Daily Archives

ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ : କେଶରୀୟା ହିନ୍ଦୁ ବାହିନୀର…

ଲୋଇସିଂହା, ( କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବାବା ମଠ ଠାରେ ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ କାର୍ୟ୍ୟକର୍ତ୍ତାମାନଙ୍କ ସହିତ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ
Read More...

ବିଜେଡ଼ି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଆଜି ସକାଳ ୮ଟା ୧୫ ମିନିଟରେ ଭୁବନେଶ୍ୱର ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ବିଜେଡିର ସଞ୍ଜୟ ଦାସ ବର୍ମା, ଦୁର୍ଗା ସାମନ୍ତରାୟ,
Read More...

ରାୟଗଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଲେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ
Read More...

ସାଇଟ୍‌ କଲେଜରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ ସଦାଇପାଲି ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ସମସ୍ତଙ୍କର ଶୁଭ କାମନା କରିଥିଲେ । ଡିପ୍ଲୋମା ଇଞିନିଅରିଂ, ସାଇଟ ନର୍ସିଂ, ସୁଶ୍ରୀ
Read More...

ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ମୁକ୍ତିଲାଭ କଲା ସମଲପୁରୀ ଦେଶାତ୍ମବୋଧକ ଗୀତ ‘ଫେର୍ ଘାଏ ହେଉ ଜନମ’

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ଏକ ସୁନ୍ଦର ସମଲପୁରୀ ଦେଶାତ୍ମବୋଧକ ଗୀତ 'ଫେର୍ ଘାଏ ହେଉ ଜନମ' ଜାନୁଆରୀ ୨୬ ରେ ଇତି ମଧ୍ୟରେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ ହୋଇଯାଇଛି । ଏହି ଗୀତଟି ଖଣତାର ବୀର ଶହୀଦ ରଞ୍ଜନ ଦାସକୁ ସମର୍ପିତ କରାଯାଇଛି ।
Read More...

ରାଜ୍ୟରେ ଆଜି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୯୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ସମ୍ବଲପୁରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ସମ୍ୱଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁରରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । କଚେରୀ ଛକଠାରେ ସକାଳ ସାଢେ ୮ରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ପତାକା ଉତ୍ତୋଲନ କରିଥିଲେ । ଏଥିରେ ଜିଲ୍ଲାପାଳ ଶୁଭମ ଶକ୍ସେନା, ଉତ୍ତରାଂଚଳ ଆଇଜି
Read More...

୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ
Read More...

ଟାଇଗର ୟୁଥ୍‌ କ୍ଲବ୍‌ ପାଳନ କଲା ୭୨ତମ ଗଣତନ୍ତ୍ର ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୨ ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପତାକା ଉତ୍ତୋଳନ କଲେ ଶିବାନନ୍ଦ ବିଶି । ଏଥିରେ କ୍ଲବ ସଭାପତି ପାର୍ଥ କର୍ଣ୍ଣ, ସମ୍ପାଦକ ସୁମନ୍ତ ମିଶ୍ର, କୋଷାଧ୍ୟକ୍ଷ ଦେବରାଜ ନାଗ, ସୁରେଶ ଚନ୍ଦ୍ର କ‌ମ୍ପ, ସୁଶୀଲ
Read More...

ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ କୁମାର ସାହୁ

ପୁରୀ : ଆଜି ଦେଶରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ସବୁଠୁ ଭାରତ ମାତାର ଜୟଗାନ ହେଉଛି
Read More...