Monthly Archives

February 2021

ଶ୍ରେଷ୍ଠ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଆକାଶ ନାୟକ

ନୟାଗଡ : ସର୍ବଭାରତୀୟ ସ୍ଥରରେ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଆକାଶ ନାୟକ । ନୟାଗଡ ଜିଲ୍ଲାର ଇଟାମାଟି ଗାଁର ଆକାଶ ନାୟକ ଏହି କୃତିତ୍ୱ ହାସଲ କରି ପୁରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆକାଶ ଏବେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷର ଛାତ୍ର ଥିବା
Read More...

କେନ୍ଦ୍ରାପଡା ବିଡିଓଙ୍କ ଭରତପୁର ପଞ୍ଚାୟତ ପରିଦର୍ଶନ

କେନ୍ଦ୍ରାପଡା : କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଭରତପୁର ଗ୍ରାମପଞ୍ଚାୟତକୁ ପରିଦର୍ଶନରେ ଯାଇ ଖଜିରିଆ ଶ୍ମସାନ ନିକଟରେ ମନରେଗା ଯୋଜନାରେ ଖନନ ହେଉଥିବା ୨ଟି ପୋଖରୀ, ଜଗନ୍ନାଥପୁର ଶ୍ମସାନ ପୋଖରୀ ସ୍ଥଳ ବୁଲି ଦେଖିବା ସହ ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ
Read More...

ପୁଲିସ୍‌ ଇନଫର୍‌ମର୍‌ ସନ୍ଦେହରେ ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା ପରେ ଭଣ୍ଡରଙ୍ଗୀ ଅଂଚଳରେ ଆତଙ୍କ : ପୋଲିସ ପ୍ରତି…

ମ.ରାମପୁର, (ହେମନ୍ତ ସାହୁ) : ବଣ ପାହାଡ଼ରେ ଆପଣା ଆପଣା ସୁଖଦୁଃଖରେ ବେଶ ଆରମ୍‌ ରେ ଥିଲେ ଆଦିବାସୀମାନେ । କିନ୍ତୁ ଗତ କିଛି ବର୍ଷର ମାଓ କାର୍ଯ୍ୟକଳାପ ପରେ ବିପନ୍ନ ହେଇପଡ଼ିଛି ଜୀବନ । ବଦଳିଯାଇଛି ଜୀବନ ଚର୍ଯ୍ୟା ଓ ଦିନ ଚର୍ଯ୍ୟା । ରାତି ହେଲେ ଜହ୍ନ ଆଲୁଅରେ ନାଚି ନାଚି ବେଦମ ହେଉଥିବା
Read More...

ପୁଢୋଖାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବନୁପାଲି ଚାମ୍ପିଅନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପୁଢୋଖାର କ୍ରୀଡା କମିଟି ଆନୁକୂଲ୍ୟରେ ଚତୁର୍ଥ ତମ ବାବା ବୁଢ଼ା କ୍ରିକେଟ କପ୍ ଉଦ୍‌ଯାପିତ ହୋଇଛି । ଫାଇନାଲ୍ ମ୍ୟାଚ୍ ଵନୁପାଲି ଏବଂ କୁଡାସିଂହା ମଧ୍ୟରେ ହୋଇଥିଲା । ବନୁପାଲି ୧୧୭ ସଂଗ୍ରହ କରିଥିଲା ବେଳେ କୁଡାସିଂହା ୮୩ ରନ ସଂଗ୍ରହ
Read More...

ପେଟ୍ରୋଲିଂ ସମୟରେ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ କରିବାରେ ସଫଳ ହୋଇଛି ପୋଲିସ ବୋଲି ଖବର ମଳିଛି । ସୂଜନା ଯୋଗ୍ୟ ଯେ, ଗଞ୍ଜେଇ କାରବାର ହେଉଥିବା ନେଇ ଖବର ପାଇବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ଟିମ ଲମତାପୁଟ ଠାରୁ ୫କିଲୋମିଟର କଡରି ଗାଁ ନିକଟରର
Read More...

ହାତୀପଲ ରେଳ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ : ଦୁଇ ହାତୀ ମୃତ୍ୟୁ

ରାଉରକେଲା : ରାଉରକେଲାରେ ଟ୍ରେନ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ରାଉରକେଲା ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ନିକଟରେ ବିଳମ୍ବିତ ରାତିରେ ହାତୀପଲ ରେଳ ଲାଇନ ପାର ହେଉଥିବା ବେଳେ ଦୁଇଟି ହାତୀଙ୍କୁ ଧକ୍କା
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୦ ଟଙ୍କା, ଭେଣ୍ଡି - ୫୦
Read More...

ଜେଲରେ ମିଳିବ କନ୍ଧମାଳ ହଳଦୀ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ । ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା, ବେସନ ବିକ୍ରି ଆରମ୍ଭ ହୋଇଛି । ସୁପରିଟେଣ୍ଡେଣ୍ଟ ବୀରେନ ସାହୁ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଜେଲ ପରିସରରେ ଅଟା, ହଳଦୀ ଓ ବେସନ
Read More...

ଜଗନ୍ନାଥ ମହାନ୍ତଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ

ପାଟଣା : ଫେସ୍ ଅଫ୍ ଫ୍ୟୁଚର ଇଣ୍ଡିଆ ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ଯୁବ ପ୍ରତିଭା ତଥା ପିପିଳିଆ କଲେଜର ପୂର୍ବତନ ଛାତ୍ର ଜଗନ୍ନାଥ ମହାନ୍ତଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ମିଳିଛି । ସେ ବିଭିନ୍ନ ସାମାଜିକ ସଂଗଠନ ସହ ସକ୍ରିୟ
Read More...