Yearly Archives

2020

ଶବରପଡାକୁ ନାହିଁ ରାସ୍ତା : ଜମି ହୁଡା ହିଁ ଭରସା

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି । ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ବାବୁମାନେ ଗାଁ
Read More...

ଅନ୍‌ଲାଇନ୍‌ ମାଧ୍ୟମରେ ଜିଲ୍ଲାସ୍ତରୀୟ କଳାଉତ୍ସବ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହରେ ଜିଲ୍ଲା ସ୍ତରୀୟ କଳାଉତ୍ସବ-୨୦୨୦କୋଭିଡ୍‌ କଟକଣା ଯୋଗୁଁ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ
Read More...

ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚ ସଂଘର ଦାବୀ ପତ୍ର

ଟିଟିଲାଗଡ , ( ଗୌରବ ଦର୍ଜୀ) : ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପାଖରେ ଆଜି ଟିଟିଲାଗଡ ଉପଖଣ୍ଡର ସରପଂଚ ସଂଘର ସଦସ୍ୟମାନେ ଟିଟିଲାଗଡ ତହସିଲଦାରଙ୍କ ବାଲି ଘାଟ ଉପରେ ଚଢ଼ାଉକୁ ନେଇ ଉପୁଜୁଥିବା ସାମାଜିକ ସମସ୍ୟା ଓ ତା' ର ସମାଧାନ ପାଇଁ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ
Read More...

ବେଆଇନ ଭାବେ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ମହାସଂଘର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ କମିଟି, ଗ୍ରାମବାସୀ ଓ ଅଭିଭାବକମାନଙ୍କ ସହିତ ବିନା ବିଚାର ବିମର୍ଷ ଓ ଆବଶ୍ୟକ ଯୋଗ୍ୟତା ଥିବା ସତ୍ତେ୍ୱ ଅନେକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ କରି ବଲାଙ୍ଗିର ଅଭିଭାବକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଇକ ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥ ୫୭ର ଛେପାପାଲି ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ସହରର ପଟାଭାଡିର ବାଳଗୋପାଳ ମିଶ୍ର ଏବଂ ତାକର ୯ ବର୍ଷୀୟ ଝିଅ
Read More...

ଏଆଇକେଏସ୍‌ସିିସିି ଆହ୍ୱାନରେ କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଏଆଇକେକେଏମ୍‌ଏସ୍‌ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଜନ ବିରୋଧୀ କେନ୍ଦ୍ର ସରକାର ଆଣିଥିବା ୩ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଦେଶବ୍ୟାପୀ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି
Read More...

କୃଷକ ସଙ୍ଗଠନ ମାନଙ୍କର କୃଷି ଆଇନ ବିରୋଧରେ ଆଜି ଦେଶରେ ସାମୁହିକ ଉପବାସ ସମର୍ଥନରେ ଆପ୍‌ କାର୍ଯ୍ୟକର୍ତ୍ତାଙ୍କ ଉପବାସ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଆମ୍‌ ଆଦମୀ ପାର୍ଟି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟରେ ସାମୁହିକ ଅନଶନ କାର୍ୟ୍ୟକ୍ରମ ଚାଳିଛି । କୃଷକ ସଙ୍ଗଠନ ଗୁଡିକର ୧୪ ଡ଼ିସେମ୍ବର ସାମୁହିକ ଅନଶନ ନିଷ୍ପତିକୁ ସମର୍ଥନ ଜଣାଇ ଏବଂ କୃଷି ଆଇନର ବିରୋଧକୁ ଜୋରଦାର କରିବା
Read More...

ଗର୍ଜିଲେ ନରସିଂହ: ଦମ୍ ଅଛି ତ ଏମଏସପି ତଳେ କିଣୁଥିବା ବ୍ୟକ୍ତିକୁ ସାତ ବର୍ଷ ଜେଲ ଘୋଷଣା କରୁ କେନ୍ଦ୍ର

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଠକୁଛନ୍ତି ବଲାଙ୍ଗିର,(ଦେବାଶିଷ ମିଶ୍ର) - କେନ୍ଦ୍ର ସରକାର ନିଜକୁ ଚାଷୀର ଶୁଭାକାଂକ୍ଷୀ କହୁଥିବା ବେଳେ ବିରୋଧୀ ଚାଷୀଙ୍କୁ ଅଯଥା ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି କହୁଛି । ଯଦି କେନ୍ଦ୍ର ସରକାର ପ୍ରକୃତରେ ଚାଷୀଙ୍କ ସ୍ୱାର୍ଥ ପାଇଁ
Read More...

ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସହରର ଆଲୋକ ନଗର ସମାଜ ଗୃହ ପଛପଟେ ରହୁଥିବା ୨୦ରୁ ୨୫ ପରିବାରବର୍ଗ । ସୂଚନାଯୋଗ୍ୟ ଯେ, ଜଣେ ଜବର୍‌ ଦଖଲ୍‌କାରୀ ସରକାରୀ ଜାଗା ଅକ୍ତିଆର କରି ନେଇଥିବା ଯୋଗୁଁ ସେମାନେ ସିଧାସଳଖ ମୁଖ୍ୟରାସ୍ତାକୁ ବାହାରିବାକୁ
Read More...

ଔଷଧ କିଣି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ : ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର : ଔଷଧ କିଣି ଆସୁଥିବା ବେଳେ ଘଟିଲା ଅଘଟଣ । ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଳିଛି । ସୂଚନା ଅନୁସାରେ ଶ୍ୟାମ ମୁଣ୍ଡା ଏବଂ ପିଣ୍ଟୁ ମୁଣ୍ଡା ଆଜି ଔଷଧ ଦୋକାନରୁ ଘରକୁ ବାଇକ ମାଧ୍ୟମରେ ଫେରୁଥିଲେ । ହେଲେ ତେଲକୋଇ
Read More...