Monthly Archives

August 2020

ଆସୁଛି ପାର୍ବଣ : କରୋନା ଯୋଗୁଁ ଦ୍ୱନ୍ଦ୍ୱରେ ଲୋକେ

ଦେଓଗାଁ, (ମନିଷ କୁମାର ସାହୁ) : ଜନ୍ମାଷ୍ଟମୀ ପରେ ପରେ ପ୍ରତିବର୍ଷ ପାର୍ବଣର ବିଗୁଲ ବାଜିଥାଏ । ଏଥର କିନ୍ତୁ ଲୋକଙ୍କ ମନରେ ଅନ୍ୟ ବର୍ଷ ଭଳି ଖୁସି, ଉଲ୍ଲାସ ନାହିଁ । ଦିନକୁ ଦିନ ଜଟିଳ ହେଉଥିବା କରୋନା ମହାମାରୀ ପରିସ୍ଥିତି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଏବର୍ଷ ପାର୍ବଣର ଋତୁ
Read More...

ବଲାଙ୍ଗିର ଜିଲ୍ଲାରେ ହଜାରେ ପୂରିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୬୬ ଚିହ୍ନଟ, ୨୨ ଜଣ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପୂରିଥିବା ବେଳେ ଆଜି ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ୨୨ ଜଣ ବଲାଙ୍ଗିର ପୌରାଂଚଳର ବୋଲି ରିପୋର୍ଟରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ଶାନ୍ତିପଡ଼ାରୁ ୧,
Read More...

କାର୍ଡବିହୀନ ଗରିବଙ୍କ ପାଇଁ ତୁରନ୍ତ ରାସନର ବ୍ୟବସ୍ଥା କରାଯାଉ : ନରସିଂହ

ବିଭିନ୍ନ ପ୍ରକଳ୍ପକୁ ନେଇ ଅଧିକାରୀଙ୍କ ସହ ବିଧାୟକଙ୍କ ଆଲୋଚନାବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ତଥା ବିଧାନସଭା ଗୃହ କମିଟି ୬ର ଅଧ୍ୟକ୍ଷ ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲାପାଳ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାରେ
Read More...

ମାଓବାଦୀଙ୍କ ବନ୍ଦ ଡାକରାକୁ ସଫଳ ହେବାକୁ ଦିଆଯିବ ନାହିଁ : କଳାହାଣ୍ଡି ଏସ୍‌ପି ବି. ଗଂଗାଧର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆସନ୍ତା ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଓ କନ୍ଧମାଳରେ ମାଓବାଦୀମାନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସେମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କଳହାଣ୍ଡି ଏସ୍‌ପି. ବି. ଗଂଗାଧର ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ତେବେ
Read More...

ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ପର୍କ ଯୋଜନାକୁ ସାମାଜିକ ସଂଗଠନର ସ୍ଵାଗତ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ବିଳମ୍ବରେ ହେଲେ ମଧ୍ୟ ଗାଁ ଅଞ୍ଚଳର ପିଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ ଲାଇନ୍‌ ଶିକ୍ଷାର ବିକଳ୍ପ ଭାବେ ‘ଶିକ୍ଷା ସମ୍ପର୍କ’ କାର୍ୟ୍ୟକ୍ରମ ହାତକୁ ନେଇଥିବାରୁ ସାମାଜିକ ସଂଗଠନ ର ସଦସ୍ୟମାନେ ଏହାକୁ ସ୍ଵାଗତ
Read More...

ମହାମାରୀ କରୋନା : ଓଡ଼ିଶାରୁ ୨୨୩୯ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ଛୁଇଁଥିବା ବେଳେ ଓଡ଼ିଶାରେ ଗତ ୨୪ ଘଂଟାରେ ୯ ଜଣଙ୍କ ଜୀବନ ଯାଇଛି । ଗତ ୨୪ ଘଂଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୨୨୩୯ । ଏମାନଙ୍କ ମଧ୍ୟରେ କ୍ୱାରେନ୍‌ଟାଇନ୍‌ରୁ ୧୪୧୬ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୮୨୩ ଜଣ
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ : ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିବା ଖବରରେ କୁହାଯାଇଛି । ତେବେ ନିକଟରେ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିଲେ । ପୁଣି ସେ ଅସୁସ୍ଥ ହୋଇ ପଡିଥିବା ଯୋଗୁଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି
Read More...

ନାରୀ ନ ଥିଲେ ସମର କି ଶାନ୍ତି କିଛି ନ ଥା’ନ୍ତା : ରବି କାନୁନ୍‌ଗୋ

ଦ୍ରୌପଦୀରୁ କ୍ଲିଓପେଟ୍ରା ଯାଏ ସାରା ଇତିହାସ ଏହାର ସାକ୍ଷୀ । ସାମାଜିକ ଚିତ୍ରଟିଏ ପୁରାଣ ବା ପୋଥିରେ ଥାନ ପାଇଲା ବେଳକୁ ପୃଥିବୀରେ ଆମ-ତମଙ୍କ ପରି ଶିଳା ଗଡ଼ି ଗଡ଼ି ଧୂଳି କି ବାଲି ଗରଡ଼ାରେ ପରିଣତ ହୋଇସାରିଥା’ନ୍ତି । ତେଣୁ ଇତିହାସକୁ ସର୍ବଦା ଏକ ଦୂରଛଡ଼ା ମନ ନେଇ ଦେଖିବାକୁ ପଡେ଼ । ଏ
Read More...

୩ କୋଟି ଅତିକ୍ରମ କଲା ଭାରତର ନମୁନା ପରୀକ୍ଷଣ

• ନିୟୁତ ପିଛା ପରୀକ୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇ ଗତକାଲି ୨୧,୭୬୯ରେ ପହଞ୍ଚିଛିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ ଭାରତ ୩ କୋଟି ନମୁନା ପରୀକ୍ଷା କରି ଆଜି ରେକର୍ଡ ସୃଷ୍ଟି କରିଛି । ରୋଗ ନିରୂପଣ ପରୀକ୍ଷାଗାରର ସମ୍ପ୍ରସାରଣ ଓ
Read More...

ଭୋକବିହୀନ ବଲାଙ୍ଗିର ଆମର ଲକ୍ଷ୍ୟ : ‘ସ୍ମାଇଲ୍‌ ଫର୍‌ ଅଲ୍‌’ ତରଫରୁ ଖାଦ୍ୟ ବଂଟନର ୧୪୫ ଦିନ ପୂରିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ସ୍ମାଇଲ୍‌ ଫର୍‌ ଅଲ୍‌’ ତରଫରୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ଅଂଚଳରେ ତଥା ସହରର ଅନ୍ୟ ସ୍ଥାନରେ ନିରୀହ, ଅସହାୟଙ୍କୁ ଖାଦ୍ୟବଂଟନର ୧୪୫ ଦିନ ପୂରିଛି । ସୂଚନାଯୋଗ୍ୟ ଯେ, କରୋନା କଟକଣା ସମୟରେ ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ରେ ଲାଗି ରହିଥିବା ବେଳେ
Read More...