Daily Archives

ଲାଠୋର ଆଞ୍ଚଳିକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଆଞ୍ଚଳିକ ସ୍ତରୀୟ ବିଜ୍ଞାନମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରୁଁଆଝର ଠାରେ ଅନୁଷ୍ଠିତ ହୋଇଯାଇଅଛି । ସାଧନକେନ୍ଦ୍ର ସଂଯୋଜକ କୁଞ୍ଜବିହାରୀ ସରାଫ୍ ଓ ପ୍ରଧାନ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । କୁନି
Read More...

ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ପରିବାରର ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ଦଶ ଟଙ୍କାର କୁପନ ଆରମ୍ଭ କରି ଯିଏ ଯେତେ ଅଧିକ ଟଙ୍କା ଦେବେ, ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଜନ ସାଧାରଣ ଟ୍ରଷ୍ଟ୍‌ର ଏକାଉଣ୍ଟରେ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା
Read More...

ଏହି ରାଜ୍ୟରେ ପୁଣି ଲକ୍‌ଡ଼ାଉନ୍‌ : କରୋନା ସଂକ୍ରମଣ ବୃଦ୍ଧି ମାମଲା ପରେ ଏଭଳି ନିଷ୍ପତ୍ତି

ମୁମ୍ୱାଇ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଦୁଇଟି ପ୍ରଭାବିତ ଜିଲ୍ଲାରେ ଶେଷରେ ଲକ୍‌ଡ଼ାଉନ୍‌ ଘୋଷଣା କରାଯାଇଛି । ମହାରାଷ୍ଟ୍ରର ଅମ୍ରାବତୀ ଏବଂ ୟାଭତମାଲରେ ଲକ୍‌ଡ଼ାଉନ୍ ଘୋଷଣା କରାଯାଇଛି । ଅମ୍ରାବତୀ ଏବଂ ୟାଭତମାଲ ଜିଲ୍ଲା ମାଜିଷ୍ଟ୍ରେଟମାନେ ଏହି ନିଷ୍ପତ୍ତି
Read More...

କାଶ୍ମୀରରେ ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ବିହାର ଲିଙ୍କ

ଛାପରା : ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଜ‌ମ୍ମୁ କା‌ଶ୍ମୀର ପୋଲିସ ସୋମବାର ଦିନ ବିହାରର ତାଙ୍କ ଗ୍ରାମରୁ ଜାଭେଦଙ୍କୁ ଗିରଫ କରିଛି । ଜାଭେଦଙ୍କ ବ୍ୟତୀତ ତାଙ୍କ ସାନଭାଇ ମୁସ୍‌ତାକ୍‌ ଆଲାମଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ମୁସ୍‌ତାକ୍‌ ପଞ୍ଜାବର
Read More...

ଆରମ୍ଭ ହେଲା ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା : ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫କୋଟିରେ ରେକର୍ଡ ସହ କିଣିଲା…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍‌ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି ।
Read More...

ଦେଓଗାଁ ବ୍ଳକରେ ବିଜେପିର ସାଂଗଠାନିକ ସଭା : କେନ୍ଦ୍ର ସରକାରଙ୍କ ଯୋଜନାକୁ ତଳସ୍ତରକୁ ପହଞ୍ଚାଇବା ଓ ପ୍ରଚାର କରିବା…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୯ଟା ସମୟରୁ ଦେଓଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିଜେପିର ସାଂଗଠାନିକ ସଭା ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିôଧ ଅମିତ ସିଂନିନାଙ୍କ ନେତୃରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ଗଡ଼ଦ୍ବାର ଠାରେ ଗାଈବାହାଲ ପଞ୍ଚାୟତ
Read More...

ଭଟଲିରେ ଶିକ୍ଷା ବିଭାଗ ଜିନିଷ ପତ୍ର ନେଉଥିବା ବେଳେ ଗେଟ୍‌ରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିରୋଧ

ଭଟଲି, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ୧୭୩ ସରକାରୀ ସ୍କୁଲ ବନ୍ଦ ହୋଇଥିବା ବେଳେ ଭଟଲିରେ ଏହାର ବିରୋଧ ଦେଖିବାକୁ ମିଳିଛି । ଭଟଲିରେ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରୁ ଆସବାବପତ୍ର ସାମଗ୍ରୀ ନେଉଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ଗେଟ୍‌ରେ ତାଲା ଦେଇ ପ୍ରତିବାଦ କରିଥିଲେ । ଭଟଲି
Read More...

ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ, ରିହାତି ମୂଲ୍ୟରେ ଶବଦାହ ପାଇଁ କାଠ ବ୍ୟବସ୍ଥା ଆଦି ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସହରର ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଶବ ଦାହ ପାଇଁ ଏବେ କାଠର ସଂକଟ ଦେଖିବାକୁ ମିଳିଛି । ତେଣୁ ବରଗଡରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ସେହିପରି ରିହାତି ମୂଲ୍ୟରେ କାଠ ଯୋଗେଇବାକୁ ଦାବୀ
Read More...

ପ୍ରାଧ୍ୟାପକ ରମାକାନ୍ତ ରାଉତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ବିଳମ୍ବିତ ରାତି ୨ଟା ସମୟରେ ସ୍ଥାନୀୟ ଅଂଚଳ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ରମାକାନ୍ତ ରାଉତଙ୍କ ବଡ଼ବନ୍ଧପଡ଼ା ସ୍ଥିତ ନିଜ ବାସଭବନରେ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ସ୍ୱର୍ଗତ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍‌
Read More...

ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗରେ ବିକ୍ଷୋଭ ସହ ୧୩ ଦଫା ଦାବୀ ପତ୍ର ପ୍ରଦାନ କଲା…

ବଲାଙ୍ଗିର ବିରୋଧୀ ମନୋଭାବର ଫଳ ଭୋଗିବ ରାଜ୍ୟ ସରକାର : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ ସହ ୧୩ ଦଫା ଦାବୀ ପତ୍ର ପ୍ରଦାନ କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, ସରକାର ଦୀର୍ଘ
Read More...