Daily Archives

ଓସିଏ ଭିଜନ ୨୦୨୪ : ପ୍ରଥମ ମ୍ୟାଚରେ କଡା ଟକ୍କର, ସମର୍ପିତଙ୍କ ଧୁଆଁଧାର ୧୬୩

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚଟି ନବକିଶୋର କ୍ରିକେଟ ଦଳ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ପରିଚାଳନା ସଂପର୍କୀତ ଅଭିଯୋଗର ତଦନ୍ତ ପାଇଁ ୨୫ ତାରିଖ ଦିନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୨ ତାରିଖ ଦିନ କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀଙ୍କ ଉପ ଜିଲ୍ଲାପାଳଙ୍କୁ ଗୁହାରି’ ଶୀର୍ଷକରେ ଖବର ପ୍ରକାଶିତ ହେବା ପରେ ସଂପୃକ୍ତ ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୨୫ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଉପ ଜିଲ୍ଲାପାଳଙ୍କ
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତିବାଦରେ ବରଗଡ଼ ସହର ଓ ଆଖ ପାଖ ଅଞ୍ଚଳର ପେଟ୍ରୋଲ ପମ୍ପ ଗୁଡ଼ିକରେ ଲାଗି ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପେଟ୍ରୋଲିୟମ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଦେଓଗାଁ ବ୍ଲକ ଘୁଡ଼କାପଡ଼ା ଓ ବନ୍ଧପଡ଼ା ଗ୍ରା.ପ.ରେ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରା.ପ.ରେ ଜଣେ, ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରା.ପ.ରୁ
Read More...

ସଡକ ସୁରକ୍ଷା କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ଗ୍ରାମ ଠାରେ ମାସ ଆନୁକୂଲ୍ୟରେ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମାସର ସଂଯୋଜକ ଆଦିକନ୍ଦ ବିଶ୍ୱାଳ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଜାତୀୟ ସଡ଼କ
Read More...

ବଲାଙ୍ଗିର କୁଲୁତା ସମାଜର ମାଗଣା ଚକ୍ଷୁ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୁଲୁତା ସମାଜ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁଲୁଲ୍ୟରେ ଝାଙ୍କରପାଲିଠାରେ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଶଙ୍କର୍ଷଣ ପଧାନ ଅନୁଷ୍ଠାନିକ ଭାବେ
Read More...

ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା : ଦୁଇ ଜଣ ଯୁବକ ଅଟକ

ଭୁବନେଶ୍ୱର : ନିଶାସକ୍ତ ଅବସ୍ଥାରେ ଦୁଇ ଜଣ ଯୁବକ ଭୁବନେଶ୍ୱର ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ ସିରିଜ କାରରେ ୪ଟି କାର୍‌କୁ ପିଟି ଦୁର୍ଘଟଣା ଘଟାଇଛ‌ନ୍ତି । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ
Read More...

ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା । ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର
Read More...

କୋରୋନା ଟେଷ୍ଟିଂ କ୍ୟାମ୍ପ ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେବ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ସନ୍ଧ୍ୟା କିମ୍ବା କାଲି ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ ବୋଲି ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ଲକ୍ଷଣ ଆସେ ତେବେ ଟେଷ୍ଟିଂ ବାଧ୍ୟତାମୂଳକ ।
Read More...

ହିଁଆଲ କ୍ଳଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ହିଁଆଲ କ୍ଳଷ୍ଟର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହିଁଆଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ୟ୍ୟନ୍ତ ବିଭିନ୍ନ ବିଦ୍ୟାଳୟରୁ ୨୦ଗୋଟି ପ୍ରକଳ୍ପ କୁନି
Read More...