ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୭ଟି ବ୍ଲକର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ବିଭାଗରେ ବଲାଙ୍ଗିର,!-->…
Read More...
Read More...