Yearly Archives

2020

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତ ୧୩ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ଜଣେ ଓ ୧୪ରୁ ୨ ଜଣ, ବଂଗୋମୁଣ୍ଡା ବ୍ଲକ୍‌
Read More...

ପରୀକୁ ନ୍ୟାୟ ପ୍ରଦାନ ଓ ନିଖୋଜ ଶିଶୁ ଉଦ୍ଧାର ଦାବୀରେ ପଦଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) :ସମଗ୍ର ରାଜ୍ୟରେ ପରୀ ପାଇଁ ନିଆଁ ଜଳୁଛି । ଓଡିଶା ସୀମାନ୍ତ ଝାରବନ୍ଧ ବ୍ଲକକୁ ମଧ୍ୟ ଲାଗିଛି ଏଇ ନିଆଁ। ଭାରତୀୟ ଜନତା ପାର୍ଟି ତରଫରୁ ପରୀକୁ ନ୍ୟାୟ ପ୍ରଦାନ ଓ ପାଞ୍ଚ ହଜାର ନିଖୋଜ ଶିଶୁର ଉଦ୍ଧାର କରିବା ଦାବୀରେ ଏକ ଶୋଭାଯାତ୍ରା ଝାରବନ୍ଧରୁ ବିଜାଢୋଲ
Read More...

ସଂକଳ୍ପ ପରିବାର କଲା ଅସହାୟଙ୍କ ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୱାର୍ଡ ନମ୍ବର-୦୯ରେ ଦୀର୍ଘ ବର୍ଷରୁ ରହୁଥିବା ଲକ୍ଷ୍ମୀ ଖଡ଼ିଆ ଆଜି କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ । ତାଙ୍କର ୨୦ ବର୍ଷର ଏକମାତ୍ର ପୁଅ ଛଡା ଆଉ ତାଙ୍କର କେହି ସମ୍ପର୍କୀୟ ନଥିଲେ । ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ଲକ୍ଷ୍ମୀ ଖଡ଼ିଆଙ୍କ
Read More...

୨୨ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର୍‌

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମୁଠେ ଦାନା ପାଇଁ ହଜାର ହଜାର ଶ୍ରମିକ ଦାଦନ ଖଟିବା ସହ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଥାଆନ୍ତି । ତେବେ ଆଜି ୨୨ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼
Read More...

ସୈନିକ ଟାଇଗର ହିଲ୍‌ ଉପରେ ଡ୍ୟୁଟି ଦେଉଥିଲେ, ବରଫରେ ଦବି ମୃତ୍ୟୁ ବରଣ କଲେ

ନୂଆଦି‌ଲ୍ଲୀ : ଭାରତୀୟ ସେନାର ସୈନିକ ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟରର ଟାଇଗର ହିଲ୍ ଅଞ୍ଚଳରେ ନିଜର ଡ୍ୟୁଟି କରୁଥିଲେ । ହଠାତ୍ ତାଙ୍କ ଉପରେ ଏକ ଗଦା ବରଫ ପଡିବା ଫଳରେ ତୁଷାରପାତରେ ପୋତି ହୋଇ ଶହୀଦ ହୋଇ ଯାଇଥିଲେ । ଏହି ଯବାନ ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ଶିଂଖଖେଡ଼୍‌ରାଜା
Read More...

କୃଷକମାନ‌ଙ୍କ ଡିଜିଟାଲ୍ ଆନ୍ଦୋଳନ : ଟ୍ୱିଟର-ଫେସବୁକ୍-ଇନଷ୍ଟାଗ୍ରାମରେ ଲାଇଭ୍ ଅପଡେଟ୍ ଦେଲେ

ନୂଆଦି‌ଲ୍ଲୀ : ଗତ ତିନି ସପ୍ତାହ ଧରି ଦିଲ୍ଲୀ ସୀମାରେ ଜମା ହୋଇଥିବା କୃଷକମାନେ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଦେଶର ଅନେକ ସ୍ଥାନରୁ ସହାୟତା ପାଇଛନ୍ତି । ବର୍ତ୍ତମାନ କୃଷକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଇ ଦେଶ ତଥା
Read More...

ଆଜି ରାଜ୍ୟରେ ୩୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୫୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୦ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଭାଲୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୈଠକ : ମୋ’ ସ୍କୁଲ ଅଭିଯାନରେ ୧୫ ଲକ୍ଷ ଟଙ୍କା ସଂଗ୍ରହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନରେ ୧୫ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ଖବର ମିଳିଛି । ୧୯୨୫
Read More...

କଥା ରଖିଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ : ଗୋବର୍ଦ୍ଧନପୁର ଗ୍ରା.ପ.ରେ ଜଳସେଚନର ନୂଆ ସମ୍ଭାବନା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ସବୁଠୁ ଅଧିକ ମରୁଡି ପ୍ରବଣ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏବେ ଜଳସେଚନର ନୂଆ ସମ୍ଭାବନା ଦେଖାଦେଇଛି । ଏସବୁ ପାଇଁ ବର୍ତ୍ତମାନର ଲାଞ୍ଜିଗଡ ବିଧାୟକଙ୍କ ସାଧୁ ଉଦ୍ୟମ ଫଳବତୀ ହେବାକୁ
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଛାତ୍ରୀ ଗୁରୁତର

ପିପିଲି : ମର୍ମ‌ନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁରୀ ଜାତୀୟ ପଥ ପିପିଲି ବାଇପାସ ରାସ୍ତାର ଖଣ୍ଡିଆଗିରି ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ସକାଳେ ଏକ ବୋଲେରୋ ପିକଅପ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
Read More...