Monthly Archives

August 2020

ଆଖି ଦେଇ ଅମର ହେଲେ ମୁନୁ ମାଝୀ : ଦୁର୍ଘଟଣାରେ ଆହତ ହୋଇ ପ୍ରାଣ ହରାଇଥିଲେ

ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ସାଧାରଣ ମଣିଷ ମୃତ୍ୟୁ ପରେ ଅସାଧାରଣ କାମ ପାଇଁ ଅମର ହୋଇ ରହିବା ନିଶ୍ଚିତ ଏକ ଭଲ ଖବର । ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଜଣେ ଯୁବକର ପରିବାରବର୍ଗ ନିଜ ମୃତ ପୁଅର ଦୁଇଟି ଚକ୍ଷୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।ବଲାଙ୍ଗୀର ଜିଲ୍ଲା
Read More...

ଦେଓଗାଁ ବ୍ଲକକୁ ଆସିଲେ ହାତୀ : ନଷ୍ଟ କଲେ ଧାନ, ମକ୍କା ଫସଲ

ଦେଓଗାଁ, (ମନିଷ କୁମାର ସାହୁ) : ବର୍ତମାନ ଚାଷ କାମରେ ବ୍ୟସ୍ତ ରହିଛନ୍ତି ଚାଷୀ । ଏହି ସମୟରେ ଦାଉ ସାଜୁଛନ୍ତି ଜଙ୍ଗଲୀ ହାତୀ। କେତେବେଳେ ପନିପରିବା ତ ପୁଣି କେତେବେଳେ ଧାନ ଓ ମକ୍କା ଖାଇବା ସହ ମାଡ଼ିଦଳି ନଷ୍ଟ କରି ଦେଉଛନ୍ତି । ଯାହାଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀ
Read More...

ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪୪୮

ଭୁବନେଶ୍ୱର, (ଆକାଶ ମିଶ୍ର) : ରାଜ୍ୟରେ ୨୪ ଘଣ୍ଟାରେ ୭ଜଣ କରୋନ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।୭ ମୃତକଙ୍କ ମଧ୍ୟରୁ ସମ୍ବଲପୁର
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ପହଞ୍ଚିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର, (ଆକାଶ ମିଶ୍ର) : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢ଼ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ମାମଲାରୁ ପରଦା ହଟିପାରିନି । ଆଦିତ୍ୟଙ୍କ ମୃତ୍ୟୁ
Read More...

କନ୍ଧପାଲି ପୋଖରୀର ପାଣି ଜନବସତି ଆଡ଼କୁ ମାଡ଼ୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ କନ୍ଧପାଲି ପୋଖରୀର ପାଣି ଶାନ୍ତିପଡ଼ା ଉପରମୁଣ୍ଡ (ଅଜୟ ଦାସ କଲୋନୀ)କୁ ମାଡ଼ି ଆସୁଥିବା ଲକ୍ଷ୍ୟ କରାଯାଉଛି । ତେବେ ପୋଖରୀ କଡ଼ରେ ଥିବା ଘରଗୁଡ଼ିକ ଭିତରରେ ଏବେ ପାଣି ପଶି ସାରିଲାଣି । ଏଥିପ୍ରତି ଦୃଷ୍ଟି ଦେଇ ବଲାଙ୍ଗିର
Read More...

ଭୁଷୁଡିଲା୨ ମହଲା କୋଠା

ବାରିପଦା, (କେପିଏନ୍‌ଏସ୍‌) : ଲୋକଙ୍କ ଆଖି ଆଗରେ ଭୁଷୁଡି ପଡିଲା ୨ ମହଲାର କୋଠା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ । ଏହି ଘଟଣା ହେଉଛି ବାରିପଦାର ମଧୁବନ ସହରର । ସୂଚନାଯୋଗ୍ୟ ଯେ ଗତକାଲି ରାତିରୁ ଏଠାରେ ପ୍ରବଳ ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିିତି ଦେଖା ଦେଇଛି । ଫଳରେ ଘରକୁ
Read More...

ଡଂଗରିଝରନ୍ କୁଡାଡେରା ତରଫୁ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର୍ ଜିଲ୍ଲାର୍ କୁଡାଡେରାର୍ ଡଂଗରିଝରନ୍ ସାହିତ୍ୟ କୁଟୁମ୍ ତରଫୁ ଅନଲାଇନ୍ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍ ହେଇ ସାରିଛେ। ଅନୁଷ୍ଠାନର୍ ସଂପାଦକ୍ ରାମେଶ୍ଵର ଛତ୍ରିଆ କର୍ ବୁଲାକି ଥି ବନେଟେ ସିଆନ୍ ଜୁଆନ୍ କବି ଯୋଗ ଦେଇଥିଲେ। ନିଜର୍ ନିଜର୍ ଦମଦାର
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୩୮୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୩୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୨୫୬ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ
Read More...

ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିବା ବେଳେ ବର୍ତ୍ତମାନର କୋଭିଡ ସ୍ଥିତିରେ ଛାତ୍ର ତଥା ଅବିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଆସନ୍ତା ପୂଜା ଛୁଟି
Read More...

ରାଜ୍ୟରେ ନିର୍ମାଣାଧୀନ ଶିଳ୍ପ ପାର୍କଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ମାଣାଧୀନ ଶିଳ୍ପ ପାର୍କଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୫ଟି ବୈଠକରେ କହିଛନ୍ତି । କୋଭିଡ୍ ପରିସ୍ଥିତିରେ ରାଜ୍ୟରେ ଶିଳ୍ପ ପାର୍କ ଗୁଡିକର ନିର୍ମାଣ କାର୍ୟ୍ୟ ଇଡ଼କୋ, ଓଡ଼ିଶା ନିର୍ଦ୍ଧାରିତ
Read More...