ଟିଟିଲାଗଡ ଦେଶିଲ ନିକଟରେ ମାଟି ପକାଇ ପୋତା ଯାଉଛି ଜମି : ରୟାଲ୍ଟି କାହା ପାଖକୁ ଗଲା ?
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଜମି ବ୍ୟାପାର କରିବା ପାଇଁ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଜମି କିଣା ବିକା ଚାଲିଛି । ଖାଲୁଆ ଜମିକୁ ଉଚ୍ଚ କରିବା ପାଇଁ ଶହ ଶହ ଟ୍ରିପ ମାଟି ପକାଯାଉଛି । ତାହା ପୁଣି ଆର୍ଆଇଙ୍କୁ ନ ଜଣାଇ । ସରକାରୀ ମାଟି ନେବାକୁ ହେଲେ ଆର୍ଆଇ!-->…
Read More...
Read More...