Daily Archives

ପୂଜା ପାଇଁ ରାଜ୍ୟ ସରକାରଙ୍କ ଆଦେଶନାମା ଜାରି : ନିୟମ ନ ମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶନାମା ଜାରି କରାଯାଇଛି । ଆଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଏହି ଆଦେଶନାମାକୁ ଚଳିତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ଦୁର୍ଗାପୂଜା,
Read More...

କାମ ଯୋଗାଇବାରେ ଝାରବନ୍ଧ ବ୍ଲକ ପ୍ରଶାସନ ବିଫଳ : ଦାଦନଙ୍କ ଲେଉଟାଣି ଆରମ୍ଭ

ଦାଦାନର ଦୁଃଖ, ସରକାରୀ ମହଲରେ ସୁଖ ?ଦାଦନ ରୋକିବା ପାଇଁ କେନ୍ଦ୍ର ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଦନ ପ୍ରବଣ ଅଞ୍ଚଳ ମାନଙ୍କରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୧୦୦ ଦିନରୁ ୨୦୦ ଦିନକୁ କର୍ମ ଦିବସ ବୃଦ୍ଧି କରିଥିଲେ । କିନ୍ତୁ
Read More...

ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା : ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ‘ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା’ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି । ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ଜଣ ଆକ୍ରାନ୍ତ ହୋଇଥିବା ଖବର ଛନକା ସୃଷ୍ଟି କରିଛି ଭାରତୀୟଙ୍କ ମନରେ । ପୁଣି ୧,୧୭୨ ଜଣ ଗତ ୨୪ ଘଂଟାରେ ପ୍ରାଣ ହରାଇଛନ୍ତି କରୋନାର ନୃଶଂସ ସଂକ୍ରମଣରେ ।
Read More...

ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ । ଜଣାପଡ଼ିଲା ହତ୍ୟକାରୀ କିଏ । ଶାନ୍ତିରେ ନିଃଶ୍ୱାସ ମାରିଲେ ଜନତା ଓ ପୋଲିସ ।ଶନିବାର ଲୁତୁରପଙ୍କ ନିକଟରେ ଧାନବିଲ କଡ଼ରୁ ମିଳିଥିଲା ଏକ ହାତ, ଗୋଡ ଓ ମୁଣ୍ଡ ବିହୀନ ମୃତଦେହ । ଏହି ଘଟଣାର ତଦନ୍ତ
Read More...

୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ରେଲୱେ ଅନୁସାରେ ସଂପୃକ୍ତ ଟ୍ରେନ୍‌ଗୁଡ଼ିକ ଆଗରୁ ଚାଲିଥିବା ୨୩୦ ସ୍ପେସାଲ୍‌ ଟ୍ରେନ୍‌ଠାରୁ ଅଲଗା ହେବ । ଆଜି ଦିନ ୧୦ଟାରୁ ଏହି ୮୦ ନୂଆ ଟ୍ରେନ୍‌ ପାଇଁ ଟିକେଟିଂ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଏହି ନୂଆ
Read More...

ଗତ ବର୍ଷ ବନ୍ୟାର ସହାୟତା ରାଶି ବଣ୍ଟନରେ ଅନିୟମିତତା : ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ହେଉଛି ଅଭିଯୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ବର୍ଷାରେ ଭାଙ୍ଗି ଯାଇଥିବା ଘରର କ୍ଷତିପୂରଣ ଓ ଚାଷ ଜମି ନଷ୍ଟର କ୍ଷତିପୂରଣ ରାଜସ୍ୱ ବିଭାଗ ପକ୍ଷରୁ ପର୍ୟ୍ୟାୟକ୍ରମ ବଣ୍ଟନ କରାଯାଉଛି । ହେଲେ ୯୦ ଭାଗ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ଏହା ପାଉ ନଥିବା ଅଭିଯୋଗ କରିଛନ୍ତି
Read More...

ପୋଲିସ-ମାଓବାଦୀ ସଂଘର୍ଷରେ ଦୁଇ ଏସଓଜି ଯବାନ ସହିଦ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ-ମାଓବାଦୀ ସଂଘର୍ଷରେ ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ମଧ୍ୟ
Read More...

ଶିଖରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୧ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ଶିଖରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ
Read More...

କଟକଣା କୋହଳ ପରେ ପୁଣି ଦାଦନ ଚାଲାଣ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ରେ କଟକଣା କୋହଳ ହେବା ପରେ ସାଧାରଣ ଜୀବନ ଯାତ୍ରା ସ୍ୱଭାବିକ ହେବାରେ ଲାଗିଛି । ରାଜ୍ୟ ସରକାର ମଧ୍ୟ କରୋନା ଆଇନରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା
Read More...

ଆମେରିକାର ଚୀନ୍‌ ବିରୋଧୀ ପଦକ୍ଷେପ : ଚୀନ୍‌ ଛାତ୍ରଛାତ୍ରୀଙ୍କ ଭିସା ବାତିଲ୍‌

ନୂଆଦିଲ୍ଲୀ : ଆମେରିକାର ଚୀନ୍‌ ବିରୋଧ ପଦକ୍ଷେପ ପୁଣି ସାମ୍ନାକୁ ଆସିଛି । ହଜାରେରୁ ଊଦ୍ଧ୍ୱର୍ ଚୀନ୍‌ର ଛାତ୍ରଛାତ୍ରୀଙ୍କ ଭିସା ବାତିଲ୍‌ କରିଦେଇଛି । ତେବେ ସୂଚନା ଅନୁସାରେ ସ୍ନାତକ ଛାତ୍ର ଏବଂ ଗବେଷକ ଛାତ୍ରମାନେ ଭିସା ବାତିଲ୍‌ର ସମ୍ମୁଖୀନ ହୋଇଛନ୍ତି । କାର୍ଯ୍ୟକାରୀ ଗୃହମନ୍ତ୍ରୀ
Read More...