Daily Archives

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆଇସିଡିଏସ୍‌ ସୁପରଭାଇଜର

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ । ଚଢାଉ ବେଳେ ଘରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୱେବ୍‌ ସଂଗୋଷ୍ଠୀ ଅନୁଷ୍ଠିତ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସଭାପତି ଜଗଦାନନ୍ଦ ଛୁରିଆଙ୍କ ପୌରୋହିତ୍ୟରେ ‘ଅନୁବାଦ ସାହିତ୍ୟର ଇତିବୃତ୍ତି’ ପ୍ରସଙ୍ଗରେ ଏକ ୱେବ୍‌ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଆଲୋଚକ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ସନ୍ତୋଷ କୁମାର ରଥ
Read More...

ଅଚଳ ନଳକୂପ ମରାମତି ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱତନ୍ତ୍ର ପାନୀୟ ଜଳ ଯୋଗାଣରେ କାର୍ୟ୍ୟ ସମ୍ପାଦନ କରିବା ପାଇଁ ପଞ୍ଚାୟତ ସମିତି ଠାରୁ ପଞ୍ଚାୟତ ସ୍ତରରେ ସରକାର କର୍ମଚାରୀ ନିଯୁକ୍ତି କରିଛନ୍ତି । ସବୁ ଗ୍ରାମର
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୬ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୧୬ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୈାରାଚଂଳ ୱାର୍ଡ ନଂ.୨ରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ କୁଡାସିଙ୍ଗା ଗ୍ରା.ପ.ରୁ ଜଣେ,
Read More...

ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକୋ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ଡାକ୍ତରଖାନାରେ ଡା‌କ୍ତରଙ୍କ ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଏବଂ ସ୍ଥାନୀୟ ଲୋକମାନେ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକୋ କରଥିଲେ । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ଟିଟିଲାଗଡ଼ ଉପଖଣ୍ଡ
Read More...

ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା : ସୀତା ପାହାଡରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି

ଗଜପତି : ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର
Read More...

ପୁଣି ଖସିଗଲେ ଏଲନ୍‌ ମସ୍କ : ମାତ୍ର ସପ୍ତାହେ ପାଇଁ ହୋଇଥିଲେ ବିଶ୍ୱର ସବୁଠାରୁ ଧନୀ

ନୂଆଦିଲ୍ଲୀ : ସ୍ପେଶ୍‌-ଏକ୍ସର ସଂସ୍ଥାପକ ତଥା ଟେସଲାର ସିଇଓ ଏଲନ୍‌ ମସ୍କ ଗୋଟିଏ ସପ୍ତାହ ଭିତରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ପୁଣି ତଳକୁ ଖସିଆସିଛନ୍ତି । ଏବେ ସେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି । ପ୍ରଥମ ସ୍ଥାନରେ ପୁଣି ଆମାଜନର ଫାଉଣ୍ଡର ଜେଫ୍‌ ବେଜୋସ୍‌
Read More...

ଭୁବନେଶ୍ୱରରେ ପହଞ୍ଚିଲା କୋରୋନା ଟିକା

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଭୁବନେଶ୍ୱରରେ ପହଞ୍ଚିଲା କୋରୋନା ଟିକାର ପ୍ରଥମ ବ୍ୟାଚ । ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ଟିକା ପହଞ୍ଚିଛି । କଡା ସୁରକ୍ଷା ବଳୟ ଭିତରେ ରାଜ୍ୟ ଭ୍ୟାକ୍ସିନ ଷ୍ଟୋରକୁ କୋଭିସିଲ୍ଡ ନିଆଗଲା । ପ୍ରଥମ ଦଫାରେ ରାଜ୍ୟକୁ ଟିକାର ୪ ଲକ୍ଷ ୮୦
Read More...

ଅମାନବିକତା : ୧୫ ବର୍ଷର ନାବାଳକକୁ ଏକ ମାସ ଧରି ବନ୍ଧକ ରଖି ଦୁ‌ଷ୍କର୍ମ କଲେ, ଗୁ‌ପ୍ତାଙ୍ଗରେ ପେଟ୍ରୋଲ ଢ଼ାଳିଲେ,…

ବିକାନେର : ରାଜସ୍ଥାନରେ ପୁଣିଥରେ ଏକ ଘଟଣା ମାନବିକତାକୁ ଲଜ୍ଜିତ କରିଛି । ବିକାନେର ଜିଲ୍ଲାର ବଜୁ ଅଞ୍ଚଳରେ ଚାରିଜଣ ଅସାମାଜିକ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ପ୍ରଥମେ ଏହି ଚାରି ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକକୁ ଅପହରଣ କରି ନେଇଥିଲେ । ପରେ ତାଙ୍କୁ ଏକ ମାସ ଧରି ବନ୍ଧକ
Read More...

ବିବାହ ପ୍ରୋସେସନକୁ ଅନୁମତି ଦେଲେ ସରକାର : କଟକଣା ମାନି କାର୍ୟ୍ୟ କରିବାକୁ ପଡିବ

ଭୁବନେଶ୍ୱର : ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍‌ କରାଯାଇ ପାରିବ । ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଏଥିପାଇଁ କିଛି ସର୍ତ୍ତମଧ୍ୟ ରଖାଯାଇଛି । ପ୍ରୋସେସନ୍‌କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।
Read More...