Browsing Tag

titilagarh news

ଫାଇବ-ଟି ସଚିବଙ୍କ ଟିଟିଲାଗଡ ଗସ୍ତ କାର୍ଯ୍ୟକ୍ରମ ବେଳେ ପୋଲିସ ମାଡରେ ଅଟୋ ଚାଳକ ଲହୁଲୁହାଣ, କିଛି ସମୟ ପାଇଁ ଉତ୍ତେଜନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଅପରାହ୍ନ ସାଢେ ବାରଟା ସମୟରେ ହେଲିକପ୍ଟର ଯୋଗେ ସ୍ଥାନୀୟ ସିଟି ସ୍କୁଲ ଖେଳ ପଡିଆକୁ ଆସି ନିଜର କାର୍ଯ୍ୟକ୍ରମ ସାରି ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଫେରି ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଟିଟିଲାଗଡ ତଥା ଆଖପାଖ
Read More...

ଟିଟିଲାଗଡକୁ ଫାଇବ-ଟି ସଚିବଙ୍କ ଗସ୍ତ : ଲୋକଙ୍କ ସହ ମିଶିଲେ, ଦାବୀପତ୍ର ନେଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସିଟି ସ୍କୁଲ ଖେଳ ପଡିଆରେ ହେଲିକେପ୍ଟର ଯୋଗେ ପାଖାପାଖି ସାଢେ ବାରଟା ସମୟରେ ଅବତରଣ କରିଥିଲେ ଫାଇବ-ଟି ସଚିବ ଭି କେ ପାଣ୍ଡିଆନ୍‌ । ସେଠାରେ ଜମିଥବା ବିପୁଳ ଜନ ସମୁଦ୍ର ତାଙ୍କୁ ଭବ୍ୟ ସ୍ଵାଗତ କରିବା ସହ ସଭା ସ୍ଥଳକୁ
Read More...

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡରେ ମଧ୍ୟ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଡ. ପ୍ରଣବ ପୁରୋହିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଏକ ଜଣାଶୁଣା ମହାବିଦ୍ୟାଳୟ ଭିତରେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ସୋମବାର ଦିନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଡ. ମଧୁସୂଦନ ମିଶ୍ର ଅବସର ନେବା ପରେ ଡ. ପ୍ରଣବ ପୁରୋହିତଙ୍କୁ ଏହି ଦାୟିତ୍ୱ ମିଳିଛି । ଏହି
Read More...

ଟିଟିଲାଗଡ ଲାୟନ୍ସ କ୍ଲବର ୪୪ତମ ପ୍ରତିଷ୍ଠା ଦିବସ ଏବଂ ୨୦୨୩/୨୪ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବର ୪୪ତମ ପ୍ରତିଷ୍ଠା ଦିବସ ଏବଂ ବର୍ଷ ୨୦୨୩/୨୪ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପିଏମ୍‌ସିସି ସଦସ୍ୟ ସଞ୍ଜୟ ସାହୁ,
Read More...

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଟିଟିଲାଗଡ଼ରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ - ୨୦୨୩ ପାଳନ ଉପଲକ୍ଷେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ଆୟୋଜକତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ପାସ୍‌ବୁକ ପ୍ରିଣ୍ଟ ପାଇଁ ଲାଗୁଛି ଲମ୍ବା ଲାଇନ : ଅଧିକ ମେସିନ ଲଗାଇବା…

ଟିଟିଲାଗଡ, (ନିରୋଜ କୁମାର ପାଣୀ) : ଲୋକ ନିଜର ଜମା ପୁଞ୍ଜିକୁ ରଖିବା ପାଇଁ ବ୍ୟାଙ୍କମାନଙ୍କ ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ବ୍ୟାଙ୍କମାନଙ୍କ ମଧ୍ୟରୁ ଷ୍ଟେଟ ବ୍ୟାଙ୍କ ହେଉଛି ଲୋକଙ୍କ ବିଶ୍ଵାସନୀୟ ବ୍ୟାଙ୍କ । ଟିଟିଲାଗଡ ସହରର ମୁଖ୍ୟ ଶାଖାକୁ ପ୍ରତିଦିନ ବହୁତ ଲୋକ ନିଜର ଟଙ୍କା ଜମା
Read More...

ଦୃତଗତିରେ ବାଇକ ଚଲାଇବା ଯୋଗୁଁ ଯୁବକଙ୍କ ଗଲା ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ସିହିନି ଗ୍ରାମର ପ୍ରଦ୍ୟୁମ୍ନ ଛତର ଏବଂ ଭଗବାନ ଛତର ବାଇକ ଯୋଗେ ଗୋଦାବରୀ ଉମୂର୍ଲା ଯାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଲେଶୁନ ବାହାଲି ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ, ଗାଁ ଲୋକ ଖବର ପାଇ ତାଙ୍କୁ ଟିଟିଲାଗଡ ସରକାରୀ
Read More...

ପାଟଣାଗଡ଼ରେ ସନାତନ ଧର୍ମପ୍ରତି ହୋଇଥିବା ଅପମାନ ପ୍ରତିବାଦରେ ଟିଟିଲାଗଡର ସମସ୍ତ ବ୍ରାହ୍ମଣ ସମାଜ ତରଫରୁ ସ୍ୱାଭିମାନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ପାଟଣାଗଡ ସହରର ଗୋଟିଏ ଛକଠାରେ ପ୍ରଭୁ ପର୍ଶୁରାମଙ୍କ ପ୍ରତିମାକୁ ହଟାଇ ସେହି ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ରାହ୍ମଣ ସମାଜ ତରଫରୁ ଏହାର
Read More...