Daily Archives

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ: ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ୟ୍ୟନ୍ତ କରାଯିବ ବ୍ୟାପକ ନିଧିର ସର୍ମପଣ…

ବଲାଙ୍ଗିର,(ଦେବାଶିଷ ମିଶ୍ର): ଦୀର୍ଘ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୁମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି , ଯାହା ୨୦୨୪ ମସିହା ଶେଷ ଆଡକୁ ପୂର୍ଣ୍ଣ ହୋଇଯିବ । ଏଥି ପାଇଁ ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ୟ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଯୋଡିବା ପାଇଁ
Read More...

ପଦ୍ମପୁରରେ ମାଇକ୍ରୋଏକଟିଭିଟି ସେଣ୍ଟର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ- ୧୧ (ଏକଲବି ନିର)ରେ ଏକ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବରେ ଯୋଗଦାନ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଯମୁନାର ଦୁଃଖ ଦୂର କରିବେ ପ୍ରଶାସନ

ଧର୍ମଗଡ, (ଭରତ ବିଶି) : କୋକସରା ବ୍ଲକ ଆମପାଣି ପଞ୍ଚାୟତ କଦୋମଲି ଗାଁର ଯମୁନା ମାଝୀ। ରହିବାକୁ କୁଡିଆ ନାହିଁ,କି ଖାଇବାକୁ ଦାନା ନାହିଁ। କୌଣସି ମୌଳିକ ସୁବିଧା ପାଇ ପାରି ନ ଥିବା ବେଳେ ଆଧାର କାର୍ଡ ମଧ୍ୟ ନ ଥିଲା ଯମୁନାର। ପ୍ରତିଶ୍ରୁତି ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଧାର କାର୍ଡ
Read More...

ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟି ସଭାପତି ହେଲେ ବିନୋଦ ବିହାରୀ ବିଶ୍ୱାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଚେତନା ସଂଗଠନ କାର୍ୟ୍ୟାଳୟ ଠାରେ ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟିର ଏକ ବୈଠକ ଗଜରାଜ ସିଂ ପୁଟାଙ୍କ ସଭାପତିତ୍ବରେ କରି ସଭା କାର୍ୟ୍ୟ ପରିଚାଳିତ ହୋଇଥିଲା । ଏହି ବୈଠକରେ ବରଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ରାଜ କିଶୋର ଷଡଙ୍ଗୀ, ବରଗଡ଼ ଜିଲ୍ଲା
Read More...

ଆଲୋକ ମହାପାତ୍ର ପୁନର୍ବାର ପାରାଦୀପ ଯୁବ ବିଜେଡି ସଭାପତି ଭାବେ ମନୋନୀତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବିଜେଡି ସଂଗଠନର ଯୁବ ସଭାପତି ଭାବେ ପୁନର୍ବାର ମନୋନୀତ ହୋଇଛନ୍ତି ଆଲୋକ ମହାପାତ୍ର । ଶ୍ରୀ ମହାପାତ୍ର ପୂର୍ବରୁ ପାରାଦୀପ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଠାରୁ ଆରମ୍ଭ କରି ନିଜର ଦକ୍ଷତା ବଳରେ ପାରାଦୀପ ବିଜୁ ଜନତା ଦଳ(ବିଜେଡି)ର
Read More...

ପୂର୍ବତନ ଶିକ୍ଷୟତ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବହୁ ଜଣାଶୁଣା ଶିକ୍ଷୟତ୍ରୀ ଗିତାରାଣୀ ମିଶ୍ର ଓରଫ ଗିତା ଦିଦିଙ୍କର ୬୮ ବର୍ଷ ବୟସରେ ପଦ୍ମପୁର ସ୍ଥିତ ତାଙ୍କ ବାସ ଭବନରେ ସୋମବାର ରାତ୍ରିରେ ପରଲୋକ ହୋଇ ଯାଇଛି । ଗିତା ଦିଦି ଜଣେ ସ୍ନେହି ଏବଂ ପରୋପକାରୀ ବ୍ୟକ୍ତି ଥିବା ବେଳେ ପଦ୍ମପୁର
Read More...

ଭିଜିଲାନ୍ସ ଚଢ଼ଉ: ନିଲମ୍ବିତ କିରାଣୀଙ୍କ ଘରୁ ଗୋଟିଏ କାର, ୬ଟି ବୁଲେଟ ସହ ୮ ଲକ୍ଷ ୭୧ ହଜାର ଠାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ମାସ ପୂର୍ବରୁ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ପେନସନ୍ ଟଙ୍କାରେ ଚଞ୍ଚକତା କରାଯାଇ ୧ କୋଟି ୭୧ ଲଖ୍ୟ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଇଓ କାର୍ୟ୍ୟାଳୟର କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କୁ
Read More...

ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଉମା ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

ବୌଦ୍ଧ, (ବଂଶୀଧର ମାଝୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଅଦାଲତ ଫୁଲବାଣୀ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯିବା
Read More...

ବଲାଙ୍ଗିର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦ ଭିଜିଲାନ୍ସ ଜାଲରେ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁଧୀରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ
Read More...