Daily Archives
ପାକିସ୍ତାନ ୧୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ତିନୋଟି ଡଙ୍ଗା ଜବତ କରିଛି
କରାଚି : ଦେଶର ଜଳ ଭିତରକୁ ପ୍ରବେଶ କରିଥିବା ଅଭିଯୋଗରେ ପାକିସ୍ତାନ ୧୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ତିନୋଟି ଡଙ୍ଗା ଜବତ କରିଛି । ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ)ର ମୁଖପାତ୍ର କହିଛନ୍ତି ଯେ, ଶୁକ୍ରବାର ଗିରଫ ହୋଇଥିବା!-->…
Read More...
Read More...
ଶାହାରୁଖ ଖାନ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଙ୍ଗ୍ସ’ର ପ୍ରଥମ ଝଲକ ଉପସ୍ଥାପନ କଲେ, ଲେଖିଥିଲେ-‘ୟେ…
ମୁମ୍ବାଇ : 'ଡ଼ିଅର୍ ଜିନ୍ଦେଗି' ପରେ ଶାହରୁଖ ଖାନ ଏବଂ ଆଲିଆ ଭଟ୍ଟ ଏକାଠି ହୋଇ 'ଡାର୍ଲିଙ୍ଗ୍ସ' ସହିତ ମା'ଝିଅର ଏକ ମଜାଳିଆ କାହାଣୀ ପ୍ରଦର୍ଶନ କରିବାକୁ ଯାଉଛନ୍ତି । କିନ୍ତୁ ଏଥର ଅଭିନେତା ଜଣେ ନିର୍ମାତା ଭାବରେ ଦାୟିତ୍ତ୍ୱ ଗ୍ରହଣ କରୁଛନ୍ତି । ଏଥି ସହିତ ଆଲିଆ ମଧ୍ୟ ଏହି ଫିଲ୍ମର!-->…
Read More...
Read More...
ଲିଟିଲ ଫ୍ଲାୱାର ସ୍କୁଲର ବେଆଇନ ଫି’ ଆଦାୟ ବିରୁଦ୍ଧରେ ଥାନାରେ ମାମଲା : ଜିଲ୍ଲାପାଳଙ୍କୁ ଦାବୀପତ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲିଟିଲ ଫ୍ଲାୱାର ସ୍କୁଲର ବେଆଇର ଫି' ଆଦାୟ ବିରୁଦ୍ଧରେ ଆଜି ଅଭିଭାବକ ମହାସଂଘ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି । କିଛି ଦିନ ପୂର୍ବରୁ ଏଡମିସନ ପ୍ରକ୍ରିୟା ଆରମ୍ଭ କରିଥିବା ବଲାଙ୍ଗିରର!-->…
Read More...
Read More...
ରାମଦେବଙ୍କ କରୋନିଲ ଉନ୍ମୋଚନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଅଡ଼ୁଆରେ, ଆଇଏମଏ ସ୍ପଷ୍ଟୀକରଣ ମାଗିଲା
ନୂଆଦିଲ୍ଲୀ : ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସୋମବାର ଦିନ ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ କରୋନାର ତଥାକଥିତ ଔଷଧ କରୋନିଲର ଶୁଭାରମ୍ଭ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି ।
ସୋମବାର ଦିନ ଆଇଏମଏ ଏକ ପ୍ରେସ!-->!-->!-->…
Read More...
Read More...
ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ ଟୀକାକରଣ
ନୂଆଦିଲ୍ଲୀ : ଆଜିଠୁ ଦେଶବ୍ୟାପୀ କୋଭିଡ୍ ଟୀକା ନେଉଛନ୍ତି ବରିଷ୍ଠ ନାଗରିକ । ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟୀକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟୀକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟୀକା ମାଗଣା । ତେବେ ଘରୋଇ!-->…
Read More...
Read More...
ତମାଖୁ ବର୍ଜନ କରିବା, ସୁସ୍ଥ ଜୀବନ ଆପଣାଇବା
ଭୁବନେଶ୍ୱର, (କେପିଏନ୍ନଏସ୍) : ବିଶ୍ୱରେ ପ୍ରାୟ ଶତକଡ଼ା ୧୦ ଭାଗ ଯୁବଗୋଷ୍ଠୀ ତମାଖୁ ବ୍ୟବହାର ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ତମାଖୁ ବ୍ୟବହାର ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ବାଧାପ୍ରାପ୍ତ ହେଉଛି । ଆସନ୍ତୁ ଏକ ତମାଖୁ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ
ସଇଁନ୍ତଲା, (ଅଜିତ କମୁାର ସାହୁ) : ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାଂଥ ନଦୀ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶିକ୍ଷକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ତରାସିହା ଗ୍ରାମର ଲବ ବେହେରା ତାଙ୍କ ଗ୍ରାମରୁ ସକାଳୁ ଉଠି ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ!-->…
Read More...
Read More...
ଆଜି ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଏବେ ଏକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୩୭ ରହିଛି । ଆଜି ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ!-->…
Read More...
Read More...
କରୋନା ଟୀକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟୀକା ନେଲେ । ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଟୀକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଡିସ୍ପେନ୍ସାରିରେ ଟୀକା ନେଇଛନ୍ତି ।
Read More...
Read More...