Daily Archives

ବାଂଲାଦେଶରେ ସମସ୍ତ ଧର୍ମର ଲୋକ ସମାନ : ଶେଖ୍‌ ହସିନା

ଢ଼ାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବୁଧବାର କହିଛନ୍ତି ଯେ, ମୁକ୍ତି ଯୁଦ୍ଧରେ ସମସ୍ତ ଧର୍ମର ଲୋକଙ୍କର ବଳିଦାନର ଇତିହାସ ରହିଛି । ହସିନା ପୁଣି ଥରେ ଆଶ୍ୱାସନା ଦେଇଛନ୍ତି ଯେ, ବାଂଲାଦେଶରେ ଧର୍ମ ନାମରେ କାହାକୁ ଭେଦଭାବ କରାଯିବ ନାହିଁ । ବାଂଲାଦେଶ ହେବାରେ ସମସ୍ତ ଧର୍ମର
Read More...

କୃଷି ଆଇନକୁ ବିରୋଧ କରିବା ହେଉଛି କୃଷକଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି ଶରଦ ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ, ବିରୋଧ କରିବା ହେଉଛି ଚାଷୀଙ୍କ ମୌଳିକ ଅଧିକାର । ଏଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି
Read More...

କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ

ଢେଙ୍କାନାଳ : କୂଅରୁ ମିଳିଛି ନିଖୋଜ ଶିଶୁର ମୃତଦେହ । ଗାଁର ଏକ କୂଅରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନାରେ କୁହାଯାଇଛି । ଗତ କାଲିଠାରୁ ନିଖୋଜ ଥିଲା ଏହି ତିନି ବର୍ଷର ଶିଶୁ । ମୃତକ ଶିଶୁ ହେଲା ନିହଲପ୍ରସାଦ ଥାନା ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ତିନି ବର୍ଷର ପୁଅ କାଳିଆ ।
Read More...

ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହା ପଦଯାତ୍ରା ପରୀ ପାଇଁ

ଭୁବନେଶ୍ୱର : ଆସନ୍ତା ୨୦ରୁ ୨୪ ତାରିଖ ପର୍ୟ୍ୟନ୍ତ ବିଜେପିର ମହା ପଦଯାତ୍ରା ହେବ । ପରୀ ମୃତ୍ୟୁ ମାମଲାକୁ ଗୁରୁ‌ତ୍ୱର ସହ ନେଇଛି ବିଜେପି । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ।
Read More...

ଆଜି ରାଜ୍ୟରେ ୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୫୧ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସୁପାରିସ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିକୁ ଦୃଢ ଭାବେ ନିନ୍ଦା କରିଥିବା
Read More...

ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ନିର୍ମମ ହତ୍ୟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଜଣଙ୍କୁ ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ନିର୍ମମ ହତ୍ୟା କରାଯାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସୁନ୍ଦରଗଡ଼-କନିକା ରାସ୍ତା ଉପରେ ଗ୍ରିଣ୍ଡୋଲା ଗାଁ ଠାରୁ ଅଳ୍ପ ଦୂରରେ ଥିବା ମାଣିକେଶ୍ୱରୀ ମନ୍ଦିର
Read More...

ଆଜି ମାର୍ଗଶିର ଗୁରୁବାର : ସମୃଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାର୍ଗଶିର ଗୁରୁବାର । ସମୃଦ୍ଧି, ସାତ୍ତ୍ୱିକତା ଓ ସ୍ୱଚ୍ଛତାର ଦେବୀ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ । ଏହି ପୂଜନୋତ୍ସବ କୃଷି କାର୍ଯ୍ୟ ସହ ସଂପର୍କିତ ହୋଇଥିବା ବେଳେ ପ୍ରତିବର୍ଷ ମାର୍ଗଶିର ମାସରେ ପଡ଼ୁଥିବା ଗୁରୁବାର ଦିନ ମାନଙ୍କରେ ପାଳିତ ହୁଏ ସାରା
Read More...

ଆମେରିକାରେ କରୋନାର ଭୟ‌ଙ୍କର ରୂପ : ୨୪ ଘଣ୍ଟା ମଧ୍ୟରେ ୩,୭୦୦ ଜୀବନ ଚାଲିଗଲା

ୱାଶିଂଟନ୍ : ଆମେରିକାରେ କରୋନା ସଂକ୍ରମଣରେ ବିସ୍ଫୋରଣ ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ କାରଣରୁ ୩,୭୦୦ ମୃତ୍ୟୁ ଘଟିଛି ଏବଂ ୨,୫୦,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସିଷ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସୂଚନା ଦେଇଛି
Read More...

୩୦ଟି କୃଷକ ସଂଗଠନ ବୈଠକ : ସୁପ୍ରିମ କୋର୍ଟରେ ଦ୍ୱିତୀୟ ଦିନର ଶୁଣାଣିକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ଚାଲିଛି

ନୂଆଦିଲ୍ଲୀ : ତିନିଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀ କରୁଥିବା କୃଷକଙ୍କ ୩୦ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ କୃଷକମାନେ ସନ୍ଥ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ । ଏହା ବ୍ୟତୀତ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ
Read More...