Browsing Tag

turekela news

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ମହାସମାରୋହରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସ୍ରୋତସ୍ୱିନୀ ହୋତା ଏବଂ ବିଦ୍ୟାଳୟର ଉପସଭାପତି
Read More...

ରାଷ୍ଟ୍ରୀୟ ସମ୍ମିଳନୀରେ ବିରଞ୍ଚି ଦାଶ ରକ୍ତନାୟକ ଭାବେ ସମ୍ବର୍ଦ୍ଧିତ

ତୁରେକେଲା, (କୈଳାସ ସଗ୍ରିଆ) : ବିଶ୍ୱ ବେସରକାରୀ ସଂଗଠନ ଦିବସ ଅବସରରେ ହରିୟାଣା ରାଜ୍ୟର କର୍ଣ୍ଣାଲର ଡ.ମଙ୍ଗଳ ସେନ ଅଡିଟୋରିୟମଠାରେ ସ୍ୱଇଚ୍ଛାରେ ରକ୍ତଦାନ ଉପରେ ନିଫା ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଦୁଇ ଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିଫା ସଂସ୍ଥା ତରଫରୁ ସାରା
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିର୍ଣା ଗାଁର କ୍ରସର୍ ପଛପଟେ ଥିବା ଏକ ଚାଖୁଣ୍ଡା ବୃକ୍ଷରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ମୃତ ଯୁବକଙ୍କ ନାମ ଶୋବିଲିୟାସ ହରପାଲ (୨୬)
Read More...

ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ

ତୁରେକେଲା, (କୈଳାସ ସଗ୍ରିଆ) : ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ । ସୂଚନା ଅନୁସାରେ ତୁରକେଲା ଥାନା ମୁରିବାହାଲ ଗାଁରେ ଗତକାଲି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଳମ୍ୱିତ ରାତି ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା
Read More...

ଜଙ୍ଗଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଲିଭାଇଲା ଦମକଳ ବାହିନୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହାଲି ନିକଟରେ ଥିବା ଜଙ୍ଗଲରେ କେହି ଜଣେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ରେଲ୍ ଲାଇନଠାରୁ ଆରମ୍ଭ କରି କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା ପର୍ଯ୍ୟନ୍ତ ହୁହୁ ହୋଇ ନିଆଁ ଜଳି ଉଠିଥିଲା ।
Read More...

ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ସାଲେପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଅବସରରେ ୨୨ ଓ ୨୩ ତାରିଖ ଦୁଇଦିନ ଧରି ବହୁ ଆଡମ୍ବରରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମ ଦିନରେ
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମିଶନ ଇଟାଭାଟି କ୍ଲିନ : କୁକୁଡାହାଡ ପରେ ସରଧାପୁରରେ ଦୁଇ ଇଟାଭାଟି ଉପରେ ଚଢାଉ, ୨…

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ସହରରେ ମିଶନ କ୍ଲିନ ଜରିଆରେ ଅପରାଧିମାନଙ୍କର ବେଆଇନ ଘର ଓ ଦୋକାନ ଭଙ୍ଗା ଚାଲିଥିବା ବେଳେ ସେପଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ଟିଟିଲାଗଡ ଉପଜିଲ୍ଲାପାଳ ତାଙ୍କ ଟିମ୍‌
Read More...

ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଳନ୍ଧର
Read More...

‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ପକ୍ଷରୁ ରକ୍ତଦାନ ଶିବିର

କଂଟାବାଞ୍ଜିରେ ୨୫ ଦମ୍ପତି କଲେ ରକ୍ତଦାନ ତୁରେକେଲା, (କୈଳାସ ସଗ୍ରିଆ) : କଂଟାବାଞ୍ଜି ସହରେ ନିଆରା ଢଙ୍ଗରେ ପାଳନ କରାଯାଇଛି ପ୍ରେମ ଦିବସ । କଂଟାବାଞ୍ଜି ସହରସ୍ଥିତ ହରିଭବନ ଠାରେ ‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ରୋଡ ନମ୍ବର ୩ ପକ୍ଷରୁ ରୋଡ ଏହି ଦିନକୁ ନିଆରା ଢଙ୍ଗରେ ପାଳନ
Read More...

ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

ଭାଲେଣ୍ଟାଇନ ଡେ' ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ଼ ନଂ ୩ ସମ୍ମୁଖରେ ଆସନ୍ତା କାଲି ଭାଲେଣ୍ଟାଇନ ଡେ' ଉପଲକ୍ଷେ ଏକ ରକ୍ତଦାନ ଶିବିର ସ୍ଥାନୀୟ ହରିଭବନଠାରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ବୈଠକରେ
Read More...