Monthly Archives

December 2020

ସହୀଦ ରେଣ୍ଡୋ ମାଝୀ କବିତା ପାଠୋତ୍ସବ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀ ଆଉ ବ୍ୟକ୍ତି ହେଇରହିନାହିଁ, ସେ ଏବେ ଆଦିବାସୀର ଅସ୍ମିତା । ରେଣ୍ଡୋ ମାଝୀଙ୍କୁ କୌଣସି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀରେ ସୀମିତ କରାଯିବା ଆବଶ୍ୟକ ନୁହେଁ, ସେ ଏବେ ବିଶ୍ୱ ସଂପଦ ବୋଲି ଆଜି ଆୟୋଜିତ
Read More...

ଦାନା ପାଇଁ ଦାଦନ : ଫେରିଲା ମୃତ ଦେହ

ସଇଁନ୍ତଳା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଅଞ୍ଚଳ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରଶାସନ ନିରବ ଦ୍ରଷ୍ଟା । ଫଳରେ ବହୁ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ଜଣେ ଦାଦନର ମୃତ ଦେହ ଗାଁ କୁ ଫେରିଛି । ସୂଚନା ଯୋଗ୍ୟ ଯେ,
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୪, ୨, ଓ ୧୫ରୁ ଜଣେ ଲେଖାଏଁ, ଆଗଲପୁର ବ୍ଲକରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଳକ୍‌
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସ୍ୱଚ୍ଛାସେବୀ ସଗଂଠନ ” ସତର୍କ “

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶେଷ ସୀମା ଉପାନ୍ତ ଅଞ୍ଚଳରେ ଥିବା ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ଅମଠି ଗ୍ରାମପଞ୍ଚାୟତର ଅନାଦିବାହାଲ ଗରିବ ଦୁଃଖି ପରିବାରରେ ଅଭି ବାଗ ଏବଂ ମାଁ ଶୁଭା ବାଗର ଦୁଃଖ ଅସରନ୍ତି । ଯାହାର ଖବର ପାଇ ସାମ୍ବାଦିକ ମୋତିଲାଲ ବାଗ ଅନାଦିବାହାଲକୁ ଯାଇ ଅଭି
Read More...

ବଲା‌ଙ୍ଗିର ଜି‌ଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ‘ପରୀକୁ ନ୍ୟାୟ ପଦଯାତ୍ରା’

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ମନ୍ତ୍ରୀ ଅରୁଣସାହୁଙ୍କ ଇସ୍ତଫା ଦାବି ଏବଂ ନାବାଳିକା ପରି ହତ୍ୟାର ସିବିଆଇ ତଦନ୍ତ ଦାବିରେ ଆଜି ବଲା‌ଙ୍ଗିର ଜି‌ଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଅନନ୍ତ ଦାଶ‌ଙ୍କ ନେତୃତ୍ୱରେ ପିଆର୍‌ ହାଇସ୍କୁଲ ପଡିଆ ଠାରୁ ବାହାରି କଚେରୀ ଛକ୍‌ ପର୍ୟ୍ୟ‌ନ୍ତ ଏକ
Read More...

ଆଉ ନାହାନ୍ତି ସାମ୍ବାଦିକ ଶଙ୍କର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର): ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଆଉ ନାହାନ୍ତି । ଆଜି ଦିନ ୧୨ଟା ସମୟରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୬୪ ବର୍ଷ ହେଉଥିଲା । ଶେଷ ସମୟରେ ସ୍ତ୍ରୀ ଓ ଦୁଇ ଝିଅ
Read More...

ନୂଆ ବର୍ଷରେ କୋଭିଡ୍‌ ନିୟମ ଉଲଘଂନ କଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ

ପାରାଦୀପ,(ଶୁଭ୍ରାଂଶୁ ଶେଖର ପୃଷ୍ଟି): କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମରୀକୁ ବର୍ଷେ ପୁରିବାକୁ ବସିଲାଣି । ଜୀବନ ସୁରକ୍ଷା ନିମିତ୍ତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯଦିଓ କରୋନା ସଂକ୍ରମିତଙ୍କ
Read More...

କଲିକତା ବନ୍ଦର ଅଧ୍ୟକ୍ଷ ଭାବେ ବିନିତ୍‌ କୁମାରଙ୍କ ଦାୟିତ୍ୱ ଗ୍ରହଣ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କଲିକତା ବନ୍ଦରର ଅଧ୍ୟକ୍ଷ ବିନିତ୍‌ କୁମାର ମଙ୍ଗଳବାର ଦିନ ପାରାଦୀପ ବନ୍ଦର ନୂତନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ବନ୍ଦରର ପଣ୍ୟ କାରବାର ସମୀକ୍ଷା କରିଥିଲେ ନୂତନ ଅଧ୍ୟକ୍ଷ । କାର୍ୟ୍ୟରେ
Read More...

ଶୈଲେନ୍ଦ୍ର ସାହୁ ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଭାବେ ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଶୈଲେନ୍ଦ୍ର ସାହୁ (ନାଡୁ)ଙ୍କୁ ରାଜ୍ୟ ଯୁବ ବିଜେଡ଼ି ସଭାପତି ଡ. ବୈମକେସ ରାଏ ମନୋନିତ କରିଥିବା ଜଣାପଡ଼ିଛି । ଶ୍ରୀଯୁକ୍ତ ସାହୁ ପୂର୍ବରୁ ମଧ୍ୟ ଦେଓଗାଁ ବ୍ଲକ ବିଜେଡ଼ି ଯୁବ ସଭାପତି ଦାୟିତ୍ବରେ ଥିଲେ ।
Read More...

ପରଲୋକରେ ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ନିମୋନିଆରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ତେବେ ବୁଧବାର ରାତି ୧୨ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
Read More...