Monthly Archives

February 2021

‌ସ୍ୱାମୀ ମୃତ୍ୟୁର କୋଡ଼ିଏ ବର୍ଷ ପରେ ମଧ୍ୟ ମିଳିନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହା ଯଦି ଦେଖିବାର ଅଛି ତାହେଲେ ଆସନ୍ତୁ ଯିବା ଖପ୍ରାଖୋଲ ବ୍ଲକ କରୁଁଆଝର୍ ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମକୁ । ଏଠାରେ ରୁହନ୍ତି ୫୫ ବର୍ଷିୟ ବୃଦ୍ଧା ଗୋମତୀ ବାଗ । କୋଡିଏ ବର୍ଷ ଆଗରୁ ତାଙ୍କ ସ୍ୱାମୀ
Read More...

ମାମୁଁଙ୍କ ଚକଲେଟ୍ କିଣା ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଲେ ବାଳକ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ସକାଶେ ସାରା ଦେଶରେ ''ରାମ ମନ୍ଦିର ନିର୍ମାଣ ନ୍ୟାସ ଟ୍ରଷ୍ଟ" ଜରିଆରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମରେ ଗ୍ରାମ୍ୟ କମିଟି
Read More...

କୋସଲି ମାତୃଭାଷା ଦିବସ ପାଳିତ

ପଟଣାଗଡ଼, (ପୁସ୍ତମ ଯୁଆଡି ) : କୋସଲି ଡେରା ପାଟନାଗଡ ଦ୍ୱାରା ବିଶ୍ବ ମାତୃଭାଷା ଦିବସ ଅବସରରେ କୋସଲି ମାତୃଭାଷା ଦିବସ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ପାଲିତ ହୋଇ ଯାଇଛି ।କାର୍ଯ୍ୟକ୍ରମର ଆରମ୍ଭରେ ସଂପାଦକ ଲାଲଚନ ବଗର୍ତ୍ତୀ ‌ସ୍ୱାଗତ ଭାଷଣ ଦେଇଥିଲେ । ସଂଗଠନର ଆବାହକ ସନ୍ତୋଷ କୁମାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳର ୱାର୍ଡ ନଂ. ୧୮ରୁ ୨ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ଆଗଲପୁରୁ ବ୍ଲକ ଡୁଡୁକା ଗ୍ରା.ପ.ରୁ ଜଣେ ଏବଂ କଣ୍ଟାବାଞ୍ଜି ଏନ୍‌ଏସି
Read More...

କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆସନ୍ତା କାଲିଠୁ ପୁଣେରେ ନାଇଟ କର୍ଫ୍ୟୁ

ପୁଣେ : ପୁଣି ଫେରିଲା ନାଇଟ କର୍ଫ୍ୟୁ । କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣେରେ ଆସନ୍ତାକାଲି ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜରୁରି ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣାଙ୍କ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ସ୍ୱେଚ୍ଛାକୃତ ଭାବେ ଏହି ଦାନ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କ ସାନବୋହୂ ଅପର୍ଣ୍ଣା କହିଛନ୍ତି , ମୁଁ
Read More...

ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଶେରଶାହ : ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ଘୋଷଣା କଲେ ଫିଲ୍ମ ନିର୍ମାତା…

ମୁମ୍ବାଇ : ଚଳିତ ବର୍ଷ ଜୁଲାଇ ମାସରେ ରିଲିଜ୍ ହେବାକୁ ଯାଉଛି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଶେରଶାହା । ଫିଲ୍ମର କାହାଣୀ କାର୍ଗିଲ ଯୁଦ୍ଧ ଉପରେ ଆଧାରିତ । ଏହି ଫିଲ୍ମରେ ସିଦ୍ଧାର୍ଥ ପିଭିସି ଅଧିନାୟକ ବିକ୍ରମ ବତ୍ରାଙ୍କ
Read More...

ପେପର ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର

ସାନଖେମୁଣ୍ଡି : ପେପର ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର ହୋଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟିପଡିଲା । ଫଳରେ ଘଟଣା‌ସ୍ଥଳରେ ଡ୍ରାଇଭର ଓ ହେଲପର ଆହତ ହୋଇଛ‌ନ୍ତି ।
Read More...

ଶାନ୍ତିଲତା ସିଂଭୋଇଙ୍କ ବିୟାଗଗରେ ଶୋକସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଧର୍ମପତ୍ନୀ ସ୍ବର୍ଗତ ଶାନ୍ତିଲତା ସିଂଭୋଇଙ୍କ ଅକାଳ ବିୟୋଗଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଶନିବାର ରାତ୍ରି ଭୋଜନ ସମୟରେ ସାନଭାଇ ଲଣ୍ଡା ମୁଣ୍ଡା ଓ ବଡଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହା ପରେ ସାନ ଭାଇ
Read More...