ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ
ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଲ ଓଡିଶା ଲେଡିସ ଅଙ୍ଗନୱାଡି ୱାର୍କସ ଆସୋସିଏସନର ନିଷ୍ପତ୍ତି କ୍ରମେ ରବିବାର ହେମବତି ସୁନାଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି ।!-->…
Read More...
Read More...