Monthly Archives

December 2020

ନରସିଂହଙ୍କ ୮୧ତମ ଜନ୍ମ ଦିନରେ ଛତାମଖନା ଠାରେ ସର୍ବସାଧାରଣ ସମ୍ମାନ ଗୃହ ଲୋକାର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରିସିଂହ ମିଶ୍ରଙ୍କ ଜନ୍ମ ଦିନରେ ତାଙ୍କର ଜନ୍ମମାଟି ପୁଇଁନ୍ତଲା ବ୍ଲକ ଛତାମଖନା ଠାରେ ତିଆରି କରାଯାଇଥିବା ସର୍ବସାଧାରଣ ସମ୍ମାନ ଗୃହକୁ ଲୋକଙ୍କ ଉଦ୍ଦେଶ୍ୟରେ ଲୋର୍କାପିତ କରାଯାଇଛି । ଛତାମଖନା ସମିତି ସଭ୍ୟ ସିଦ୍ଧାର୍ଥ ମିଶ୍ର ଅତିଥି
Read More...

ଓଡିଆ ଫିଲ୍ମ ‘ଆତ୍ମନ’ର ଶୁଭମୁକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ସ୍ନେହା ଆର୍ଟ କ୍ରିଏସନ୍ସ’ ନିବେଦିତ ଓଡିଆ ଫିଲ୍ମ ‘ଆତ୍ମନ- ଦି ୱଣ୍ଡର୍‌ ବୟ’ର ଶୁଭମୁକ୍ତି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରେ ମୁଖ୍ୟ ଅତିଥି ଭାବରେ ଚଳଚ୍ଚିତ୍ର ପ୍ରଯୋଜକ ତଥା ସମାଜସେବୀ ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି
Read More...

ବଦଳିଲେ ବଲା‌ଙ୍ଗିର ଏସ୍‌ପି : ଯୋଗ ଦେବେ କୁଶଳକର ନିତିନ ଡାଗଡୁ

ଭୁବନେଶ୍ୱର : ବଲାଙ୍ଗିର ଏସ୍‌ପି ମଡକର ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ାକୁ ବଦଳି ହୋଇଥିବା ବେଳେ ବଲା‌ଙ୍ଗିରକୁ ନବରଙ୍ଗପୁର ଏସ୍‌ପି କୁଶଳକର ନିତିନ ଡାଗଡୁଙ୍କୁ ବଲାଙ୍ଗିର ଏସ୍‌ପି ଭାବେ ବଦଳି ହୋଇଛି । ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନୟାଗଡ଼ ଏସ୍‌ପିଙ୍କ
Read More...

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାରେ ୨୭୩ଟି ସରକାରୀ ସ୍କୁଲ ବନ୍ଦ ହେବା ପରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି । ବରପାଲି ବ୍ଲକରେ ୧୫ଟି ସ୍କୁଲ ବନ୍ଦ ହେଉଥିବାରୁ ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ଲକ
Read More...

ବିଧବା ବୃଦ୍ଧା ମହିଳା ଆବାସ ଯୋଜନାରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟଣ କରାଯାଇଛି । ମାତ୍ର ପ୍ରଶାସନର ଦୂର ଦୃଷ୍ଟି ଅଭାବ ହେତୁ ପ୍ରକୃତ ହିତାଧିକାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ସମ୍ବେଦନଶୀଳ ଦୃଶ୍ୟ
Read More...

୨୦୧୯-୨୦ ବର୍ଷର ଫସଲ ବୀମା ଦାବୀ ନେଇ କରୁଆଁମୁଣ୍ଡା ପଂଚାୟତ କୃଷକ ସଂଘର ୧୦ ଘଂଟିଆ ରାସ୍ତା ରୋକୋ : ତହସିଲଦାରଙ୍କ…

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର ଚାଷୀମାନେ ଗତ ୨୦୧୯ ବର୍ଷର ଫସଲ ବୀମା ପାଇ ନ ଥିବା ଯୋଗୁଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଲିଖିତ ଜଣାଇଲା ପରେ ତାର କୌଣସି ପ୍ରତିକାର ନ ମିଳିବାରୁ ବୁଧବାର ଦିନ ରାସ୍ତା ରୋକୋ କରାଯାଇଛି ।
Read More...

ଅବସରପ୍ରାପ୍ତ ଷ୍ଟାଟିଷ୍ଟିକାଲ୍‌ ଅଫିସର ବାଳକୃଷ୍ଣ ଯୋଶୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଷ୍ଟାଟିଷ୍ଟିକାଲ ଅଫିସର ବାଳକୃଷ୍ଣ ଯୋଶୀଙ୍କ ୭୮ ବର୍ଷ ବୟସରେ ତାଙ୍କ ମାଲପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ବିଗତ କିଛି ଦିନରୁ ସ୍ନାୟବିକ ରୋଗରେ ଶଯ୍ୟାଶାୟୀ ଥିଲେ । ଶ୍ରୀ ଯୋଶୀ ଜଣେ ସରଳ, ଅମାୟିକ, ମିଷ୍ଟଭାଷୀ ଓ ମେଳାପୀ
Read More...

୮୧ ବର୍ଷରେ ପାଦ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ବର୍ଷିୟାନ ରାଜନୈତିଜ୍ଞ, ପ୍ରଖ୍ୟାତ ଆଇନଜୀବୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ, ଓଡିଶାର ଏକମାତ୍ର ବ୍ୟକ୍ତି ଭାବେ ଜାତୀୟ ଆଇନ କମିଶନ୍‌ର ସଦସ୍ୟ, ପୂର୍ବତନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ବଲାଙ୍ଗିର
Read More...

ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ଗୀତ ରେକଡିଂ

ବରଗଡ଼ : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ପ୍ରସ୍ତୁତ ୨ଟି ସମ୍ବଲପୁରୀ ଏବଂ ଓଡ଼ିଆ ଗୀତ ରେକଡିଂ ହୋଇଯାଇଛି । ପ୍ରଥମ ଥର ପାଇଁ ଜେ.ଏସ୍. ମ୍ୟୁଜିକ୍ ଓଲିଉଡ କମେଡି କିଂଗ୍ ପପୁ ପମ୍ ପମ୍, ଯାତ୍ରା କୁଇନ୍ ରାନୀ ପଣ୍ଡା ଏବଂ ରୋମାଣ୍ଟିକ କିଂଗ୍ ‌ସ୍ୱୟମ୍ ପାଢ଼ୀଂକ କଣ୍ଠରେ ଏହି ଗୀତ ପ୍ରସ୍ତୁତ କରିଛି ।
Read More...

ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଦିନକୁ ଦିନ ବଢୁଥିବା ଅପରାଧକୁ ନେଇ ଚାଞ୍ଚଲ୍ୟ ସୃ‌ଷ୍ଟି ହୋଇଛି । ଆଜି ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ଆସିଛି । ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯୋଜନାବଦ୍ଧ ଭାବରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ବି
Read More...