Yearly Archives

2020

ଲ୍ୟାଣ୍ଡମାଇନ୍ ଉଦ୍ଧାର ହେଲା ସ୍ୱାଭିମାନ ଅଞ୍ଚଳରୁ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବାର ଖବର ମିଳିଛି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପଲଙ୍କ ନେତୃତ୍ୱରେ ଗତକାଲି ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ
Read More...

ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଘୁନେଶ ଗ୍ରା:ପ: ଅନ୍ତର୍ଗତ ବର୍ଲା ଗାଁର ବୈଷ୍ଣବ ନାଗ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଜଣାପଡ଼ିଛି । ବର୍ତ୍ତମାନ ହିତାଧିକାରୀଙ୍କ ସ୍ତ୍ରୀ ମାନସିକ ରୋଗରେ ପୀଡ଼ିତା । ପୁଣି ଦୁଇ ନାବାଳିକା କନ୍ୟାଙ୍କୁ ନେଇ
Read More...

ବ୍ଲକ୍‌ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ : ପ୍ରସ୍ତାବିତ କୃଷି ବିଶ୍ୱ ବିଦ୍ୟାଳୟ ଦେଓଗାଁରେ ସ୍ଥାପନ ଦାବୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ଶନିବାର ଅପରାହ୍ନରେ ଦେଓଗାଁ ଡ଼ାକ ବଙ୍ଗଳାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ସ୍ତରୀୟ ବିଜେଡ଼ି ନେତାମାନେ ପ୍ରକାଶ କରିଛନ୍ତି ଯେ, କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି
Read More...

ବିଜ୍ଞାନ ଓ ଆତ୍ମନିର୍ଭର ଭାରତ ଶୀର୍ଷକ ୱେବିନାର

ଭୁବନେଶ୍ୱର, (ପିଆଇବି) : ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବିଜ୍ଞାନ ଓ ଆତ୍ମନିର୍ଭର ଭାରତ ଶୀର୍ଷକ ଏକ ୱେବିନାର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ନୂଆଦିଲ୍ଲୀଠାରେ ଭର୍ଚୁଆଲ ମୋଡରେ ହେବାକୁ ଥିବା ଭାରତ ଆନ୍ତର୍ଜାତିକ
Read More...

ବଲାଙ୍ଗିର ମାର୍କେଟ୍‌ରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୩୫ ଟଙ୍କା, ପିଆଜ - ୪୦ ଟଙ୍କା, ଫୁଲକୋବି - ୨୫ ଟଙ୍କା, ବଂଧାକୋବି - ୧୬ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା
Read More...

ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ମୁଣ୍ଡମହୁଲ ଗ୍ରାମରେ ଖାଦ୍ୟ ଉତ୍ସବ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ମିଲେଟ ମିଶନ ବିଜେପୁର ଆନୁକୂଲ୍ୟରେ ତାଲପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମରେ ଦୁଇ ଦିନିଆଁ ମାଣ୍ଡିଆ ଉପରେ ଖାଦ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ କୁ କୃଷି ବିଭାଗର ଭିଏଡବ୍ଲୁ ସନ୍ୟାସୀ ସେଠ୍ ଉଦଘାଟନ କରି ମାଣ୍ଡିଆ ଚାଷ
Read More...

ପି.ପି.ଏକାଡେମୀର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ୧୦୫ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି.ଏକାଡେମୀ ପରିସରରେ ପି.ପି. ଏକାଡେମୀର ପ୍ରତିଷ୍ଠାତା ଚକ୍ରଧର ପଣ୍ଡାଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ରେ ଥିବା ତାଙ୍କ ସମାଧୀ ପୀଠ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଫଟୋ ଚିତ୍ରରେ
Read More...

ଡୁମେରଚୁଆଁ ଏମ୍‌ଆଇ ଡେମ୍‌ରୁ ହାତୀ ଶାବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହର ଉପକଣ୍ଠସ୍ଥ ଡୁମେରଚୁଅାଁ ଏମ୍‌ଆଇ ଡେମ୍‌ ପରିସରରୁ ଏକ ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ଖବର ପାଇ କଂଟାବଂଜି ଫରେଷ୍ଟ ରେଂଜ ବିଭାଗ ଶନିବାର ଭୋର୍‌ ସକାଳୁ ଖବର ପାଇ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସଂଧାନ କରିଛି ।
Read More...

ଦେଓଗାଁ ବ୍ଲକ ସ୍ତରୀୟ କଂଗ୍ରେସ ସମ୍ମିଳନୀ : ବିଧାୟକ କରିବେ ବ୍ଲକ ସଭାପତି ଚୟନ, କର୍ମୀ ଦେଲେ ପ୍ରସ୍ତାବ

ଦେଓଗାଁ, (ମନିଷ କୁମାର ସାହୁ) : ଶନିବାର ୧୧ଟା ସମୟରେ ଦେଓଗାଁ ଡାକ ବଙ୍ଗଳା ପରିସରରେ ଦେଓଗାଁ ବ୍ଳକ କଂଗ୍ରେସ କମିଟିର ସଭାପତି ଯୁଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ବଲାଙ୍ଗିର ପର୍ଯ୍ୟବେକ୍ଷକ ସତ୍ୟଭୂଷଣ ସାହୁ
Read More...

ପିଏମ୍‌କେଭିୱାଇ ଯୋଜନାରେ ଆର୍‌ପିଏଲ ପରୀକ୍ଷା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସିଏସସି ତେଲିଗୋଠପଡା ତରଫରୁ ପିଏମ୍‌କେଭିୱାଇ ଯୋଜନାରେ ଆର୍‌ପିଏଲ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୫ ଜଣ ଯୁବକ ଯୁବତୀ ଯୋଗଦାନ କରିଥିଲେ । ଏଥିରେ ସିଏସସି ମୁଖ୍ୟ ପରିଚାଳକ ସମୀର ରଞ୍ଜନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଆଶିଷ
Read More...