Browsing Tag

turekela news

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ପଞ୍ଚାୟତ ଟିକ୍ରାପଡାର କଳାକାରମାନେ ବୃକ୍ଷ ରୋପଣ କରିଛନ୍ତି । ବିଜେଡି ପଞ୍ଚାୟତ ସଭାପତି ଯଦୁମଣି ପୁଟେଲଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ବିକାଶ କଳା ପରିଷଦର କର୍ମକର୍ତ୍ତା ସମେତ ଦୀଳସୁନ୍ଦର ପଟେଲ, ପୁରନ୍ଦର ପଟେଲ, ଶିଶୁ ବିକାଶ
Read More...

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପୂଜା ବେହେରାଙ୍କ ଆହ୍ୱାନ କ୍ରମେ ବିଏସ୍ଏସ୍ଓ ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ଏହି
Read More...

ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବାରୁ ବର୍ଷା ଦିନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବାଲଦାଶ ଗାଁରୁ କଷାମାଲ ଗାଁ
Read More...

ବଡବାଙ୍କି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ସମ୍ମେତ ଚାରପାଣି, ମୁରିବାହାଲ, ସାଲେମୁଡଗା, ଜାମକି, ସାନବାଙ୍କି, ମୁଡକାନି, ଆଖପାଖ ଗାଁର ପ୍ରତ୍ୟେକ ଘରେ ଏକରୁ ଅଧିକ ଲୋକଙ୍କୁ ଜ୍ୱର ବ୍ୟାପୀ ଯାଇଥିବା ହେତୁ ଗତ
Read More...

ନୂଆଁଖାଇ ଭେଟ୍‌ଘାଟ୍ ପାଇଁ ଜିଲ୍ଲା କନ୍ଧ ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଝୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନୂଆଁଖାଇ ଭେଟ୍‌ଘାଟ୍ ପାଇଁ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଦାଦନ ଶ୍ରମିକଙ୍କ ପିଡିଏସ୍‌ ଚାଉଳରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗାଁର ଦାଦନ ଶ୍ରମିକମାନେ ପ୍ରତିବର୍ଷ ଦେଶାନ୍ତର ହେଉଛନ୍ତି । ସରକାରଙ୍କ ଠାରୁ ଏହି ପ୍ରବାସୀମାନଙ୍କ ନାମରେ ଯେଉଁ ପିଡିଏସ୍‌ ଚାଉଳ ଆସୁଛି ସେଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଯଦି ଯୋଗାଣ
Read More...

ପ୍ରେମରେ ଥିଲେ ଅଭାବ ଛୁଏଁନି : ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍‌ଗୁଲ୍‌…

ତୁରେକେଲା, (କୈଳାଶ ସଗ୍ରିଆ) : କୁହାଯାଏ ପ୍ରେମରେ ଥିଲେ ଅଭାବ ଛୁଏଁନି । ମୁଣ୍ଡ ଗୁଂଜିବାକୁ ଛପର ନାହିଁ, ପେଟ ପାଇଁ ଦାନା ନାହିଁ, ତଥାପି ଖୁସିରେ ମସ୍‌ଗୁଲ୍‌ ସ୍ୱାମୀ ସ୍ତ୍ରୀ । ତୁରେକେଲାର ଗୋଦାମ ଘର ବାରଣ୍ଡା ଏମାନଙ୍କ ଘର । ପ୍ରେମରେ ମସ୍‌ଗୁଲ୍‌ ନିଃସହାୟ ହଳେ ବୃଦ୍ଧବୃଦ୍ଧା । ଯାହା
Read More...

ପରମେଶ୍ୱର ସିପ୍‌କାଙ୍କ ଦ୍ୱାରା ସରିଆ ଧାନ ବଣ୍ଟନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁର ପରମେଶ୍ୱର ସିପ୍‌କା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁକୁ ସରିଆ ଧାନ ଦାନ କରିଛନ୍ତି । ସରିଆ ଧାନ ପାଇ ପ୍ରତ୍ୟେକ ଗାଁର ଲୋକେ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ
Read More...

କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁକୁ ଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁକୁ ଯୋଗ କରୁଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ଏହି ରାସ୍ତା କଣ୍ଟାବାଞ୍ଜି କର୍ଲାବାହାଲି ଛକଠାରୁ ମାକରଚୁଆ, ବିର୍ଣ୍ଣା, ଖଗସା, କୁଲିଆଦର୍ହ,
Read More...

ରାସ୍ତା ଅବସ୍ଥା ଶୋଚନୀୟ, ସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଳସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଜୁରି ଗାଁରୁ ରେଙ୍ଗାଲି ଗାଁ ପର୍ଯ୍ୟନ୍ତ ଓ ଜାମୁଟଜୁରି ଗାଁରୁ ବୁରୋମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁମୁଷୁ ଗାଁ ଏବଂ ଜାମୁଟଜୁରି ଗାଁରୁ ଘନାମହୁଲ ଗାଁ ପର୍ଯ୍ୟନ୍ତ ରାସ୍ତା
Read More...