Browsing Tag

titilagarh news

ଟିଟିଲାଗଡ଼ ଥାନା ଘେରାଉ କଲା ଆଦିବାସୀ କଲ୍ୟାଣ ସଙ୍ଘ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୁଥୁର୍‌ବନ୍ଧ ଗ୍ରାମ ପଞ୍ଚାୟତର ମହଦା ଗ୍ରାମରେ ପାର୍କ ନିର୍ମାଣକୁ ନେଇ ଗ୍ରାମବାସୀ ନିର୍ମାଣ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଏକ ବର୍ଷରୁ ଅଧିକ ସମୟ ହେବ ଦାବୀ କରି ଆସୁଛନ୍ତି । ଯେଉଁ ଜାଗାରେ ପାର୍କ ନିର୍ମାଣ କରାଯିବାକୁ ଗ୍ରାମବାସୀମାନେ ବିରୋଧ
Read More...

ଟିଟିଲାଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶିଙ୍କୁ ନବୋଦୟ ପରିବାର ଟିଟିଲାଗଡ଼ ତରଫରୁ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତୀୟ ଷ୍ଟେଟ ବ୍ୟାଙ୍କ (ବଜାର ଶାଖା)ରେ ନୂତନ ଶାଖା ପ୍ରବନ୍ଧକ ଭାବରେ ପୁରାତନ ନବୋଦୟ ଛାତ୍ର ହରେକୃଷ୍ଣ ବିଶି ଯୋଗ ଦେଇଛନ୍ତି । ଶ୍ରୀ ବିଶି ଜୱାହର ନବୋଦୟ ବିଦ୍ୟାଳୟ ବେଲପଡ଼ାର ଦ୍ୱୀତୀୟ ବ୍ୟାଚ (ବର୍ଷ ୧୯୯୫ ପାସ)ର ଛାତ୍ର ଅଟନ୍ତି । ଦୀର୍ଘ ଦିନର
Read More...

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସମାବେଶ ଅନୁଷ୍ଠିତ, ଯୋଗଦେଲେ ସାଂସଦ ସଙ୍ଗୀତା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ମଙ୍ଗଳବାର ଦିନ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ସ୍ତରୀୟ ସମାବେଶ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି
Read More...

ଗ୍ରାଫାଇଟ୍‌ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀର ଠିକା ଶ୍ରମିକଙ୍କ ଅଶାନ୍ତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଛି ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ । ଏହି କମ୍ପାନୀରେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ଅନେକ ଲୋକ ଚାକିରି କରି ନିଜର ପେଟ ପାଟଣା ଚଳାନ୍ତି । ଦିନକୁ ଦିନ ଏଠାରେ ଖାସ୍‌ କରି ଠିକା
Read More...

ଟିଟିଲାଗଡ଼ ଲାୟନ୍‌ସ କ୍ଲବ ତରଫରୁ ମା’ ଘଣ୍ଟାଶୁଣି ଟାଉନ ଉଚ୍ଚ ବିଦ୍ୟାଳୟକୁ ଦିଆଗଲା କୋଲ୍ଡ ଫ୍ରିଜର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦା ସର୍ବଦା ସମାଜର ଉନ୍ନତି ନିମନ୍ତେ ବିଭିନ୍ନ ସେବା କାର୍ଯ୍ୟ କରିଥାନ୍ତି । ଲାୟନସ୍‌ କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଚଳିତ ବର୍ଷ ଶେଷ ପ୍ରୋଜେକ୍ଟ ଅନ୍ତର୍ଗତ ମା' ଘଣ୍ଟାଶୁଣି ଟାଉନ ଉଚ୍ଚ ବିଦ୍ୟାଳୟକୁ ଲାୟନସ୍‌ କ୍ଲବ
Read More...

ବାନ୍ଧୁପଲା ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଜାତୀୟ ରାଜପଥ ୫୯ ଅବରୋଧ : ପୋଲିସ ଏବଂ ପ୍ରଶାସନ ବୁଝାସୁଝା କଲା ପରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଟିଟିଲାଗଡ ସହରକୁ ଉତ୍ତପ୍ତ ସହର ରୁପେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ଅସୁବିଧା ଲାଗି ରହିଛି । ଦୀର୍ଘ ୧୦ ଦିନ ହେବ ପିଇବା ପାଣି ଯୋଗାଣ ନ ହେଉଥିବା ଯୋଗୁଁ ଟିଟିଲାଗଡ ନିକଟସ୍ଥ ବାନ୍ଧୁପଲା ଗ୍ରାମ ପଞ୍ଚାୟତର
Read More...

ଶିଶୁ ଶ୍ରମିକ ମୁକ୍ତ ଓଡିଶା ସଂକଳ୍ପ ନେଇ ଆରମ୍ଭ ହୋଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ୟ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଏଡ଼ଏଟ୍ଏକ୍ସନ୍ ଓ ୟୁନିସେଫ ଦ୍ୱାରା ଟିଟଲାଗଡ ମ୍ୟୁନିିସିପାଲିଟି କାର୍ୟ୍ୟାଳୟ ଠାରେ ସମସ୍ତ ଦାୟିତ୍ୱ ସଂପନ୍ନ ଗୋଷ୍ଠୀଙ୍କୁ ନେଇ ଶିଶୁ ଶ୍ରମିକ ଉପରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ରାମଭକ୍ତ ଫରିକାରଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ରାମଭକ୍ତ ଫରିକାର କୋସଲି ଭାଷା ଆନ୍ଦୋଳନର ଜଣେ ନିର୍ଭୀକ ସାରଥି ଥିଲେ । ଐତିହାସିକ ଓ ଗବେଷକ ସ୍ୱର୍ଗତ ପ୍ରୟାଗଦତ୍ତ ଯୋଷୀଙ୍କ ସହ ଆଦ୍ୟ ସହଯୋଗୀ ଭାବେ ଦୀର୍ଘ ସମୟ ଆନ୍ଦୋଳନକୁ ସାକାର ରୂପ ଦେବାରେ ତାଙ୍କର ଅବିସ୍ମରଣୀୟ ଅବଦାନ ଥିଲା । ସେ 'ହକୁଆ' ନାମରେ ଏକ
Read More...

ଫେସବୁକରେ ହୋଟେଲ ଏ ୱାନ ମାଲିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ : ସହରରେ ଚାଞ୍ଚଲ୍ୟ, ଅଭିଯୋଗକୁ ଖଣ୍ଡନ କଲେ ମାଲିକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୌଣସି ଘଟଣାକୁ ସବୁଠାରୁ ଶୀଘ୍ର ଭାଇରାଲ କରିବାରେ ଆଜିକାଲି ସୋସିଆଲ ମିଡିଆର ସାହାଯ୍ୟ ନିଆଯାଉଛି । ସେ ଘଟଣା ହେଉ ଦୁର୍ଘଟଣା ହେଉ କି ପ୍ରଚାର ପ୍ରସାର ହେଉ । ଯିଏ ଯେପରି ପାରିଲା ଏହାର ମାଧ୍ୟମରେ ବ୍ୟହୁଳ ବ୍ୟବହାର କରୁଛନ୍ତି ଲୋକେ । ସବୁ ଜିନିଷର ଭଲ
Read More...

ରେଳ ଓଭର ବ୍ରିଜର ପାଣି ନିର୍ଗତ ପାଇଁ ପାଇପ ନ ଥିବାରୁ ଲୋକଙ୍କ ଉପରେ ପଡୁଛି ଅସନା ପାଣି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଲେ ସହରବାସୀ । ସହରର ବିକାଶ କାର୍ଯ୍ୟର ସବୁଠୁ ବଡ଼ ଉଦାହରଣ । ପରିତାପର ବିଷୟ ଯେ, ବର୍ଷା ହେଲେ ଏହି ରେଳ ଓଭର ବ୍ରିଜ ଉପରେ ପଡୁଥିବା ବର୍ଷା ଜଳ
Read More...