ମିତ ରେଳବାଇ ଓଭର ବ୍ରିଜ ପାଇଁ ଲଗାଯାଇଛି ଏହି ବୋର୍ଡଟି । ଆଗକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆସିବେ ଓ ଏହି ବ୍ରିଜକୁ
Read More...

ଆଉ ନାହାନ୍ତି ବ୍ୟବସାୟୀ ବାସୁଦେବ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ୟବସାୟୀ ବାସଦେବୁ ସାହୁ ଆଉ ନାହାନ୍ତି । ଠିକାଦାର ପଡା ସ୍କୁଲ କମ୍ପେ୍ଲକ୍ସ ଠାରେ ବାସୁ ବାବୁ ଏକ ବେଶ ଜଣାଶୁଣା କିରାନା ଦୋକାନ କରିଥଲେ । ଆଜି ପ୍ରାତଃ ୩ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ଭୀମ ଭୋଇ
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ୧୨୮ତମ ମାସିକିଆ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ପଞ୍ଚାନନ ସେଠ ଗତ ମାସିକିଆ ବୈଠକର ବିସୃତ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ,
Read More...

ପୋଲିସକୁ ମଳିଲା ବଡ ସଫଳତା : ୧୯୦ କେ.ଜି ଗଂଜେଇ ଜବତ

ରାୟଗଡା : ରାୟଗଡା ପୋଲିସକୁ ମଳିଛି ବଡ ସଫଳତା । ୧୯୦ କେ.ଜି ଗଂଜେଇ ଜବତ କରିବା ସହ ଗଂଜେଇ ଚୋରା କାରବାରରେ ସଂପୃକ୍ତ ଥିବା ଟ୍ରକର ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ରାୟଗଡା ପୋଲିସ । ସୂଚନା ଯୋଗ୍ୟ ଯେ, ଟ୍ରକଟି ଅଦା ଲୋଡ ହୋଇ କୋରାପୁଟରୁ ଉ‌ତ୍ତରପ୍ରଦେଶ ଅଭିମୁଖେ
Read More...

କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ୍ ରେଫରୀ ଗିରିଧାରି ସାହୁ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା କ୍ରିଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର ଏବେ ଜଣାପଡିଛି। ପଲ୍ଲିଶ୍ରୀ ହାଇସ୍କୁଲ୍, ସଦାଇପାଲି, କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ୍ ରେଫରୀ ଗିରିଧାରି ସାହୁ ଆଉ ନାହାନ୍ତି । ତାଙ୍କ ଅମର ଆତ୍ମାର ସଦଗତି ପାଇଁ କ୍ରୀଡା ପ୍ରେମୀ ମିନେ ପ୍ରାର୍ଥନା କରିଛନ୍ତି
Read More...

ନାଲକୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁୁବନେଶ୍ୱର : ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାସ୍ନାଲ ଆଲୁମିନିୟମ କଂପାନୀ (ନାଲକୋ) ପକ୍ଷରୁ ନାଲକୋ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ ।
Read More...

ଶ୍ରୀମନ୍ଦିରରେ ଏକାଦଶୀ ନୀତି ପାଳିତ

ପୁରୀ, (କେପିଏନ୍‌ଏସ୍‌) : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଶ୍ରୀମନ୍ଦିରରେ ଏକାଦଶୀ ନୀତି ପାଳିତ ହେଉଅଛି। ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇ ଶ୍ରୀ ବିଗ୍ରହ ଶାଢୀ ଖଣ୍ଡୁଆ ଲାଗି ହୁଅନ୍ତି ଓ ସନ୍ଧ୍ୟା ଆଳତି ପରେ ସର୍ବାଙ୍ଗ ଚନ୍ଦନ ଲାଗି ହୁଏ । ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି
Read More...

ବାଲିଗୁଡାରେ ସିଆରପିଏଫଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲିଗୁଡାରେ ଥିବା ୧୨୭ ନଂ.ବାଟାଲିୟନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ କମାଡେଣ୍ଟ ଆନନ୍ଦ ଝାଙ୍କ ନେତୃତ୍ୱରେ ପାଳିତ
Read More...

ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଲେ କୋନେରୁ ହମ୍ପି

ନୂଆଦିଲ୍ଲୀ : ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଛ‌ନ୍ତି ଭାରତର ଷ୍ଟାର ଚେସ୍ ଖେଳାଳି କୋନେରୁ ହମ୍ପି । ସେ ର‌୍ୟାପିଡ ଚେସ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିବିସି ମହାନିର୍ଦ୍ଦେଶକ ଟିମ୍ ଡେଭ୍ ଏଥିରେ ଅଧ୍ୟକ୍ଷତା କରିବା ସହ ଭର୍ଚୁଆଲ ଉତ୍ସବରେ
Read More...