tur
Daily Archives

ମେଧାବୃତ୍ତି ପାଇଲେ କୃତି ଛାତ୍ରୀ

ବରଗଡ, ( ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୩୦୨/୨୧ ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ( ଓଡ଼ିଆ ବିଭାଗ ) ବରଗଡ଼ର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାପରମିତା ପାଣିଗ୍ରାହୀ ଶିକ୍ଷା ବର୍ଷ ୨୦୨୦-୨୧ରେ ମେଧାବୃତ୍ତିରେ ଉତ୍ତୀର୍ଣ ହୋଇଛନ୍ତି ।
Read More...

ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ ବାହାରୁ ଘର ବନ୍ଦ କରି ଗତକାଲି ରାତିରେ ବାପା-ପୁଅ ଘର ଛାଡ଼ି ପଳାଇ ଯାଇଥିଲେ । ତେବେ
Read More...

ସୌର ଚାଳିତ ଜଳ ଯୋଗାଣ ପ୍ରହସନ : ଡ଼ଡଙ୍ଗରେ ଉତ୍କଟ ହେଇଛି ପାଣି ସମସ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମାର୍ଚ୍ଚ ପହିଲା ଠାରୁ ହିଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ଉତ୍କଟ ରୂପ ନେଲାଣ । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ଏବେ ଠାରୁ ହିଁ କନ୍ଧମାଳ ଜିଲ୍ଲା ବାଲିଗୁଡା
Read More...

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ଧର୍ମ ପତ୍ନୀ ତଥା ପୂର୍ବତନ ସଇଁନ୍ତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ଧର୍ମ ପତ୍ନୀ ତଥା ପୁର୍ବତନ ସଇଁନ୍ତଲା ବ୍ଳକ ଅଧ୍ୟକ୍ଷ। ମୋନିକା ସିଂ ଭୋଇ ଆଜି ସଇଁନ୍ତଲା ଡାକ୍ତରଖାନା ପରିସରରେ କରୋନା ଟୀକା ନେଇଛନ୍ତି । ଏହି ଅବସରରେ ଏକ କରୋନା ମୁକ୍ତ ସମାଜ ନିମନ୍ତେ
Read More...

ଗିରଫ ହେଲେ ସନ୍ତୋଷ ହତ୍ୟା ମାମଲା ଦୁଇ ଭାତୃହନ୍ତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧିନ ଗୋଛାପଡା ପଞ୍ଚାୟତ ମଲିକପଡା ଗ୍ରାମର ଓ.ଏସ.ଏ.ପି. କନେଷ୍ଟବଳ ସନ୍ତୋଷ ଜାନୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଥିଲା । ତେବେ ହତ୍ୟା ମାମଲାର
Read More...

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୩ ଗୁରୁତର

ମାଲକାନଗିରି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗୁରୁବାର ସକାଳେ ଟୋକ୍ଲୋ ଥାନା ଅନ୍ତର୍ଗତ ଲାଞ୍ଜି ଜଙ୍ଗଲରେ ଜିଲ୍ଲା ପୋଲିସ ଏବଂ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ । ହଠାତ୍ ସିଆରପିଏଫ
Read More...

ଇବ୍ ନଦୀରୁ ଯୁବକଙ୍କ ଶରୀରର ବିଭିନ୍ନ କଟା ଅଂଶ ଉଦ୍ଧାର

ସୁନ୍ଦରଗଡ଼ : ଇବ୍ ନଦୀରୁ ଯୁବକଙ୍କ ଶରୀରର ବିଭିନ୍ନ କଟା ଅଂଶ ଉଦ୍ଧାର ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ରାତିରେ ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀରୁ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିବା ବେଳେ ଆଜି ସକାଳେ ପାଣି
Read More...

ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି ବୋଲି ଖବର ମଳିଛି । ମିଳିଥିବା ସୂଚନାନୁସାରେ, ଷ୍ଟାର ବିଲେଟ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଛାତ୍ର ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଅଞ୍ଚଳର ଏବଂ ସେ ରାଉରକେଲା ଜଗଦା ଅଞ୍ଚଳର ରହି ପାଠ ପଢିବା ସହ
Read More...

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ ‘ହେମ୍ୟାନ୍‌’

ମୟୁରଭଞ୍ଜ : ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ 'ହେମ୍ୟାନ୍‌' ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱରକୁ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବସ୍ 'ହେମ୍ୟାନ୍‌' ସାତକୋଶିଆ ଘାଟିଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ
Read More...

ତହସିଲ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା

ଖୋର୍ଦ୍ଧା : ବେଗୁନିଆ ପୋଷ୍ଟ ଅଫିସ କୁସୁପଲ୍ଳା ତହସିଲ କର୍ମଚାରୀ ରମେଶ ଦଳେଇଙ୍କ ଘରେ ୪ରୁ ୫ ଜଣ ମୁଖା ପିନ୍ଧା ଯୁବକ ଘରେ ପଶି ରମେଶଙ୍କ ସ୍ତ୍ରୀକୁ ଡରେଇବା ସହ ହାତଗୋଡ ବାନ୍ଧି କୋଠରୀ ଭିତରେ ବନ୍ଦ କରିଦେଇଥିଲେ । ପରେ ଦୁବୃର୍ତ୍ତ ମାନେ ସୁନା ଲୁଟି ନେବାବେଳେ ଘରକୁ ଟିଉସନ କରିବାକୁ
Read More...