Daily Archives

ଷ୍ଟେମ ଉପକରଣ ସମ୍ବନ୍ଧରେ ଶିକ୍ଷକମାନଙ୍କ କର୍ମଶାଳା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବରଗଡ଼ ଜ଼ିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀକୁ ନେଇ କଟାପାଲି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନିଆଁ ଷ୍ଟେମ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ଓଡ଼ିଶୀ ସଂଗୀତ ଉତ୍ସବ ଏବଂ କର୍ମଶାଳା

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡ଼ିଶୀ ସଂଗୀତ ଏବଂ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ୟ୍ୟ କରିଆସୁଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଓଡ଼ିଶୀ ଗବେଷଣା କେନ୍ଦ୍ର’ ତା’ର ପ୍ରୟାସ ଜାରି ରଖିଆସିଛି ।ଗବେଷଣା ବ୍ୟତୀତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏହି ଅନୁଷ୍ଠାନ
Read More...

ଧାନକିଣା ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଜିଲ୍ଲା କିଷାନ କଂଗ୍ରେସ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ଜିଲ୍ଲାରେ ଚାଲିଥିବା ଧାନକିଣା ସମସ୍ୟା ତଥା ଧାନକିଣା ଦୁର୍ନିତିକୁ ନେଇ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ବିଶେଷ କରି ଟୋକନ ସମସ୍ୟା, ଧାନର ଅଭାବି ବିକ୍ରି, କ୍ୱିଣ୍ଟାଲ ପିଛା ୧୦
Read More...

ଶବକୁ ମିଳିଲାନି ଚାରି କାନ୍ଧ : ଏକାକି ବୋହି ସତ୍କାର କଲା ପୁଅ

କୁସଂସ୍କାର ନାମରେ ସମାଜରୁ ହଜିି ଗଲାଣି ମାନବିକତା ବୌଦ୍ଧ, (ବଂଶୀଧର ମାଝୀ) : ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ । ଶେଷରେ ମାଆର ଶବକୁ ଏକାକି ବୋହି ନେଇ ସତ୍କାର କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତରେ ଘଟିଛି ।
Read More...

ପେଣ୍ଟିଂ ଏବଂ ହସ୍ତ କଳାରେ ପାରଙ୍ଗମ ସୃଷ୍ଟିଲେଖା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପହଣ୍ଡି ଗ୍ରାମର ସୃଷ୍ଟିଲେଖା ପୁରୋହିତ ହସ୍ତକଳାରେ ତାଙ୍କର ପାରଦର୍ଶିତା ପ୍ରତିପାଦନ କରିବା କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଚମତ୍‌କାର ହସ୍ତ କଳାରେ ନିପୁଣା ସୃଷ୍ଟିଲେଖା ପିଲା ଦିନରୁ ହସ୍ତ ଶିଳ୍ପ ପ୍ରତି ବେଶ୍‌ ଆଗ୍ରହୀ ଥିଲେ ।
Read More...

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଅନେକ’ ସେପ୍ଟେମ୍ଵର ୧୭ରେ ପରଦାକୁ ଆସିବ

ମୁ‌ମ୍ବାଇ : ବଲିଉଡର ଲୋକ ପ୍ରିୟ ଅଭିନେତା ତଥା ବଲିଉଡର ମିଷ୍ଟ୍ରି ମ୍ୟାନ୍ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମ 'ଅନେକ' ଆସନ୍ତା ସେପ୍ଟେମ୍ଵର ୧୭ରେ ପରଦାକୁ ଆସିବ । ଏନେଇ ଆୟୁଷ୍ମାନ ନିଜର ଇନଷ୍ଟାଗ୍ରାମ ପେଜରେ ଏକ ମଜାଦାର୍ ପୋଷ୍ଟ କରି ଆୟୁଷ୍ମାନ ଲେଖିଛନ୍ତି ଯେ, ନାମ୍ ଅନେକ୍, ଲେକିନ୍
Read More...

କଳାପାହାଡ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ

ନର୍ଲା : ନର୍ଲା ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା କଳାପାହାଡ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଏସକନ୍ କ୍ଲବ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଟକର୍ଲା ଦଳ ସେମିଫାଇନାଲରେ ଡୁଙ୍ଗାପଟାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ
Read More...

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ପରେ ଏବେ ହରିୟାଣାରେ ମଧ୍ୟ ଲଭ୍ ଜିହାଦ୍ ଆଇନ ପ୍ରଯୁଜ୍ୟ ହେବ

ଚଣ୍ଡିଗଡ଼ : ହରିୟାଣା ସରକାର ଖୁବ୍ ଶୀଘ୍ର ରାଜ୍ୟରେ ଲଭ୍ ଜିହାଦ୍ ଆଇନ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି । ଏଥିପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଫରିଦାବାଦରେ ବହୁ ଚର୍ଚ୍ଚିତ ନିକିତା ହତ୍ୟା ମାମଲା ପରେ ରାଜ୍ୟ ସରକାର ଏହି ଆଇନ ପ୍ରଣୟନ କରିବାକୁ ଘୋଷଣା କରିଥିଲେ ।ନିକିତା ହତ୍ୟା
Read More...

ମାଲକାନଗିରି ସୀମାନ୍ତରେ ୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ୬ ମାଓ କ୍ୟାମ୍ପ ‌ଧ୍ୱଂସ କରି ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କଲେ ଯବାନ । ଗତକାଲି ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଡିଆରଜି ଯବାନ ଆହତ ହୋଇଥିଲେ ।
Read More...

ଏକ୍‌ସନ୍‌ ମୁଡ଼୍‌ରେ ଜୋ’ ବାଇଡେନ : ସିରିଆରେ ଇରାନ ସମର୍ଥିତ ମିଲିସିଆ ଉପରେ ଆମେରିକୀୟ ବିମାନଗୁଡ଼ିକର ବୋମା…

ଦମିସ୍କ : ଭୟଙ୍କର ଆକ୍ରମଣରେ ଆମେରିକା ସିରିଆର ଇରାନ ସମର୍ଥିତ ମିଲିସିଆ ବେସ୍‌କୁ ଧ୍ୱଂସ କରିଦେଇଛି । କୁହାଯାଉଛି ଯେ, ଏହି ମିଲିସିଆ ଗୋଷ୍ଠୀ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ଆକ୍ରମଣ କରିଥିଲେ । ରକେଟ୍ ଆକ୍ରମଣରେ ଆମେରିକୀୟ ସୈନିକ ଆହତ ହୋଇଥିଲେ ଏବଂ ଜଣେ
Read More...