ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା : ବିଭିନ୍ନ ସ୍କୁଲର ୩୯ ଜଣ ଛାତ୍ର ଛାତ୍ରୀ କଲେ ଅଂଶ ଗ୍ରହଣ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଲାୟନ୍ସ କ୍ଲବ ତରଫରୁ ବିଶ୍ଵ ବ୍ୟାପି ଶାନ୍ତିର ବାର୍ତ୍ତା ଦେବା ପାଇଁ ତଥା ଶାନ୍ତି ବିଷୟରେ ଏକ ବିଷୟ ବସ୍ତୁ ଦିଆଯାଇ ତା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥାଏ । ଏହି ପ୍ରତିଯୋଗିତା ସାରା ବିଶ୍ୱରେ ଲାୟନ୍ସ କ୍ଲବ ତରଫରୁ!-->…
Read More...
Read More...