Browsing Tag

titilagarh news

ବର୍ଦ୍ଧିତ ବିଦ୍ୟୁତ୍ ଦର ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଦିନକୁ ଦିନ ବିଦ୍ୟୁତ୍ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରଦେଶ କଂଗେସ କମିଟି ପ୍ରତିବାଦ କରି ରାଜ୍ୟପାଳଙ୍କ ନିକଟରେ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ହ୍ରାସ କରିବା ପାଇଁ ଦାବୀ କରିଛି । ୨୦୦୬ ମସିହାରେ ବିମୁଦ୍ରାୟନ ଓ ପରେ ପରେ ମହାମାରୀ କରୋନା
Read More...

ଜନ ସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ବିତରଣରେ ଅବହେଳାକୁ ନେଇ ଜିଲ୍ଲାପାଳ କ୍ଷୁବ୍ଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା । ଏହି ସମସ୍ୟା ପାଇଁ କେତେବେଳେ ରାସ୍ତାରୋକ ତ' କେତେବେଳେ ସହର ବନ୍ଦ । କେବେ ସାତ ଦିନରେ ଥରେ ତ' ଦଶ ଦିନରେ ଥରେ ପାନୀୟ ଜଳ ଯୋଗାଣ ହେଉଛି । ଏହା ମଧ୍ୟରେ ଟିଟିଲାଗଡ ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି ପାଣି
Read More...

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ : ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସହରର ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଦୁଇ ଜଣ ଦୁର୍ବୃତ୍ତ
Read More...

ବିନା ବିଦ୍ୟୁତ୍ ଆଲୁଅରେ ଭାକ୍ସିନ ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶରେ ଆରମ୍ଭ ହୋଇଛି । ପ୍ରଥମେ ୬୦ ବର୍ଷରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି । ଟିଟିଲାଗଡର ଉପଖଣ୍ଡୀୟ ମୁଖ୍ୟ ଡାକ୍ତରଖାନାରେ
Read More...

ପାଣି ସମସ୍ୟାକୁ ନେଇ ଗରିବ ସେନାର ସର୍ବଦଳୀୟ ବୈଠକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଥିବା ବେଳେ ସାଧାରଣ ଜନତା ଅତିଷ୍ଠ ହୋଇପଡିଲେଣି । ତେବେ ସ୍ଥାନୀୟ ପ୍ରଶାସନ ପାନୀୟ ଜଳ ସମସ୍ୟାର ସମାଧାନରେ ବିଫଳ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି । ଶେଷ ଥର ପାଇଁ ଗତ ୧୨
Read More...

ପାନୀୟ ଜଳ ପାଇଁ ହାହାକାର : ୧୨ ଘଂଟିଆ ବନ୍ଦ ଡାକରା ଦେଲା ଟିଟିଲାଗଡ ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଏବେ ପାନୀୟ ଜଳ ଯୋଗାଣକୁ ନେଇ ତେଜୁଛି ଅସନ୍ତୋଷ । ଅଧିକାଂଶ ୱାର୍ଡରେ ଉତ୍କଟ ରୂପ ନେଉଛି ପାନୀୟ ଜଳ । କେଉଁଠି ସାତ ଦିନକୁ ଥରେ ତ' କେଉଁଠି ଦଶ ଦିନରେ ଥରେ ପାଇପ୍‌ ଯୋଗେ ଆସୁଛି ପାଣି । ଯାହାକୁ ନେଇ ବଢ଼ିବାରେ ଲାଗିଛି ସହରରେ ଅସନ୍ତୋଷ ।
Read More...

ଟ୍ରେନ୍ ଲୁଟେରାକୁ କାବୁ କଲା ଆରପିଏଫ ସ୍ପେଶାଲ ଟାସ୍କ ଫୋର୍ସ : ଲୁଟ ସାମଗ୍ରୀ ଉଦ୍ଧାର କଲା ଏସଟିଏଫ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଟ୍ରେନ୍ ଲୁଟେରାକୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର-ପୁରୀ ସୂପରଫାଷ୍ଟ ଟ୍ରେନରେ ଜଣେ ମହିଳା ତାଙ୍କ ବାପା-ମା ଓ ଛୁଆ ସହ ମାର୍ଚ୍ଚ ୨୪ ତାରିଖରେ ସୁରଟରୁ ଭୁବନେଶ୍ୱର ଯାଉଥିବା ସମୟରେ ଖରିଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ
Read More...

ମ୍ୟାଟ୍ରିକ ଟପ୍ପର୍‌ଙ୍କୁ ସମ୍ବର୍ଦ୍ଧନା

ଟିଟିଲାଗଡ, (ଗୌରବ ଦର୍ଜୀ) : ସରସ୍ୱତୀ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଟିଟିଲାଗଡ ସହରର ୧୦ଟି ହାଇସ୍କୁଲର ଗତ ୨୦୧୯ - ୨୦ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ
Read More...

ଟିଟିଲାଗଡ ବିକାଶ ସେବା ତରଫରୁ ପୁଣି ଆରମ୍ଭ ହେଲା ଫ୍ରି ସାନିଟେସନ

ଟିଟିଲାଗଡ, (ଗୌରବ ଦର୍ଜୀ) : ସମ୍ପ୍ରତ୍ତି ସାରା ଦେଶ ତଥା ଓଡ଼ିଶାରେ ମଧ୍ୟ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଏହି ପରପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ ମଧ୍ୟ ପ୍ରତିଦିନ ବିଭିନ୍ନ ୱାର୍ଡରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବିଗତ
Read More...

ଚାଇଲ୍ଡ ଲାଇନ୍‌ର ଶିଶୁ ମନୋସାମାଜିକ ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚାଇଲ୍ଡ ଲାଇନ ତରଫରୁ ଟିଟିଲାଗଡ ଆଇସିଡିଏସ ପରାସରା ସେକ୍ଟର ସମିଆଁପଡ଼ା ଅଙ୍ଗନୱାଡ଼ି ସେଣ୍ଟର୍ ଠାରେ ଆଧାର ଚାଇଲ୍ଡ ଲାଇନ୍‌(କୋଲାବ) ବଲାଙ୍ଗିର ତରଫରୁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜିଯାଇଥିବା ଶିଶୁ, ବାଲ୍ୟବିବାହ, ଶିଶୁ
Read More...