Daily Archives

ହୁ ହୁ ହୋଇ ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ

ମାଲକାନଗିରି : ଜଳିଗଲା ଗଞ୍ଜେଇ ବୋଝେଇ ସ୍କର୍ପିଓ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଚାଲାଣଗୁଡା ନିକଟରେ ଆଜି ଭୋରରୁ ଏକ ଗଞ୍ଜେଇ ବୋଝେଇ ସ୍କର୍ପିଓ ଗଛରେ ପିଟି ହୋଇଥିବା ବେଳେ ଗାଡିଟିରେ କୌଣସି କାରଣରୁ ନିଆଁ ଲାଗି ଜଳୁଥିବା ସହ ଭିତରେ ଗଞ୍ଜେଇ ଥିବା ଦେଖିବାକୁ
Read More...

ଅଭିନେତା ରବି ମିଶ୍ରଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଓଡିଆ ଅଭିନେତା ରବି ମିଶ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରି ଟ୍ୱିଟ୍‌ ଯୋଗେ ଲେଖିଛନ୍ତି ଯେ, ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ
Read More...

ରାଜ୍ୟରେ ଆଜି ୧୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୫୭ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ରାସ୍ତା ପାର ହେଉଥିବା ସମୟରେ ଚାପି ଦେଲା ସିମେଣ୍ଟ ବୋଝେଇ ଟ୍ରକ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଧିନ ଜୁରିଆ ଗାଁର ଜଗ ମେହେର‌ଙ୍କ ଝିଅ ସୋନାଲି ମେହେରଙ୍କ ଉପରେ ଟ୍ରକ ମାଡିଗଲା । ସୋନାଲି ରାସ୍ତା ପାର ହେଉଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଛତିଶଗଡ ପଟୁ ବଲାଙ୍ଗିର ପଟକୁ ଟ୍ରକ ନଂ- ସିଜି-୦୪ ଏମ୍‌ଡି-୯୭୦୦
Read More...

‘ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ’ର ରେକଡିଂ ସମା‌ପ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଖଡ଼ିଆଲର ଦୋହେଲପଡ଼ା ମାଁ ହରଗୌରୀ ମ୍ୟୁଜିକ ପ୍ରଡ଼କ୍ସନ ଦ୍ବାରା ପ୍ରସ୍ତୁତ ହୋଇ ଯାଇଛି ଏକ ବହୁତ ସୁନ୍ଦର ସମ୍ବଲପୁରୀ ଗୀତ "ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ" । ଏହି ଗୀତର ଅଡ଼ିଓ ଅତି ନିକଟରେ ରାଗ ରାଗିଣୀ ଷ୍ଟୁଡ଼ିଓ ବରଗଡ଼ରେ ରେକଡିଂ ସରି ସାରିଛି । ଏହି ଗୀତରେ
Read More...

ଓଡିଆ ଅଭିନେତା ରବି ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଶି‌ଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ପରଲୋକ ହୋଯାଇଛି । ତାଙ୍କ ହାର୍ଟରେ ୮୦ ପ୍ରତିଶତ ବ୍ଳକେଜ୍‌ ଥିଲା ଓ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...

ପୁରୀ ବେଳାଭୂମିରେ ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ, (କେପିଏନ୍‌ଏସ୍‌) : ଆଜି ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତେବେ ପୁରୀ ବେଳାଭୂମିରେ ବାଲୁକାକଳାରେ ହ୍ୱାଇଟ୍ ହାଉସ୍, ଆମେରିକାର ଜାତୀୟ ପତାକା ଏବଂ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ରକଳା ନିର୍ମାଣ କରି ସେମାନଙ୍କୁ ଶୁଭେଚ୍ଛା
Read More...

ଗଣ୍ଡାବଜା ବଜନିଆ ଏବଂ କଳାକାରଙ୍କ ରେଲି : ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ସଂସ୍କୃତିକୁ ଜୀବିତ କରି ରଖିଥିବା ଗଣ୍ଡାବଜା ବଜନିଆଁ, ସଂଚାର, କରମସାନୀ, ଖଞ୍ଜଣି ଏବଂ ଦଣ୍ଡନୃତ୍ୟ କଳାକାରମାନେ ଏକତ୍ରିତ ହୋଇ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ବଜାର ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମାନ୍ୟବର ମୂଖ୍ୟମନ୍ତ୍ରୀ
Read More...

ହାତୀ ଆକ୍ରମଣ : ୨ଦିନରେ ଗଲାଣି ୨ଟି ଜୀବନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳରେ ହାତୀ ଆକ୍ରମଣରେ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ । ଖବର ଅନୁସାରେ, ମଙ୍ଗଳବାର ଦିନ ଧାନ ଖଳାରେ ଜଣେ ଚାଷୀଙ୍କୁ
Read More...

ପାକିସ୍ତାନ : ୧୨ ବର୍ଷର ଶିଶୁକୁ ଅପହରଣ, ବଳାତ୍କାର ଓ ଜବରଦସ୍ତ ବିବାହ

ଇସଲାମାବାଦ : ଅମାନବୀୟ ନିର୍ୟାତନା ପରେ ପାକିସ୍ତାନର ଜଣେ ୧୨ ବର୍ଷର ଖ୍ରୀଷ୍ଟିଆନ ଝିଅକୁ ଶେଷରେ ଉଦ୍ଧାର କରାଯାଇଛି । ପୀଡ଼ିତାଙ୍କୁ ଅପହରଣ କରି ତାଙ୍କୁ ଜବରଦସ୍ତ ବାନ୍ଧି ରଖିବା ସହ ଜଣେ ବ୍ୟକ୍ତିଙ୍କୁ ବିବାହ କରାଯାଇଥିଲା । ଏହି ଝିଅଟିକୁ ୪୫ ବର୍ଷୀୟ ଜଣେ ମୁସଲମାନ ବ୍ୟକ୍ତିଙ୍କ ଘରେ
Read More...