ବୃଦ୍ଧାଙ୍କ ମୃତ ଶରୀର ଦୀର୍ଘ ଦୁଇ ଦିନ ପଡ଼ି ରହିଲା, କେହି ପାଖ ମାଡ଼ିଲେନି : ଶେଷରେ ଶବ ସତ୍କାର କଲା ସଂକଳ୍ପ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଆଜି ବରାହଗୋଡା ଶ୍ମଶାନ ଘାଟରେ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ବୃଦ୍ଧା ଜଣକ ଦୀର୍ଘ ବର୍ଷରୁ ବରାହଗୋଡା ଗୌରାଙ୍ଗ ଟିକିରାରେ ଜଣକର ଘରେ ରହି ତାଙ୍କର ଗାଈ ଚରାଉ ଥିଲେ । ଗାଇ ଠୁ ଗୋରସ ସଂଗ୍ରହ!-->…
Read More...
Read More...