Daily Archives

ଅବସରପ୍ରାପ୍ତ ସୈନିକ ସଂଘ ସଂପାଦକ ପ୍ରତାପ ରଥ କରୋନା ଆକ୍ରାନ୍ତ ଚିହ୍ନଟ : ସଂକ୍ରମିତ ହେବା ପରେ ପ୍ରଶାସନିକ ବ୍ୟବସ୍ଥା…

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ସଂପାଦକ ପ୍ରତାପ ରଥ କରୋନା ସଂକ୍ରମିତ ହୋଇଥିବା ସେ ନିଜେ ସୂଚନା ଦେଇଥିବା ବେଳେ ନିକଟରେ ତାଙ୍କ ସହ ମିଳାମିଶା କରିଥିବା ସମସ୍ତ ବ୍ୟକ୍ତିବିଶେଷ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି । କୋଭିଡ଼ ଆଇନ
Read More...

ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (କେପିଏନ୍ଏସ୍) : ବିଶ୍ୱମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳମାନଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ବିଶ୍ୱ ମହାମାରୀ କରନା ଯୋଗୁଁ ଭାରତର ଜନସାଧାରଣ ଜୀବନ ଜୀବିକାରେ ବ୍ୟାପକ କ୍ଷୟ କ୍ଷତି ଘଟିଛି । ଫଳରେ ଲୋକମାନେ ନାହିଁ
Read More...

ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ । ତେବେ ଆଜି ଦିନ ୧୨.୩୦ରେ ଏହା ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ୱେବ୍ ସାଇଟ୍
Read More...

କରୋନା ମହାମାରୀ ଯୋଗୁଁ ଜନ୍ମାଷ୍ଟମୀ ଉତ୍ସବ ଫିକା ପଡିଲା : ସାମାଜିକ ଦୁରତା ରକ୍ଷା କରି ହେଲା ପାଳନ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦିନ ଧରି ଜନ୍ମାଷ୍ଟମୀ ପୂଜା ପବିତ୍ର ଅଷ୍ଟମୀ ତିଥିରେ ସାମାଜିକ ଦୁରତା ରକ୍ଷା କରି ସଇଁତଲା ଅଞ୍ଚଳରେ ପାଳନ କରାଯାଇଛି । ତେବେ ପୂର୍ବ ବର୍ଷ ଭଳି କୋୖଣସି ଗହଳ ଚହଳ ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ହୋଇ ନ ଥିବା
Read More...

ଭବିଷ୍ୟତ କାର୍ୟ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବିଚାର ଆଲୋଚନା

• ଆମକୁ ଏକ ନୂଆ ମନ୍ତ୍ର ଅନୁସରଣ କରିବାକୁ ପଡ଼ିବ, ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୭୨ ଘଣ୍ଟା ମଧ୍ୟରେ ସେମାନଙ୍କୁ ଠାବକରି ପରୀକ୍ଷା କରାଇବାକୁ ହେବ: ପ୍ରଧାନମନ୍ତ୍ରୀ• ୧୦ଟି ରାଜ୍ୟରେ ଦେଶର ୮୦ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଅଛନ୍ତି, ଏହିସବୁ ରାଜ୍ୟରେ ଯଦି ଭୂତାଣୁକୁ
Read More...

ପୂର୍ବଭଳି ଅନ୍ୟାଦେଶ ପର୍ୟ୍ୟନ୍ତ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ବ୍ୟବସ୍ଥା ବନ୍ଦ ରହିବ

ସାଂପ୍ରତିକ ପାସେଞ୍ଜର ଟ୍ରେନ ସେବା ନିଲମ୍ବନ ସଂକ୍ରାନ୍ତ ସୂଚନାନୂଆଦିଲ୍ଲୀ, (ପିଆଇବି) : ସମସ୍ତଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ଯେ ପୂର୍ବଭଳି ଦେଶର ସବୁ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ଅନ୍ୟାଦେଶ ପର୍ୟ୍ୟନ୍ତ ବନ୍ଦ ରହିବ । ତେବେ ଦେଶରେ ଏବେ ଯେଉଁ ୨୩୦ଟି ସ୍ୱତନ୍ତ୍ର ଟ୍ରେନ
Read More...

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ୮୭୨୨.୩୮ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ

• ଏଥିରେ ବାୟୁସେନା ପାଇଁ ୧୦୬ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ଅନ୍ତର୍ଭୁକ୍ତ ନୂଆଦିଲ୍ଲୀ, (ପିଆଇବି) : ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ
Read More...