Monthly Archives

September 2020

ଭାରତର ଗ୍ରାମାଞ୍ଚଳରେ ଅଣୁ ଶିଳ୍ପାୟନକୁ ପୁନଃସକ୍ରିୟ କରିବା ସକାଶେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ

● ଏହା ଦେଶର ତୃଣମୂଳ ସ୍ତରର ଅର୍ଥନୀତିକୁ ସୁଦୃଢ଼ କରିବ, ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନୂତନ ତଥା ସଂମ୍ପ୍ରସାରିତ ହିତାଧିକାରୀ ଭିତ୍ତିକ ଆତ୍ମ-ନିଯୁକ୍ତି ଯୋଜନା ପ୍ରସ୍ତୁତ କରାଯାଇଛି● ଧୂପବତୀ ପରେ, ମାଟି ପାତ୍ର ପ୍ରସ୍ତୁତି ଏବଂ ମହୁଚାଷ ପାଇଁ ନୂତନ ଯୋଜନା ଘୋଷଣା କରାଯାଇଛି, ଯେଉଁଥିରୁ
Read More...

ରୋତ ମହାବିଦ୍ୟାଳୟର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝିଙ୍କ ଅକାଳ ବିୟୋଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝି(୩୨)ଙ୍କ ଗତକାଲି ସକାଳେ ଅକାଳ ବିୟୋଗ ଘଟିଛି । ରୋତ ମହାବିଦ୍ୟାଳୟରେ କିଛିବର୍ଷ ହେଲା ଓଡ଼ିଆ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି ଆସୁଥିଲେ । ବୁଧବାର
Read More...

ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି

• ଅଟଳ ବୀମିତ କଲ୍ୟାଣ ଯୋଜନାରେ ମିଳିବ ସହାୟତା• ଆବେଦନ ଦାଖଲ ନିମନ୍ତେ ଇଏସଆଇସି ପକ୍ଷରୁ ନିର୍ଦ୍ଦେଶନାମା ଜାରିନୂଆଦିଲ୍ଲୀ, (ପିଆଇବି) :ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ
Read More...

ଦେଶରେ ଲଗାତାର ଦୁଇ ଦିନ ଧରି ୮୨ ହଜାରରୁ ଅଧିକ ଆରୋଗ୍ୟ ରେକର୍ଡ

• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୦ ଲକ୍ଷ ଟପିଲା• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୩୦ ଲକ୍ଷ ଅଧିକନୂଆଦିଲ୍ଲୀ, (ପିଆଇବି) : ଲଗାତାର ଦୁଇ ଦିନ ଧରି ଦେଶରେ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ ୮୨ ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼
Read More...

କୋଭିଡ୍ କଟକଣା ଭିତରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ । କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା । ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ
Read More...

୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟାକୁ ୧୦,୫୦୦କୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ

● ଏହା ଦେଶର ସମସ୍ତ ଜିଲ୍ଲାରେ ପହଞ୍ଚିବ● ଏଥିରେ ସକ୍ରିୟ ଆଇଟି-ସକ୍ଷମ ଲଜିଷ୍ଟିକ୍ସ ଏବଂ ଯୋଗାଣ ଚେନ୍ ବ୍ୟବସ୍ଥା ଲାଗୁ କରାଯିବନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ
Read More...

ଓଡ଼ିଶାରେ ଆଜି କରୋନାରୁ ସୁସ୍ଥତା ଅର୍ଜନ କଲେ ୩୬୦୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୬୦୭ ଜଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା କ୍ରମରେ ଖୋର୍ଦ୍ଧାରୁ ୧୦୩୭, ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗିରରୁ ୧୪୦, ମୟୁରଭଂଜରୁ ୧୨୮, ଯାଜପୁରରୁ ୧୨୭,
Read More...

କୃଷି ସମ୍ବନ୍ଧିତ ଅଧ୍ୟାଦେଶକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ହର୍‌ସିମ୍‌ରତ କୌର ବାଦଲ

ନୂଆଦିଲ୍ଲୀ : କୃଷି ସମ୍ବନ୍ଧିତ ଅଧ୍ୟାଦେଶକୁ ଆଣୁଥିବା ମୋଦୀ ସରକାରଙ୍କୁ ଏବେ ଝଟ୍‌କା ଲାଗିଛି । ବିଜେପି.ର ସହଯୋଗ ଶିରୋମଣି ଅକାଳିି ଦଳ ଅଧ୍ୟାଦେଶକୁ ବିରୋଧ କରିଛି । ଆଜି ଯେତେବେଳେ ବିଲ୍‌କୁ ଲୋକସଭାରେ ପେସ୍‌ କରାଯାଇଛି, ସେତେବେଳେ ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ
Read More...

କଳାହାଣ୍ଡିରେ କାୟାବିସ୍ତାର କରୁଛି କରୋନା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିରେ ବି କାୟାବିସ୍ତାର କରିବାରେ ଲାଗିଛି କରୋନା । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରେସ୍‌ ନୋଟ୍‌ ଅନୁସାରେ ଆଜି ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍‌ ଅଂଚଳରେ ୭୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ରାତିରେ ଅଧିକ ୨୯
Read More...

କରୋନା ଯୋଦ୍ଧା କଂଟାବାଂଜି ପୂର୍ବତନ ଆଇଆଇସି.ଙ୍କ ବିୟୋଗରେ ସାଂବାଦିକ ସଂଘର ଶ୍ରଦ୍ଧାଞ୍ଜଳି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୋଲିସ ଅଧିକାରୀ ପୂର୍ବତନ କଂଟାବାଂଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ସଂକ୍ରମଣରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ସ୍ୱର୍ଗବାସ ହୋଇଛନ୍ତି । ତାଙ୍କ ମର ଶରୀରକୁ
Read More...