Daily Archives

୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ମାଷ୍ଟର ୧୫୦ କୋଟି ପାର କଲା

ମୁମ୍ବାଇ : ୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ମାଷ୍ଟର ୧୫୦ କୋଟି ପାର କଲା । ତେବେ ଏହି ବ୍ଲକବଷ୍ଟର ଫିଲ୍ମଟି ସୁପରଷ୍ଟାର ବିଜୟଙ୍କର ହୋଇଥିବା ବେଳେ ରିପୋର୍ଟ ମୁତାବକ ଏହି ଫିଲ୍ମ ଏବେ ହାଉସ ଫୁଲରେ ଚାଲିବା ସହ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତାମିଲନାଡୁରେ କେବଳ ଏହି ଫିଲ୍ମ ୯୬
Read More...

ମାନସିକ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମାନସିକ ଅନଗଶ୍ରଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ. ଆଶୀର୍ବାଦ ଶତପଥି ଓ ଡ଼ଃ.
Read More...

ଗଡିଲା ସୋନୁ ସୁଦ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ : ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇ ରିଅଲ ହିରୋ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍‌ । ସୋନୁଙ୍କ ଏହି ମହାନତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଏଥିପାଇଁ ତାଙ୍କ ନାଁରେ କେଉଁଠି ମନ୍ଦିର ହୋଇଛି ତ ଆଉ କେଉଁଠି ତାଙ୍କ ନାଁରେ ଦୋକାନ । ଏବେ ଅଭିନେତା ସୋନୁ
Read More...

ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଜାନୁଆରୀ ୨୬ରୁ ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା । କୋଭିଡ୍‌ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି । ତେବେ ମେଳାରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ
Read More...

ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହାୟକ ମହାପ୍ରବନ୍ଧକ ସରୋଜ କୁମାର ଜେନା ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
Read More...

ସମାଜସେବୀ ଲଳିତ ନାୟକ ଏବଂ ସୋହନଲାଲ ଅଗ୍ରୱାଲଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ କମିଟି ଦ୍ୱାରା ଟିକ୍ରାପଡା ରାମ ମନ୍ଦିରରେ ସମାଜସେବୀ ଲଳିତ ନାୟକ ଏବଂ ସୋହନଲାଲ ଅଗ୍ରୱାଲଙ୍କ ବିୟୋଗରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । କମିଟିର ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବେହେରେନ୍‌ସିଲେଟ୍‌ ମଦଭାଟି ଉଛେଦ ଦାବୀରେ ତହସିଲ ଅଫିସ ସମ୍ମୁଖରେ ଅନଶନ : ବେଆଇନ ମଦ ତିଆରି ଅଭିଯୋଗରେ ଭାଟି ମାଲିକ…

କଂଟାବାଂଜି, (ମନିଶ କୁମାର ହଂସ) : ବେହେରେନ୍‌ସିଲେଟ୍‌ ଗାଁ ଠାରୁ ଅନତି ଦୂରରେ ଥିବା ଦେଶୀ ମଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବୀ କରି ଆଜି ବୁଧବାର ଦିନ ଆମ୍ବେଦକର ଯୁବକ ସଂଘ ଦ୍ୱାରା ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ପୂର୍ବାହ୍ନ ୧୧ଟାରୁ ଏହି ଧାରଣା ଦିଆଯାଇଛି । ସଂଘର
Read More...

ଗାଈ ପାଳନ ଓ ଜିଆଖତ ତାଲିମ ଶିବିର ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଷ୍ଟେଟ୍‌ ବ୍ୟାଙ୍କ ଆରସେଟି ଅନୁକୁଲ୍ୟରେ ବଲାଙ୍ଗିତ ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ରୁଗୁଡିପାଲି ଠାରେ ହୋଇଥିବା ୧୦ ଦିନିଆ ଗାଈ ପାଳନ ଓ ଜିଆଖତ ତିଆରି ତାଲିମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୟୁଜିବି ମହିମୁଣ୍ଡା ଶାଖା ପ୍ରବନ୍ଧକ
Read More...

ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଲେ ଦୀନେଶ ଶର୍ମା

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ରାଜ୍ୟ ବିଜେପି ପକ୍ଷରୁ ଅନେକ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ, ବଲାଙ୍ଗିର ଜିଲ୍ଲା ବିଜେପି ଯୁବନେତା ଦୀନେଶ ଶର୍ମାଙ୍କୁ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ଶର୍ମା ଏଥିପାଇଁ ରାଜ୍ୟ ପଦାଧିକାରୀମାନଙ୍କୁ ଧନ୍ୟବାଦ
Read More...

ପ୍ରଫେସର ଏନ୍‌.ନାଗାରାଜୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନେଲେ : ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମଧ୍ୟରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅନ୍ୟତମ ହୋଇଥିବା ବେଳେ ଏହାର ନୂତନ କୁଳପତି ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର ଏନ୍‌. ନାଗାରାଜୁ । ତେବେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ତାଙ୍କୁ ସ୍ୱାଗତ ଜଣାଯାଇଛି । ଏହାସହ
Read More...