Daily Archives

ରକ୍ଷକ ଯଦି ଭକ୍ଷକ : କେନ୍ଦୁପତ୍ର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଗଛକୁ କାଟି ଦିଆଯାଇଛି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଜଙ୍ଗଲ । ସଚେତନତା ଅଭାବରୁ ଲୋକେ ଗଛ ସବୁ କାଟି ଦେଉଥିବାରୁ ବଢି ବଢି ଚାଲିଛି ପ୍ରାକୃତିକ ବିପର୍ୟ୍ୟୟ । ଏଣୁ ଲୋକଙ୍କୁ ବ୍ୟାପକ ସଚେତନ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଉଛି ବୃକ୍ଷରୋପଣ । ହେଲେ ରକ୍ଷକ
Read More...

ଆଦର୍ଶ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ମହୀଧର ରଣା

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କ ପତ୍ର ସଂଖ୍ୟା ୩୩୦୪/ତା୦୯.୧୨.୨୦୧୯ କ୍ରମେ କଣ୍ଟାମାଳ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଁଲାଚୁଆଁର ଇଂରାଜୀ ଶିକ୍ଷକ ଶିବ ସୁନ୍ଦର ରାଉତଙ୍କ କୋରାପୁଟକୁ ବଦଳି ହୋଇଥିଲା । ଏହି ବଦଳି ଆଦେଶକୁ
Read More...