Browsing Tag

turekela news

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଥାନା, ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଟି ଗାଁର ପାଣ୍ଡେପଡା କଟାଟିକି ପୋଖରୀ ନିକଟରୁ ପ୍ରାୟ ପଚାଶ ବୟସର ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରାଯାଇଛି । ଗତକାଲି ହାରାହାରି ପାଞ୍ଚଟା ସମୟରେ ତୁରେକେଲା ପୋଲିସ ଖବର ପାଇ ନିଜ
Read More...

ବ୍ରିଜ୍ ତିଆରି କରିବା ପାଇଁ କନ୍ଦେଇ ଗ୍ରାମ ପଞ୍ଚାୟତର ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ଗ୍ରାମ ପଞ୍ଚାୟତ ଅଧିନସ୍ଥ କନ୍ଦେଇ ଗାଁରୁ ମହଖଣ୍ଡ ଯିବାକୁ ଥିବା ରାସ୍ତାରେ ନଦୀ ପଡୁଥିବାରୁ ବର୍ଷା ଦିନେ ଲୋକଙ୍କୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି ।
Read More...

ଅସହାୟ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ

ତୁରେକେଲା, (କୈଳାଶ ସଗ୍ରିଆ) : ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହଖଣ୍ଡ କଦଳୀପାଲି ଗାଁର ଦେବକୀ ଧରୁଆ ଜଣେ ଅସହାୟ ବିଧବା ମହିଳା ଅଟନ୍ତି । ପ୍ରାୟ ଏକ ବର୍ଷ ହେବ ନିଜ ସ୍ବାମୀ ଲଲିତ ଧରୁଆ ମଧୁମେହ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱାମୀର ମୃତ୍ୟୁ ପରେ ବର୍ତ୍ତମାନ ଦେବକୀ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଣିର ସମସ୍ୟା : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁଟାପଡା, ମାନ୍ଦଲା ସ୍କୁଲ ତିଆରି କରିବା ପ୍ରାୟ ୧୨ ବର୍ଷ ହୋଇଯାଇଥିଲେ ସୁଦ୍ଧା ଏଯାଏଁ ପାଣିର ବ୍ୟବସ୍ଥା ଶୌଚାଳୟର ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଏହି ସ୍କୁଲରେ
Read More...

ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଧାରଣା

ତୁରେକେଲା, (କୈଳାଶ ସଗ୍ରିଆ) : କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ଵାଧୀନ ଫେଡେରେସନ୍ ଓ ଏସୋସିଆସନ୍ ମାନଙ୍କ ପକ୍ଷରୁ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି । ଦୀର୍ଘ ଦିନ ଧରି ଟ୍ରେଡ ୟୁନିୟନମାନେ ସପ୍ସଗ୍ରାମ ଜାରି ରଖିଛନ୍ତି । ଦେଶର ବିପର୍ଯ୍ୟୟ
Read More...

ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ପାଇଁ ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗାଁରେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମରେ କୌଣସି ପ୍ରକାରର ବିକାଶ ହୋଇ ନାହିିଁ ପାଞ୍ଚବର୍ଷ ବିତିଗଲେ ସୁଦ୍ଧା ଆମର କୌଣସି ସମସ୍ୟାର ସମାଧାନ ହୋଇପାରି
Read More...

ବସୁଧା ଜଳଭଣ୍ଡାର ବୋର୍ଡ ଖରାପ ହୋଇଯାଇଥିବାରୁ ପାଣି ମୁନ୍ଦେ ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରା.ପ. ଅନ୍ତର୍ଗତ ନୁଆପଡା ଗାଁରେ ଏଭଳି ଖରା ସମୟରେ ପାଣି ମୁନ୍ଦେ ମିଳୁ ନ ଥିବାରୁ ଗ୍ରାମର ଭଦ୍ରବ୍ୟକ୍ତି ବୃନ୍ଦ ଓ ମହିଳା ବୃନ୍ଦ ଅଭିଯୋଗ କରିଛନ୍ତି । ଯଦି ଆମ ଗାଁରେ ପାଣିର ସୁବିଧା ସୁଯୋଗ କରାନଗଲେ
Read More...

ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବନାଞ୍ଚଳ ଅଧିକାରୀ ଜେ. ଠାକୁରଙ୍କ ତତ୍ୱାବଧାନରେ ବିଭିନ୍ନ ନାଚ ଗୀତ ମାଧ୍ୟମରେ ଗାଆଁ ଗାଆଁରେ ସଚେତନତା ବାର୍ତ୍ତା ଦେଉଛନ୍ତି ବଲାଙ୍ଗିର ବଙ୍ଗୋମୁଣ୍ଡାର ଜଙ୍ଗଲ କର୍ମଚାରୀ । ଜଙ୍ଗଲର ସୁରକ୍ଷା କିପରି କରିବା ସେନେଇ
Read More...

ପାସ୍ ବହିରେ ଭତ୍ତା ଦିଆନଯାଇ ହାତାହାତି ଭତ୍ତା ଦିଆଯିବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡକଲା ଗାଁର ଭତ୍ତା ପାଉଥିବା ହିତାଧିକାରୀମାନେ ଦାବୀ କରିଛନ୍ତି ଯେ, ତାଙ୍କୁ ମିଳୁଥିବା ଭତ୍ତା ପଇସା ତାଙ୍କ ପାସ୍‌ ବହିରେ ନ ଦିଆଯାଇ ହାତରେ ଦିଆଯାଉ । ଆଜିକୁ ଦ୍ଵିମାସ ହେବ ଏଯାଏଁ ଭତ୍ତା ମିଳୁନାହିଁ ବୋଲି ସେମାନେ
Read More...

ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏଯାଏଁ ଏନ୍ଆର୍ ଇଜିଏସ୍ ଟଙ୍କା ମିଳିନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗାଁର ସବିତା ଧରୁଆର ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏଯାଏଁ ଏନ୍ଆର୍ ଇଜିଏସ୍ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ଅନେକ ଥର ସରପଞ୍ଚ ଜିଆର୍ ଏସ୍ ଓ ସରପଞ୍ଚ, ପିଇଓଙ୍କୁ କହିଥିଲେ
Read More...