Daily Archives

କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଲଲିପପ୍ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କୁ ଏକ ଲଲିପପ୍ ଧରାଇ ଦେଇଛନ୍ତି ବୋଲି ବିଜେପିର ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍‌ନ୍ତି
Read More...

ବିବାଦୀୟ କୃଷି ଆଇନ କାର୍ଯ୍ୟକାରୀ ଉପରେ କୋର୍ଟ ନିଷେଧାଦେଶ ଜାରି କଲେ : ବିବାଦର ସମାଧାନ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ସମାଧାନ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ତିନିଟି ବିବାଦୀୟ ଆଇନର କାର୍ୟ୍ୟକାରିତାକୁ ନିଷେଧ କରିଛନ୍ତି ଏବଂ କୃଷକଙ୍କ ସନ୍ଦେହ ଓ ଅଭିଯୋଗ ଉପରେ ମଧ୍ୟ ବିଚାର କରିବେ । ଏକ ଉଚ୍ଚ ସ୍ତରୀୟ କମିଟି ଗଠନ
Read More...

ଗଣଶିକ୍ଷା ମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସଇଁନ୍ତଲା ଅଞ୍ଚଳ ଗସ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକର ବିଭିନ୍ନ ଅଞ୍ଚଳକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶ‌କ୍ତି ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରିଛନ୍ତି । ସଇଁନ୍ତଲା ବାଳକ ଉଚ୍ଚ ବିଦ୍ୟାଳୟକୁ ପହଂଚି ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ
Read More...

ଅପେକ୍ଷାର ଶେଷ : ଆଜି ଟୀକା ପହଂଚୁଛି

ଭୁବନେ‌ଶ୍ୱର : ଟୀକା କରଣ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ପହଂଚି ସ୍ଥିତି ପରଖିଲେ । ଟୀକା ପାଇଁ ଯେଉଁ ଅପେକ୍ଷା ଥିଲା, ଶେଷ ହୋଇଛି । ଆଜି ଆସି ଟୀକା ପହଂଚୁଛି । ପ୍ରଥମ ପର୍ୟ୍ୟାୟରେ ଆସିଥିବା କୋଭିସିଲିଡ଼ର ୪୦ ହଜାର ୮ ଶହ
Read More...

ରାଜ୍ୟରେ ଆଜି ୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୨୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ବେହେରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ବରଗଡ ଜିଲ୍ଲା ରେଡକ୍ରସ ଅଫିସର ପ୍ରଫୁଲ୍ଲ ବେହେରାଙ୍କ ୭୦ ବର୍ଷ ବୟସରେ ସ୍‌ସ୍ୱର୍ଗାରୋହଣ କରିଛ‌ନ୍ତି । ତାଙ୍କର ଶବାଧାରରେ ଶହ ଶହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ବରଗଡ ଜିଲ୍ଲା ବାରିକ ସମାଜର ମଧ୍ୟ
Read More...

ଶ୍ରୀରାମଙ୍କ ଭୂମିକାରେ ଅଭିନୟ ପାଇଁ ଅରୁଣ ଗୋଭିଲ ଆଜି ବି ଦର୍ଶକଙ୍କ ମନରେ ରାଜ୍‌ କରୁଛନ୍ତି ‌

ମୁମ୍ବାଇ : ରମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲଙ୍କର ଆଜି ହେଉଛି ଜନ୍ମ ଦିନ । ସେ ୧୨ ଜାନୁଆରୀ ୧୯୫୮ରେ ମେରଠରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ପ୍ରସାରିତ ହେଉଥିବା ରାମାୟଣ ସିରିଏଲରେ ଅରୁଣ ଗୋଭିଲଙ୍କ ନିଖୁଣ
Read More...

ଯଦି ପାକିସ୍ତାନ ଆତଙ୍କ ସୃଷ୍ଟି କରେ, ତେବେ ଆମେ ଜବାବ ଦେବା ପାଇଁ ସ୍ଥାନ ବାଛିବୁ ଏବଂ ସମୟ ମଧ୍ୟ : ସେନା ମୁଖ୍ୟ

ନୂଆଦି‌ଲ୍ଲୀ : ଭାରତର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପାକିସ୍ତାନର ନିନ୍ଦନୀୟ ଆତଙ୍କୀ ଅଭ୍ୟାସ ସମ୍ପର୍କରେ ଭାରତର ନୀତିକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଦିନ ନରୱାଣେ କହିଛନ୍ତି ଯେ, ପାକିସ୍ତାନ କ୍ରମାଗତ ଭାବରେ ଏହାର ଦେଶ ନୀତି ଅନୁଯାୟୀ ଆତଙ୍କବାଦକୁ ପ୍ରୋତ୍ସାହିତ
Read More...

ଭାଇରାଲ ହେବାରେ ଲାଗିଛି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଝିଅର ପ୍ରଥମ ଫଟୋ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ପରିବାରରେ ଗତ ସୋମବାର ଦିନ ସାମିଲ ହୋଇଛି ଜଣେ ସଦସ୍ୟ । ଗତକାଲି ଅନୁଷ୍କା ଶର୍ମା ତାଙ୍କର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ସେ ବାପା ହୋଇଥିବା ସୂଚନା
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଲାଙ୍ଗିର ଗସ୍ତ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ଶିକ୍ଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏଥିରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି
Read More...