Daily Archives

ଗନ୍ଧମାର୍ଦ୍ଦନ ପର୍ବତର ଗୁପ୍ତେଶ୍ୱର ପୀଠରେ ମକର ମିଳନ : ପୀଠର ବିକାଶ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶର ନୃସିଂହନାଥ ନିକଟସ୍ଥ ଗୁପ୍ତେଶ୍ୱର ପୀଠ ଠାରେ ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଡିଗ୍ରୀଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

ରାଜ୍ୟସ୍ତରୀୟ ସମ୍ୱଲପୁରୀ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ଠାରେ ମନୋହର ସାଂସ୍କୃତିକ ସଂସଦ ଭେଡ଼େନ ଓ ଘାଏ ଦେଖତ ଗାଇସିଲେଟର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏ ଓ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଗାଇସିଲେଟ ଠାରେ
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ବଡଗମଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଳ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟଆଜି ଚତୁର୍ଥ ଦିନରେ ପହଂଚିଛି । ଆୟୋଜିତ ଚତୁର୍ଥ ଦିବସରେ ପୂର୍ବତନ କପିଲାଭଟା
Read More...

ପାଣିରେ ପଡି ଦୁଇ ଝିଅ ମୃତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରରେ ଅପଘଟଣ । ଟିଟିଲାଗଡ ସହର ବହିଦାର ପଡା ନାଳରେ ଦୁଇ ଶିଶୁ ପଡି ମୃତ୍ୟୁ ବରଣ କରିଛନ୍ତି । ଓକିଲ ସଞ୍ଜୀବ ପାଢ଼ୀଙ୍କ ଝିଅ ଶ୍ରଦ୍ଧା ପାଢ଼ୀ ଓ ହାଟପଦା ମଧ୍ୟରେ କିରାଣି ଦୋକନ୍ ଦେଇଥିବା ସରୋଜ ରଥଙ୍କ ଝିଅ ରାଖୀ ରଥ ଖେଳିବା ପାଇଁ ଯାଇଥିବା ସମୟରେ
Read More...

ପାକିସ୍ତାନ ସୀମାରେ ଥିବା ସାମ୍ବା ସେକ୍ଟରରେ ଆଉ ଏକ ସୁଡ଼‌ଙ୍ଗ ମିଳିଲା

ଜାମ୍ମୁ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ବିଏସଏଫ କର୍ମଚାରୀମାନେ ଆଉ ଏକ ସୁଡ଼‌ଙ୍ଗ ଠାବ କରିଛନ୍ତି । ସୀମା ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହାୟତାରେ ଆତଙ୍କବାଦୀମାନେ ସୀମାରୁ ଅନୁପ୍ରବେଶ ପାଇଁ ସାମ୍ବା
Read More...

ପୋଲିସକୁ ମିଳିଲା ବଡ ସଫଳତା : ଜୁଏଲେରୀ ଶୋ’ରୁମରୁ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

କଟକ : ପୋଲିସକୁ ମିଳିଲା ବଡ ସଫଳତା ଡିସେମ୍ବର ୫ତାରିଖରେ ଜଗତପୁର ଅଂଚଳରେରେ ଥିବା ଏକ ଜୁଏଲେରୀ ଶୋ'ରୁମ ଚୋରୀ ଘଟଣାରେ ଅଭିଯୁ‌କ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏହି ଘଟଣାରେ ୪ଜଣ ଚୋର ଓ ଚୋରି ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ କେଜି ରୁପା, ୩୮୫ ଗ୍ରାମ
Read More...

ଇନ୍ଦ୍ରବାତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ : ଲୋକାର୍ପିଣ ପରେ ଯୋଡି ହେଲା କଳାହାଣ୍ଡି…

କଳାହାଣ୍ଡି, (ଭରତ ବିଶି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଜିଲ୍ଲାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ଅଣ ଜଳସେଚିତ ଅଞ୍ଚଳର ଚାଷୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି ।
Read More...

ବ୍ରିଟିଶ କମ୍ପାନୀର ଖୁଲାସା ପରେ ପାକିସ୍ତାନରେ ହାହାକାର : ନୱାଜଙ୍କୁ ଟାର୍ଗେଟ କଲେ ଇମ୍ରାନ ଖାନ

ଇସଲାମାବାଦ : ବ୍ରିଟିଶ କମ୍ପାନୀର ନୱାଜ ସରିଫଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିକୁ ଖୁଲାସା ନେଇ ପାକିସ୍ତାନରେ ଉତ୍ତେଜନା ଦେଖାଦେଇଛି । ଏହି ସମୟର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ କଡ଼ା ଟାର୍ଗେଟ କରିଛନ୍ତି । କେବଳ
Read More...

ଶତ୍ରୁ ତଥା ସମଗ୍ର ବିଶ୍ୱକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ସଂଦେଶ : ଦୁନିଆର ବଡ଼ରୁ ବଡ଼ ଶକ୍ତିକୁ ମଧ୍ୟ ଉପଯୁକ୍ତ…

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ଭେଟେରାନ୍ସ ଦିବସ ଅବସରରେ କହିଛନ୍ତି ଯେ, ଆମର ସୈନିକମାନଙ୍କର କୌଣସି ଶତ୍ରୁକୁ ବି ଉପଯୁକ୍ତ ଉତ୍ତର ଦେବାର ଶକ୍ତି ଅଛି । ସେ କହିଛନ୍ତି, "ଆମେ କାହା ସହ ଲଢ଼ିବାକୁ ଚାହୁଁ ନାହୁଁ, ଆମେ ଶାନ୍ତି ଚାହୁଁ । ଆମେ କାହାର
Read More...

ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ତଥା ପ୍ରଶାସନ ଓ ମିଲର୍ସ
Read More...