Daily Archives

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୋଷ୍ୟ ଗ୍ରାମ ଆମ୍ବଝରି : ଏବେ ବି ଦୟନୀୟ ଭାବେ ଅବହେଳିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତର ଆଦିବାସୀ ପଲ୍ଲୀ ଆମ୍ବଝରି ଦିନେ ସାରା ଦେଶର କେନ୍ଦ୍ରବିନ୍ଦୁ ପାଳଟିଥିଲା । କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ ! ୨୪ ବର୍ଷ ତଳେ ଏହି ଅଖ୍ୟାତ ପଲ୍ଲୀ ଆମ୍ବଝରିକୁ ପୋଷ୍ୟ ଗ୍ରାମ କରିଥିଲେ
Read More...