Browsing Tag

titilagarh news

ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଯୁଗରେ ଲୋକେ ନିଜର ହେଉ କି ଛୁଆ ମାନଙ୍କ ପାଇଁ ହେଉ ବିଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳନ କରିଥାନ୍ତି । ଟିଟିଲାଗଡ଼ର ଜଣେ ଯୁବ ବ୍ୟବସାୟୀ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ପଙ୍କଜ ନାମଦେବ ତାଙ୍କ ଝିଅ ହଂସିକାଙ୍କ ଜନ୍ମଦିନ
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ନଭେମ୍ବର ୧୧ ତାରିଖ ଠାରୁ ୩ ଦିନ ବ୍ୟାପୀ ପ୍ରଭାବତୀ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସମାଜସେବୀ ଶ୍ରୀମତି ଅଞ୍ଜଳି
Read More...

ବିଦ୍ୟୁତ୍‌ ବିଭାଗର ଛଟେଇ ବିରୋଧରେ ପ୍ରତିବାଦ ସଭା : ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ହୀରାଖଣ୍ଡ ବିଦ୍ୟୁତ୍‌ କର୍ମଚାରୀ ସଂଘ ତରଫରୁ ଛଟେଇ ବିରୋଧରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଖାପାଖି ୩୫୦ରୁ ଅଧିକ କର୍ମଚାରୀ ଉପସ୍ଥିତ ରହି ଛଟେଇ ବିରୋଧରେ ସ୍ୱର
Read More...

ଟିଟିଲାଗଡ଼ ବ୍ଲକପଡ଼ା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଭଗବତ ପ୍ରଚାରକ ଗୌର ପ୍ରସାଦ ପୁରୋହିତଙ୍କ ଇହଧାମ ତ୍ୟାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକପଡ଼ାର ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଭଗବତ ପ୍ରଚାରକ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ ଗୌର ପ୍ରସାଦ ପୁରୋହିତଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସୋମବାର ଦିନ ହାଟପଦା ପଡ଼ା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ବଡ ପୁଅ ଜ୍ୟୋତି ପ୍ରକାଶ
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ : ଯୋଗଦେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍ ଖତ୍ରି, ସମ୍ମାନିତ ଅତିଥି ଭାବେ
Read More...

ଅଗ୍ରୱାଲ ସଭାର ସଭାପତି ଓ ସଦସ୍ୟଙ୍କ ଦ୍ଵାରା ବୋନ କ୍ୟାନ୍ସର ପୀଡ଼ିତ ବେବି ନାଏକଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ କୋଶଳ ପ୍ରବାହରେ ଟିଟିଲାଗଡ଼ ଦେବନ୍ଧପଡ଼ାର ବେବି ନାଏକ ବୋନ୍ କ୍ୟାନ୍ସରରେ ପୀଡ଼ିତ ତଥା ଆର୍ଥିକ ସହାୟତା ଦେବାକୁ ପରିବାର ପକ୍ଷରୁ ଖବର ପରିବେଷଣ କରାଯାଇଥିଲା । ଖବର ପରିବେଷଣ ପରେ ଆମ ଟିଟିଲାଗଡ଼ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ
Read More...

ଟିଟିଲାଗଡ଼ ରେଳ ଓଭର ବ୍ରିଜ୍‌ ଉପରୁ ସୁନା ଚେନ୍ ଲୁଟ୍‌ ବିଫଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଟିଟିଲାଗଡ଼ ସହରର ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଶ୍ରୀମତୀ ପଦ୍ମିନୀ ସାହୁ ଓ ତାଙ୍କ ସ୍ଵାମୀ ଗଦାଧର ସାହୁ ନିଜର କ୍ୱାଟରରୁ ନିଜର ନୂତନ ନିର୍ମିତ ଘରକୁ ଯାଉଥିବା ବେଳେ
Read More...

ଟିଟିଲାଗଡ଼ ଲାୟଂସ୍ କ୍ଲବ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନର ନାରା ଦେବା ସହ ନିଜର ପାଖ ପରିବେଶକୁ ସଫା ସୁତୁରା ରଖିବାର ବାର୍ତ୍ତା ଦେଇଥିଲେ । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଲାୟଂସ୍‌ କ୍ଲବ ତରଫରୁ ଗୁରୁବାର ସକାଳୁ ସଭାପତି ଗଙ୍ଗାଧର
Read More...

ଟିଟିଲାଗଡ଼ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ସହ ଜନ ସମ୍ପର୍କ ଅଭିଯାନ ସହ ସଦସ୍ୟତା ଅଭିଯାନ ବୁଧବାର ଦିନ ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ତ୍ତ ବିଭାଗ ଡାକ
Read More...

ଓଏସ୍‌ଆର୍‌ଟିସି ବସ୍‌କୁ ଟେକା ମାଡ : ଟିଟିଲାଗଡ଼ ଥାନାରେ ଏତଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ଠାରୁ ପୁରୀ ଅଭିମୁଖେ ଯାଉଥିବା ଓଡି ୧୪ ବି ୬୯୪୦ ନମ୍ବର ବିଶିଷ୍ଟ ବସ୍‌କୁ ଖୋଲାନ ଗ୍ରାମ ନିକଟରେ ଦୁର୍ବୃତ୍ତ ଟେକା ମାଡ କରିବା ଯୋଗୁଁ ବସ୍‌ର ଦୁଇଟି ସାଇଡ ଝରକା କାଚ ଭାଙ୍ଗି ଯାଇଛି । କମ୍‌ ଯାତ୍ରୀ ଥିବାରୁ କାହାର କିଛି କ୍ଷତି
Read More...