ଜନନୀର ଯନ୍ତ୍ରଣା : ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁ ଓ ମାଁକୁ ବୋହିଲେ ଆମ୍ବୁଲାନ୍ସ…
ଦେବଗଡ : ରାସ୍ତା ନଥିବାରୁ ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାକୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ମାଘୁମୁଣ୍ଡା ଗ୍ରାମରୁ । ସୂଚନା ଅନୁସାରେ, ଗ୍ରାମରେ!-->…
Read More...
Read More...