Browsing Tag

titilagarh news

ଟିଟିଲାଗଡ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ ଜାରି : ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଲାଗି ରହିଛି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ପୌର ପରିଷଦ ପକ୍ଷରୁ କରାଯାଉଛି, ତନ୍ମଧ୍ୟରୁ ହାଟପଦାପଡ଼ା ଓଭର ବ୍ରିଜ ଉପରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚୂଡାନ୍ତ ହେବା ପରେ ଟେଣ୍ଡର ମଧ୍ୟ ବାହାରି ସାରିଛି । ତେଣୁ ଏହାକୁ ଦୃଷ୍ଟିରେ
Read More...

ଟିଟିଲାଗଡରେ ୨୩ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ବର ଏବଂ କନ୍ୟା ପିତାମାତା ନେଲେ ସଂକଳ୍ପ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୩ତମ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ହାଟପଦାପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ ମଣ୍ଡପଠାରେ ଅନୁଷ୍ଠିତ
Read More...

ସିହିନି ଗ୍ରାମରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସିହିନି ଗ୍ରାମରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ହୋଇଥିଲା ଯେ, ରାଜନୈତିକ ଦୃଷ୍ଟି କୋଣରୁ ଆଜିର ଦିନରେ ଓବିସି ବର୍ଗର ଲୋକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସମସ୍ତ ରାଜନୈତିକ ଦଳରେ କିଛି
Read More...

ଟିଟିଲାଗଡ ବ୍ଲକ ଘୋଡ଼ାର ଗ୍ରାମର ଦାନ ମାଝୀଙ୍କ ଘରେ ଲାଗିଲା ନିଆଁ : ଘରର ଆସବାବ ପତ୍ର ପୋଡି ପାଉଁଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘୋଡ଼ାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଦାନ ମାଝୀ ଓ ଅଇଁଲା ମାଝୀ ଝୁପୁଡ଼ି ଘର କରି ରହୁଥିଲେ । ପେଟ ପୋଷିବା ପାଇଁ ଛୋଟିଆ ହୋଟେଲ କରି ଜୀବିକା ନିର୍ବାହ କରୁଥିଲେ । ଆଜି ସକାଳେ କୌଣସି କାରଣ ବସତଃ ନିଆଁ ଲାଗି ସେ
Read More...

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକକ ଅନ୍ତର୍ଗତ ଅଏଁଲାଭଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାିଛି ।
Read More...

ଦଳ ବିରୋଧୀ ଗତିବିଧି କରିଥିବାରୁ ଟିଟିଲାଗଡ଼ ଆପ ପାର୍ଟିର ବିଜୟ ମେହେର ଏବଂ ବିଶ୍ୱନାଥ ମିଶ୍ରଙ୍କୁ ଦଳରୁ ବହିସ୍କାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟଲାଗଡ ବିଧାନସଭାର ବିଜୟ ମେହେର ଏବଂ ବିଶ୍ୱନାଥ ମିଶ୍ର ଦୁଇଜଣ ଦଳ ବିରୋଧୀ ଗତିବିଧି କରୁଥିବାରୁ ରାଜ୍ୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଆମ୍ ଆଦମୀ ଦଳରୁ ଉଭୟଙ୍କୁ ବହିସ୍କାର କରାଯାଇଛି । ଆମ୍ ଆଦମୀ ପାର୍ଟି ଦଳରେ ଥାଇ
Read More...

ଟାଙ୍ଗରପଡ଼ାରେ ସରକାରୀ ଜାଗାକୁ ଦଖଲ କରି ରହୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟାଙ୍ଗରପଡ଼ାରେ ସରକାରୀ ଜାଗାକୁ ଦଖଲ କରି ରହୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ପୌରପରିଷଦ ପକ୍ଷରୁ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଓଭରବ୍ରିଜ ନିକଟରେ ସ୍ଥାନ ଚିହ୍ନଟ
Read More...

ଟିଟିଲାଗଡ ବ୍ଲକର ଗାଁ ସାଥୀ ଓ ଜବ କାର୍ଡଧାରୀଙ୍କ ବିଶାଳ ସମାବେଶ ଓ ରେଲି ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଦିନ ଟିଟିଲାଗଡ ବ୍ଲକର ଗାଁ ସାଥୀ(ମେଟ୍‌) ସଂଘର ସଭାପତି ଜଳଧର ଧରୁଆଙ୍କ ସଭାପତିତ୍ୱରେ ସମସ୍ତ ଗାଁ ସାଥୀ ଓ ଜବ କାର୍ଡ ଧାରି ସବୁ ଏକ ଜୁଟ ହୋଇ ପ୍ରଥମେ ହାଇସ୍କୁଲ ଖେଳ ପଡ଼ିଆଠାରେ ଜମା ହୋଇଥିଲେ । ସେଠାରୁ ଏକ ବିଶାଳ ସମାବେଶ ବାହାରି ବିଭିନ୍ନ
Read More...

ଟିଟିଲାଗଡରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର କରାଗଲା ଭୂମିପୂଜନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରଠାରୁ ପାଞ୍ଚ କିଲୋମିଟର ଦୂର ବଲାଙ୍ଗିର ଯିବା ରାସ୍ତା କଡ଼ରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର ଶୁକ୍ରବାର ସକାଳ ସାଢେ ସାତଟାରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କର୍ତ୍ତା ରୂପେ ଅଶୋକ ସିହ୍ନା ଏବଂ ସପତ୍ନୀ
Read More...

ଟିଟିଲାଗଡ଼ରେ ପୁଣି ମାତିଲେ ବାଇକ୍‌ ଲୁଟେରା : ବ୍ୟାଙ୍କ ଛକ ଗଣେଶ ମନ୍ଦିର ନିକଟରୁ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନ୍ୟୁ ମେଡିକାଲ ଦୋକାନର ମାଲିକ ଗୁରୁବାର ସକାଳ ପାଖାପାଖି ୯ଟା ସମୟରେ ନିଜ ଘରୁ ଦୋକାନକୁ ଆସୁଥିବା ବେଳେ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିର ସମ୍ମୁଖରେ ବାଇକ୍‌ ରଖି ଭଗବାନଙ୍କୁ ନମସ୍କାର କରୁଥିବା ବେଳେ ପଲ୍ସର ବାଇକ୍‌ରେ ଦୁଇ ଜଣ ଯୁବକ ତାଙ୍କ
Read More...