Browsing Tag

titilagarh news

ନିସ୍ତେଜକ ଇଞ୍ଜେକସନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗରେ ଟିଟିଲାଗଡ଼ ବଲାଙ୍ଗିର ରାସ୍ତା ଅବରୋଧ କଲେ ସ୍ଵାଧୀନ ପଡ଼ା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ୧୧ ତାରିଖ ଦିନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିବା ମିତା ବେହେରାଙ୍କୁ ଜୀବନ ଜ୍ୟୋତି ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ରାତିରେ ଅସ୍ତ୍ରୋପଚାର ସରିବା ପରେ ହୋସ୍‌ ନଆସିବାରୁ ଡାକ୍ତର ମୋହନ ଲାଲ ଜୈନ ବଲାଙ୍ଗିରକୁ ସ୍ଥାନାନ୍ତର
Read More...

ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୯ତମ ପ୍ରତିଷ୍ଠା ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୯୯ ବର୍ଷରେ ପଦାର୍ପଣ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଟିଟିଲାଗଡ଼ ଶାଖା ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସଂଘ ସଦସ୍ୟ ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆରୁ ଏକ ଶୋଭାଯାତ୍ରାରେ
Read More...

ଟିଟିଲାଗଡ଼ ବିଦ୍ୟୁତ୍ ବିଭାଗର ୬୭ତମ ଦୁର୍ଗାପୂଜା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୬୭ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡ଼ ବିଦ୍ୟୁତ୍‌ ବିଭାଗର ଦୁର୍ଗାପୂଜା । ଚଳିତ ବର୍ଷ ଟିପିଡବ୍ଲ୍ୟୁଓଡ଼ିଏଲ୍‌ ପକ୍ଷରୁ ଲାଇଟ୍‌ ଉପକରଣ ସାଙ୍ଗକୁ ମେଢ଼ ସାଜସଜ୍ଜା ଅତି ସୁନ୍ଦର ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ଭୋଗ ବଣ୍ଟନ କରାଯାଉଥିବା ବେଳେ ଲୋକଙ୍କ
Read More...

ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ପବିତ୍ର ନବମୀ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ନବମୀ ଯାତ୍ରା । ଟିଟିଲାଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଉପଲକ୍ଷେ ମାଁ ଘଣ୍ଟାଶୁଣି ସେବା ସମିତି ଓ ମନ୍ଦିର କମିଟି ଦ୍ୱାରା ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସକାଳୁ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ
Read More...

ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ସଚେତନତା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଚକ୍ଷୁର କିପରି ଯତ୍ନ ନେବେ ଜନସାଧାରଣଙ୍କୁ ସେ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରେଲି ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ
Read More...

ଦଶହରାକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟିଟିଲାଗଡ଼ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ମାସରେ ପବିତ୍ର ନବରାତ୍ରି ପାଳିତ ହେବା ସହ ମହାଆଡ଼ମ୍ବରରେ ନବମୀ ଯାତ୍ରା, ବିଜୟା ଦଶମୀ ଏବଂ ରାବଣ ପୋଡ଼ି ଆୟୋଜିତ ହୋଇଥାଏ । ବିଭିନ୍ନ ପଡ଼ାରେ ଦୁର୍ଗା ମେଢ଼ ବୁଲିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହାକୁ ଆଖି ଆଗରେ ରଖି
Read More...

ଖବର ପ୍ରକାଶନ ପରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କ ହସ୍ତକ୍ଷେପ ପରେ ହଟିଲା ଆମରଣ ଅନଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଭାଟିପଡ଼ାରୁ ଦରଲୋ ଯିବା ରାସ୍ତାରେ ଥିବା ମେଘା ଗ୍ୟାସ ପ୍ଲାଣ୍ଟରେ ଠିକା କାମ କରି ୯ ମାସରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ହେଁ ପାଖାପାଖି ୬୬ ଲକ୍ଷ ଟଙ୍କା ବିଲ୍‌ ବାକି ରହିଥିବା ଯୋଗୁଁ ଠିକାଦାର ବୁଲ୍‌ବୁଲ୍‌ ମେହେର ମାଗି ମାଗି
Read More...

ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବଣିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ମୌଳିକ ସମସ୍ୟା ଓ ତାର
Read More...

ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଦୁଇ ତାରିଖକୁ ଦେଶ ବ୍ୟାପି ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ
Read More...

ଖୋଲାନ ଗ୍ରାମ ପଞ୍ଚାୟତର ଜାମପଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତର ଜାମପଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରେ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ପଞ୍ଚାୟତ ସ୍ତରୀୟ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...