tur
Daily Archives

ରୋଗୀ ମୃତ୍ୟୁକୁ ନେଇ ଭୀମ ଭୋଇ ମେଡ଼ିକାଲ କଲେଜରେ ତୁମୁଳକା‌ଣ୍ଡ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ରୋଗୀ ମୃତ୍ୟୁକୁ ନେଇ ଆଜି ଭୀମ ଭୋଇ ମେଡ଼ିକାଲ କଲେଜରେ ତୁମୁଳକା‌ଣ୍ଡ ଦେଖିବାକୁ ମିଳୁଛି । ମୃତ ରୋଗୀ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଭୁର୍ଷିପାଲି ଗ୍ରାମର ସୁମନ୍ତ ଭୋଇ(୨୦) । ମୃତ ରୋଗୀଙ୍କ ସଂପର୍କୀୟ ମାନେ ଡାକ୍ତରଖାନାରେ ବ୍ୟାପକ
Read More...

ଆଜି ରିଲିଜ୍ ହେଲା ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ ‘ତେରା ସୁଟ୍‌’ ଗୀତ

ମୁ‌ମ୍ବାଇ : ଆଜି ରିଲିଜ୍ ହୋଇସାରିଛି ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ 'ତେରା ସୁଟ୍‌' ଗୀତ । ତେବେ ଏଥିରେ ଏକ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି ବିଗ୍‌ବସ୍ ସିଜିନ୍ ୧୪ର ଲଭ ବାର୍ଡ କୁହାଯାଉଥିବା, ଅଲି ଗନ୍ନି ଏବଂ ଜସ୍ମିନ୍ ଭାସିନ୍‌ । ଏହି ଗୀତଟି ଦର୍ଶକ ବେଶ ପସନ୍ଦ ଆସିବା ସହିତ
Read More...

ଆଜି ମାତ୍ର ଜଣେ କରୋନା ସଂକ୍ରମିତ ଚିହ୍ନଟ ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ମାତ୍ର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ବ୍ଲକ ଭୁତିଆରବାହାଲରୁ ସଂପୃକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୮ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ, ନିଆଁ ଲଗାଉଥିବା ବ୍ୟ‌କ୍ତି ବିଷୟରେ ଖବର ଦେଲେ ମିଳିବ ପୁରସ୍କାର ରାଶି

ସମ୍ବଲପୁର : ରାଜ୍ୟର ପ୍ରାୟ ସମସ୍ତ ଜ‌ଙ୍ଗଳ ଗୁଡିକରେ ନିଆଁ ଲାଗି ବହୁତ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ନୀରିହ ବନ୍ୟଜନ୍ତୁଙ୍କର ପ୍ରାଣହାନୀ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏଥିଯୋଗୁଁ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ହେଉଥିବାରୁ ଲୋକମାନେ ବହୁତ
Read More...

ଆଜି ରାଜ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୫୩ ରହିଛି । ଆଜି ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଏବେ ସ୍ୱିଜରଲ୍ୟାଣ୍ଡରେ ବି ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି : ୫୧% ଭୋଟର ଦେଲେ ସହମତ

ଜ୍ୟୁରିଖ୍‌ : ଫ୍ରାନ୍ସ ପରେ, ଏବେ ଅନ୍ୟ ଏକ ୟୁରୋପୀୟ ଦେଶ ସ୍ୱିଜରଲ୍ୟାଣ୍ଡ ମଧ୍ୟ ମୁସଲମାନ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ବାରଣ କରିବା ପାଇଁ ପ୍ରସ୍ତୁତ ହେଉଛି । ସ୍ୱିଜରଲ୍ୟାଣ୍ଡର ୫୧ ପ୍ରତିଶତ ଲୋକ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି । ନିଷେଧାଦେଶ ଉପରେ
Read More...

ଏକ ତରଫା ପ୍ରେମର ବିଭ‌ତ୍ସ ପରିଣତି : ଯୁବତୀଙ୍କୁ ଛୁରି ଭୁସିଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ଆଖି ବୁଜିଲେ

କଳାହାଣ୍ଡି, (ହେମ‌ନ୍ତ ସାହୁ) : ଏକ ତରଫା ପ୍ରେମର ଏକ ବିଭ‌ତ୍ସ କାହାଣୀ ସାମ୍‌ନାକୁ ଆସିଛି । ଏକ ତରଫା ପ୍ରେମରେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀଙ୍କୁ ଛୁରି ଭୁସି ଦେଇଛି ଯୁବକ । ସୂଚନାନୁସାରେ, ଯୁବତୀ ଜଣକ ଓ ମାଆ ପୋଖରୀରୁ ଗାଧୋଇ ଫେରୁଥିବା ସମୟରେ ଅଭିଯୁକ୍ତ
Read More...

ମହିଳା କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ଲଗାଇଲେ ଝାଡ଼ୁ

ଭୋପାଳ : ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୋପାଳର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମହିଳା ସଫେଇ କର୍ମଚାରୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସହ ଝାଡ଼ୁ ଲଗାଇଥିଲେ । ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶିବରାଜ ସିଂ କହିଛନ୍ତି
Read More...

ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆଜିଠାରୁ ଆରମ୍ଭ ହେବ । କୁହାଯାଉଛି ଯେ, ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସଂସଦର ବଜେଟ୍ ଅଧିବେଶନ ବସିବ ଏବଂ ବିଭିନ୍ନ ଦଳର ନେତାମାନେ ଏହି ଧାରଣା ଉପରେ ସହମତ ହେବେ ।
Read More...

ଆର୍ନ୍ତଜାତୀୟ ମହିଳା ଦିବସରେ ଜାଣିବା ଜଣେ ନୀରବ ସାରସ୍ୱତ ସାଧିକା ରଶ୍ମି ରଞ୍ଜିତା ସିଂହଙ୍କୁ

କଳାହାଣ୍ଡି, (ପି.କେ.ସାହୁ) : ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀଙ୍କୁ ସମ୍ମାନ ସହିତ ନାରୀଙ୍କ ପ୍ରତି ସମଭାବାପନ୍ନ ହେବା ହିଁ ପୁରୁଷର ପରମ ଓ ଚରମ ଧର୍ମ । ଆଜିର ନାରୀ ବିଭିନ୍ନ ଦିଗରେ ନିଜକୁ ପ୍ରତିଷ୍ଠିତ କରିପାରୁଛି ନିଜର ଭିନ୍ନ ଭିନ୍ନ ପ୍ରତିଭା ବଳରେ । ତେବେ ଏଇମିତି ଜଣେ ନୀରବ
Read More...