ଅର୍ଥାଭାବ ବଇରୀ ସାଜିଛି କିଡ଼୍ନୀ ଓ ବାତ ରୋଗୀ ବୃନ୍ଦାବନଙ୍କ ପାଇଁ
ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍ର ଖଗସା ଗାଁର ବୃନ୍ଦାବନ ବେହେରା(୫୮) କିଡ଼୍ନୀ ଓ ବାତ ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ପାଉଛନ୍ତି । ତାଙ୍କ ପତ୍ନୀ ବିମଳା ବେହେରା ବହୁ ଥର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ବି ବୃନ୍ଦାବନ ସୁସ୍ଥ ହୋଇ ପାରିନାହାନ୍ତି । ତେବେ!-->…
Read More...
Read More...